Mar 24, 2024, 19:50 IST

ସ୍ତ୍ରୀ ଆଖି ଆଗରେ ସ୍ୱାମୀର ଘଟିଗଲା ଏମିତି ଅଘଟଣ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ - Exclusive

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଏବେ ଆପଣମାନେ ଜାଣିପାରିବେ କି ଜଣେ ବ୍ୟକ୍ତିଙ୍କ ସହ ଏଭଳି ଘଟଣା ଘଟିଛି ଯାହା ଶୁଣିଲେ ଆପଣ ବି କାନ୍ଦି ପକାଇବେ ।
ଏବେ ଏହି ଘଟଣା ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଜଣେ ସ୍ବାମୀ ଆଉ ତାର ସ୍ତ୍ରୀ ଘରକୁ ଯାଉଥିଲେ । ବାଇକରେ ଘରକୁ ଯିବା ବାଟରେ ତାଙ୍କ ଉପରେ ଚଢ଼ିଗଲା ଟ୍ରକ୍ । 
Viral
ତାଙ୍କ ସହିତ ଘଟିଥିଲା ଏଭଳି କିଛି ଦୁର୍ଘଟଣା । ସ୍ବାମୀ ଜଣକ ବାଇକ୍ ଚଲାଉଥିଲେ ଆଉ ସେମାନେ ଠିକ୍ ରାସ୍ତାରେ ଯାଉଥିଲେ । ଠିକ୍ ରାସ୍ତାରେ ଯାଉଥିବା ବେଳେ ତାଙ୍କ ସହିତ ଘଟିଥିଲା ଏଭଳି କିଛି ।
ଏହି ବ୍ୟକ୍ତି ଜଣକ ବାଇକରେ ଯାଉଥିବା ବେଳେ ଏକ ଟ୍ରକ ଆସିଥିଲା । ଆଉ ଏହି ଟ୍ରକ୍ ବାଇକରେ ବାଜିବା ଦ୍ଵାରା ସ୍ବାମୀ ସ୍ତ୍ରୀ ଉଭୟ ତଳେ ପଡି ଯାଇଥିଲେ । ସ୍ତ୍ରୀ ଜଣକ ଦୂରକୁ ଛିଟକି ହୋଇ ପଡ଼ିଥିଲେ । ଆଉ ଏହାପରେ ସେ ଯାହା ଦେଖିଲେ ତାହା ବହୁତ କଷ୍ଟଦାୟକ ।
Viral
ସ୍ତ୍ରୀ ଜଣକ ଦେଖିଥିଲେ ତାଙ୍କ ସ୍ୱାମୀଙ୍କ ଉପରେ ଟ୍ରକ୍ ଚଢ଼ିଗଲା । ତାଙ୍କ ମୁଣ୍ଡ ଉପରେ ଟ୍ରକ୍ ଚଢ଼ି ଯିବାରୁ ତାଙ୍କର ମାଂସ ରାସ୍ତାରେ ପଡ଼ିଛି । ରାତିରେ ଏଭଳି ଘଟଣା ଘଟିଛି । ଏଭଳି ହୃଦୟ ବିଦାରକ ଆଉ ଲୋମ ଟାଙ୍କୁରା ଦୁର୍ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ରାଉଲକେଲା ବିସରା ଛକରେ ।
ସ୍ବାମୀଙ୍କର ଏଭଳି ଅବସ୍ଥା ଦେଖି ସ୍ତ୍ରୀ ଜଣକ ସହି ପାରୁନାହାଁନ୍ତି । ଆଉ ସେ ରାସ୍ତାରେ କାନ୍ଦି କାନ୍ଦି ଗଡ଼ି ଯାଉଛନ୍ତି । ଏହାସହ ସ୍ତ୍ରୀ ଜଣକ କହିଛନ୍ତି ଏହି ଦୁର୍ଘଟଣାରେ ତାଙ୍କ ସହ ଏହି ଘଟଣା ହୋଇଥାନ୍ତା ଆଉ ତାଙ୍କ ସ୍ବାମୀ ଭଲରେ ଥାନ୍ତେ ।
ସ୍ବାମୀ ଜଣଙ୍କର ଦୁର୍ଘଟଣା ସ୍ଥଳରେ ଦେହାନ୍ତ ଘଟିଛି । ମୃ-ତ ସ୍ବାମୀ ଜଣକ ମୁନିଆ ତିର୍କୀ ଆଉ ଆହତ ହୋଇଥିବା ସ୍ତ୍ରୀ ଜଣକ ହେଉଛନ୍ତି ପାର୍ବତୀ ତିର୍କୀ । ଏହି ଦୁର୍ଘଟଣା ହେବା ପରେ ଟ୍ରକ୍ ଚାଳକ ଜଣକ ସେଠାରୁ ଫେରାର ହୋଇ ଯାଇଛନ୍ତି ।
ଆଉ ଏବେ ସେଠାରେ ରାଉଲକେଲା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ମୃ-ତ ସ୍ବାମୀ ଜଣଙ୍କର ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଆଉ ଏହାସହ ସ୍ତ୍ରୀ ଜଣଙ୍କୁ ମେଡ଼ିକାଲକୁ ଚିକିତ୍ସା ପାଇଁ ନିଆଯାଇଛି । ଏବେ ଏହି ଘଟଣାର ତଦନ୍ତ କରୁଛି ପୋଲିସ ।

Advertisement