Updated: Mar 10, 2024, 17:08 IST

ସ୍ତ୍ରୀ ଖୋଲିଲେ ସେଦିନର ସମସ୍ତ ରହସ୍ୟ ଦେଖନ୍ତୁ କେମିତି ମାଡ଼ି ଆସି ସ୍ବାମୀଙ୍କୁ ଖାଇଗଲା ମଣିଷଖିଆ କୁମ୍ଭୀର

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସ୍ତ୍ରୀ ସାମ୍ନାରେ ସ୍ୱାମୀକୁ ଟାଣିନେଲା କୁମ୍ଭୀର। ସକାଳୁ ସ୍ୱାମୀ ସ୍ତ୍ରୀ ଉଭୟ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ କିଏ ବା ଜାଣିଥିଲେ ସେହି ନଦୀରେ ମଣିସଖିଆ କୁମ୍ଭୀର ଛକି ବସିଥିଲା।
ତେବେ ବନ୍ଧୁଗଣ ସ୍ତ୍ରୀ ସାମ୍ନାରେ ସ୍ୱାମୀକୁ ଟାଣିନେଲା କୁମ୍ଭୀର। ଆଉ ସ୍ୱାମୀ ଶୌଚକରୁଥିବା ବେଳେ ହଠାତ୍ ନଦୀରୁ ଉଠିଆସିଲା ମଣିଷଖିଆ କୁମ୍ଭୀର ଟାମ୍ପିନେଇଗଲା।
Viral news
ଏତେ ଦିନ ହେବ ଆଜି ମଣିଷଖିଆ କୁମ୍ଭୀର ପାଟିରେ ଲାଗିଛି ମଣିଷର ମାଂସ। କୁମ୍ଭୀର ପାଟିରୁ ସ୍ୱାମୀକୁ ବଞ୍ଚାଇବାକୁ ସ୍ତ୍ରୀ ବୋହୂ ଉଦ୍ୟମ କରିଥିଲେ ବି ସଫଳ ହୋଇନଥିଲେ। ସ୍ୱାମୀକୁ କୁମ୍ଭୀର ଟାଣି ନେଉଥିବାରୁ ସ୍ତ୍ରୀ ନେଇଥିବାରୁ ନଦୀ କୂଳରେ ଛାତି ଫଟେଇ କାନ୍ଦୁଛି ସ୍ତ୍ରୀ।
ସମସ୍ତଙ୍କ ଆଖିରେ ଲୁହ। ଶିବରାତ୍ରୀପାଇଁ ତରବରିଆ ଭାବେ ସ୍ୱାମୀ ସ୍ତ୍ରୀ ଚାଷ କାମ ସାରି ଗାଧୋଇବାକୁ ଯାଇଥିଲେ ଆଉ ସ୍ତ୍ରୀ ଆଖି ଆଗରେ ସ୍ୱାମୀକୁ ଟାଣିନେଲା କୁମ୍ଭୀର।
ଏଭଳି ଅଘଟଣ ଘଟିଛି କେନ୍ଦ୍ରପଡା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଦକ୍ଷିଣଭେଡା ଗାଁରେ। ଦକ୍ଷିଣଭେଡା ଗାଁର ନିମାଇଁ ମଳିକଙ୍କୁ ଝାମ୍ପି ନେଲା କୁମ୍ଭୀର। ସ୍ତ୍ରୀ ଏହାକୁ ଦେଖି ଭୟବିତ ହେଇ କଣ କରିବେ କିଛି ବୁଧିବାଟ ଦେଖାଗଲାନି।
Viral
ଶୌଚ ହେଉଥିବା ବେଳେ ବ୍ରାହ୍ମଣ ନଦୀ କୂଳରୁ ସ୍ୱାମୀ ନିମାଇଁକୁ ଟାମ୍ପିନେଲା କୁମ୍ଭୀର। ହଠାତ୍ ମହିଳାଙ୍କ ଆତ ଚିତ୍କାର ଶୁଣି ଧାଇଁ ଆସିଥିଲେ ଗାଁ ଲୋକେ ନଦୀ କୂଳକୁ।
ନିମାଇଁକୁ କୁମ୍ଭୀର ଟାଣି ନୋଇଥିବା ଜାଣିବାକୁ ପାଇଥିଲେ। ଏହା ପରେ ତାଙ୍କୁ ନଦୀ କୂଳରେ ଖୋଜୁବୁଲୁଛନ୍ତି। ପୁଅକୁ କୁମ୍ଭୀର ଟାମ୍ପିନେଇଥିବା କଥା ଶୁଣି ନଦୀ ପଠାରେ ବସି କାନ୍ଦୁଛି।
ସଙ୍ଗେ ସଙ୍ଗେ ସେଠାରେ ବାଇଧରକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗ୍ରାମବାସୀ, ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିମାଇଁକୁ ଖୋଜାଖୋଜି କରୁଛନ୍ତି। ହେଲେ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ।

Advertisement