Updated: Mar 28, 2024, 21:52 IST

ସ୍ଵାମୀ ଶରୀରର ପୁଳା ପୁଳା ମାଂସ ଦେଖି ଭୋ ଭୋ ହେଇ କାନ୍ଦୁଛି ୮ ମାସର ଗର୍ଭବତୀ ସ୍ତ୍ରୀ ଦେଖନ୍ତୁ ଏହି ହୃଦୟ ବିଦାରକ ଦୃଶ୍ୟ

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ଅଞ୍ଚଳର ଖବର ପାଇ ପାରୁଛନ୍ତି ।
ଆପଣମାନେ ଏବେ ଏହି ଭିଡିଓ ମାଧ୍ୟମରେ ଯେଉଁ ଘଟଣା ବିଷୟରେ ଜାଣିବେ ତାହା ଶୁଣିଲେ ଆପଣ କାନ୍ଦି ପକାଇବେ । ରାସ୍ତାରେ କାନ୍ଦି କାନ୍ଦି ଗଡି ଯାଉଛି ଗର୍ଭବତୀ ସ୍ତ୍ରୀ ଜଣକ । ଏହି ୮ ମାସର ସ୍ତ୍ରୀ ଜଣକ ରାସ୍ତାରେ କାନ୍ଦୁଛି ତାର ସ୍ବାମୀ ସବୁଦିନ ପାଇଁ ଚାଲି ଯାଇଛନ୍ତି ।
Viral
ଏହି ସ୍ତ୍ରୀ ଜଣଙ୍କର ସ୍ବାମୀ ଆଉ କିଛି ଦିନ ପରେ ବାପା ହୋଇଥାନ୍ତେ ଆଉ ସେମାନେ ବହୁତ ଖୁସି ଥିଲେ । ସକାଳେ ସ୍ବାମୀ ଜଣକ ଅଫିସ ଯାଇଥିଲେ ଆଉ ସେ ଅଫିସରେ ଥିବା ବେଳେ ତାଙ୍କର ଜଣେ ସଂପର୍କୀୟଙ୍କ ଦେହାନ୍ତ ହୋଇଥିବା ଖବର ସେ ଶୁଣିଥିଲେ ।
ଆଉ ଏହାପରେ ସେ ଅଫିସରୁ ଯାଇ ସେଠାରେ ପହଞ୍ଚି ଶବ ଦାହ କରି ଘରକୁ ବାହାରି ଆସୁଥିଲେ । ଆଉ ସେହି ସମୟରେ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ କଲ୍ କରିଥିଲେ କି ସେ ଘରେ ଶୀଘ୍ର ପହଞ୍ଚିଯିବେ । 
ସ୍ୱାମୀର ଆସିବା ବାଟକୁ ଚାହିଁ ବସିଥିଲେ ୮ ମାସର ଗର୍ଭବତୀ ସ୍ତ୍ରୀ ଏବଂ ଦୁଇ ପୁଅ । ଆଉ ଗୋଟିଏ ମାସ ପରେ ଘରକୁ ନୂଆ ଅତିଥି ଆସିବା ପାଇଁ ସମସ୍ତେ ଖୁସି ଥିଲେ । କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା 
Viral
ସ୍ବାମୀ ଜଣଙ୍କର ମୃ-ତ୍ୟୁ ଖବର ଶୁଣି କେମିତି ରହିପାରିବେ ଏହି ଗର୍ଭବତୀ ସ୍ତ୍ରୀ ଜଣକ । ରାସ୍ତାରେ ସ୍ୱାମୀର ମୃ-ତଦେହକୁ ଦେଖି କାନ୍ଦି କାନ୍ଦି ଗଡି ଯାଉଛି ଏହି ସ୍ତ୍ରୀ ଜଣକ । ଏହି ସ୍ତ୍ରୀ ଜଣଙ୍କର ୮ ବର୍ଷର ଗୋଟିଏ ପୁଅ ଏବଂ ୫ ବର୍ଷର ଗୋଟିଏ ପୁଅ ଅଛି । ଆଉ ଏବେ ସେ ୮ ମାସର ଗର୍ଭବତୀ ଥିଲେ ।
କୋରାପୁଟ ଜିଲ୍ଲାର ଏକ ଅଞ୍ଚଳରେ ଏହି ଘଟଣା ଘଟିଛି । ଶବ ଦାହ କରି ଶରତ ବାଇକ ନେଇ ଘରକୁ ଯାଉଥିଲେ । ଆଉ ଘରକୁ ଆସିବା ସମୟରେ ଏକ ବାଇକ୍ ସହ ଧକ୍କା ହେବା ଦ୍ବାରା ତାଙ୍କର ଦେହାନ୍ତ ହୋଇଛି ।
ଏବେ ଏହି ଘଟଣାକୁ ନେଇ ଦୁଃଖରେ ଭାଙ୍ଗି ପଡିଛନ୍ତି ଶରତଙ୍କ ସ୍ତ୍ରୀ । ଏବେ ସେ କେମିତି ଏକା ବଞ୍ଚିବେ ବୋଲି କହିଛନ୍ତି । ସେ ଏବେ ବହୁତ କଷ୍ଟରେ ଅଛନ୍ତି । ଏବେ ସେ ନ୍ୟାୟ ଦାବି କରିଛନ୍ତି । ୮ ମାସର ଗର୍ଭବତୀ ସ୍ତ୍ରୀ ଜଣକ ସ୍ବାମୀଙ୍କ ବିୟୋଗରେ ଭାଙ୍ଗି ପଡିଛନ୍ତି ଏବଂ ନ୍ୟାୟ ଦାବି କରିଛନ୍ତି ।

Advertisement