Updated: Sep 2, 2023, 15:49 IST

ଡିଉଟିରେ ସ୍ଵାମୀ ପର ପୁରୁଷ ବାହୁରେ ସ୍ତ୍ରୀ ଦେଖନ୍ତୁ ସଙ୍ଗୀନ ଅଭିଯୋଗ ଆଣିଲେ ସ୍ଵାମୀ

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏଭଳି କିଛି ଖବର ଦେଖିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ମନ ଭିତରେ ଅନେକ କଥା ଭାବିବେ । ଏହି ଖବର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । 
Viral news
ଆଜିକା ଯୁଗରେ ଏଭଳି କିଛି ମହିଳା ଅଛନ୍ତି ଯେଉଁମାନେ ନିଜ ସ୍ଵାମୀ ଥାଉ ଥାଉ ପରପୁରୁଷ ସହ ରାତି ବିତାଉଛନ୍ତି । ଆଉ ଏହି ମହିଳା ଜଣକ ଏଭଳି ସବୁ କାମ କରିଛନ୍ତି ଯେତେବେଳେ ତାଙ୍କ ସ୍ଵାମୀ ନଥିଲେ ।
ସ୍ବାମୀ ଘରେ ନଥିବା ସମୟରେ ଏହି ମହିଳା ଜଣକର ମୁଣ୍ଡରେ ବେଣୀ କରି ଦେଉଥିଲେ । ଆଉ ଏହାର ଭିଡିଓ ତାଙ୍କ ଝିଅ କରିଥିଲେ । ଏହି ଭିଡିଓ କରି ଝିଅଟି ବାପାଙ୍କ ପାଖକୁ ପଠେଇଥିଲେ । ଏହି ଯୁବକ ଜଣକ ହେଉଛନ୍ତି ASI ଅଫିସର । ASI ବସନ୍ତଙ୍କ ସ୍ତ୍ରୀ ଏଭଳି କାମ କରିଛନ୍ତି । 
ତାଙ୍କ ସ୍ତ୍ରୀ ପରପୁରୁଷ ସହ ବେଡରୁମରେ ଏହି କାମ କରିଛନ୍ତି । ASI ବସନ୍ତଙ୍କର ତିନୋଟି ପତ୍ନୀ ଥିଲେ । ତାଙ୍କ ପ୍ରଥମ ପତ୍ନୀଙ୍କ ମୁଣ୍ଡ ଦୋଷ ଥିଲା ଆଉ ସେ ମୃ-ତ୍ୟୁବରଣ କରିବା ପରେ ସେ ଆଉ ଜଣଙ୍କୁ ବିବାହ କରିଥିଲେ ।
Viral
ଆଉ ସେ ଯାହାକୁ ବିବାହ କରିଥିଲେ ଅର୍ଥାତ୍ ତାଙ୍କ ଦ୍ଵିତୀୟ ସ୍ତ୍ରୀର କ୍ୟାନସର ଥିଲା । ଆଉ ସେ କ୍ୟାନସର ରୋଗରେ ଥିବା ବେଳେ ତାଙ୍କ ସାନ ଭଉଣୀକୁ ବିବାହ କରିବାକୁ ବସନ୍ତକୁ କହିଥିଲେ । ସେହି ଦ୍ଵିତୀୟ ପତ୍ନୀ ଜଣଙ୍କର ଏକ କନ୍ୟା ସନ୍ତାନ ଥିଲା । 
ଏହି ଝିଅ ତାର ବାପାଙ୍କ ପାଖକୁ ଭିଡିଓ ପଠାଇଥିଲା । ଆଉ ଏହି ଭିଡିଓରେ ପର ପୁରୁଷ ଜଣକ ASI ବସନ୍ତଙ୍କର ସ୍ତ୍ରୀଙ୍କର ବେଣୀ ବାନ୍ଧୁଛି ଆଉ ଏହି ଭିଡିଓ ଏବେ ସାମ୍ନାକୁ ଆସିଲା ପରେ ଅନେକ କଥା ଆସୁଛି । ଏବେ ASI ବସନ୍ତ ଥାନାରେ ଅଭିଯୋଗ କରିଛନ୍ତି
ଆଉ ତାଙ୍କ ଶାଶୁଘର ଲୋକେ କହିଛନ୍ତି କି ତାଙ୍କ ସାନ ଝିଅକୁ ସେ ଆଉ କାହା ସହିତ ବିବାହ ଦେବେ । ଏଭଳି ଅନେକ କଥା ତାଙ୍କ ଶାଶୂଘର ଲୋକେ କହିଛନ୍ତି । ଆଉ ଏସବୁକୁ ନେଇ ଏବେ ପୋଲିସ ଥାନାରେ ଅଭିଯୋଗ କରିଛନ୍ତି ASI ବସନ୍ତ । ଦେଖାଯାଉ ଏହି ଘଟଣା ଆଗକୁ କେଉଁ ମୋଡ ନେଉଛି ।

Advertisement