ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ସମାଜ ରେ ଏବେ କିଭଳି ଭାବେ ନିନ୍ଦନୀୟ ଘଟଣା ମାନ ଘଟୁଛି।ମହିଳା ମାନେ ବିବାହିତ ହୋଇ କେବଳ ଅର୍ଥ ଲୋଭ ରେ ଅନ୍ୟ ପୁରୁଷ ମାନଙ୍କ ସହିତ ସମ୍ପର୍କ ରଖୁଛନ୍ତି।ନିଜ ପିଲା ସ୍ଵାମୀ ଓ ପରିବାର କଥା ଭୁଲି ଯାଉଛନ୍ତି

ନିଜ ଇଜ୍ଜତ ସମ୍ମାନ କୁ ପଦା ରେ ପକାଇ କରି ଚାଲିଛନ୍ତି ଦେହ ବ୍ୟବସାୟ।ସ୍ଵାମୀ ର ଉପସ୍ଥିତି କୁ ମଧ୍ୟ ଖାତିର କରୁନାହାନ୍ତି ମହିଳା ମାନେ।ଏମିତି ଏକ ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ଘଟଣା ଟି ଘଟିଛି ଭଦ୍ରକ୍ ଜିଲ୍ଲା ର ବାସୁଦେବପୁର ଗାଁ ରେ।
ଏଠାରେ ଜଣେ ମହିଳା ଗତ କିଛି ବର୍ଷ ତଳେ ବିବାହ କରି ଥିଲେ।ବିବାହ ପରେ ମହିଳା ଜଣକ ନିଜ ସ୍ଵାମୀ ଙ୍କ ସହିତ ଭଲ ରେ ଥିଲେ।ହେଲେ ଅର୍ଥ ଲୋଭ ରେ ପଡ଼ି ଅନ୍ୟ ପୁରୁଷ ମାନଙ୍କ ସହିତ ସମ୍ପର୍କ ରଖିବାକୁ ଆରମ୍ଭ କଲେ।ପ୍ରତିଦିନ ରାତି ରେ ତାଙ୍କ ଘର କୁ ଅନେକ ପୁରୁଷ ମାନେ ଆସନ୍ତି।
ଜଣକ ପରେ ଜଣେ ଆସି ମହିଳା ଙ୍କ କୋଠରୀ ଭିତରେ ପ୍ରବେଶ କରନ୍ତି।ହେଲେ ଏହାକୁ ସ୍ଵାମୀ ଜାଣି ପାରନ୍ତି ନାହିଁ।ଜାଣିଲା ପରେ ସ୍ଵାମୀ ବାସୁଦେବପୁର ଥାନା ର ଦ୍ବାରସ୍ଥ ହୋଇଛନ୍ତି।ଓ ନିଜକୁ ନ୍ୟାୟ ଦେବାପାଇଁ ଚେଷ୍ଟା କରୁଛି।

ସୂଚନା ଅନୁସାରେ ବାସୁଦେବପୁର ଅଞ୍ଚଳ ରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଙ୍କ ନାମ ରେ ଥାନା ଏତଲା ଦେଇଛନ୍ତି।ତାଙ୍କ କହିବା ଅନୁଯାୟୀ ତାଙ୍କ ସ୍ତ୍ରୀ ହେଉଛି ଜଣେ ବେଶ୍ୟା।ପ୍ରତିଦିନ ରାତିରେ ନିଜ ସ୍ଵାମୀ ର ଖାଇବା ରେ ନିଶା ଦ୍ରବ୍ୟ ମିଶାଇ ଶୁଆଇ ଦିଏ।ଏହାପରେ ନିଜର ଖେଳ ଆରମ୍ଭ କରେ।
ଘର କୁ ଡକାଏ ସେହି ଗ୍ରାମ ର ପୁରୁଷ ମାନଙ୍କୁ ସେମାନେ ଆସି କବାଟ ବାଡ଼େଇବାପରେ ତାଙ୍କୁ ଦେଖି କବାଟ ଖୋଲି ଦିଏ ମହିଳା ଜଣକ।ଏହା ପରେ ନିଜ ଶରୀର ର ସମସ୍ତ ପୋଷାକ କାଢି ଦିଅନ୍ତି ମହିଳା।
ଏହା ପରେ ମହିଳା ଜଣକ ଜୋର୍ ରେ ଚିତ୍କାର କରନ୍ତି।ହେଲେ ତାଙ୍କ ସ୍ଵାମୀ ଜାଣି ପାରନ୍ତି ନାହିଁ।ହଟାତ ଦିନେ ତାଙ୍କ ସ୍ଵାମୀ ଖାଇବା ଖାଇ ନ ଥିଲେ।ଶୋଇ ଥିବା ଅବସ୍ଥା ରେ ସ୍ତ୍ରୀ ର ଚିତ୍କାର ଶୁଣି ଦଉଡ଼ି ଯାଇଥିଲେ।
ହେଲେ ସ୍ତ୍ରୀ ର ଏପରି ଅବସ୍ଥା ଦେଖି ନିଜକୁ ସମ୍ଭାଳି ପାରି ନ ଥିଲେ ସ୍ଵାମୀ।ଏହା ପରେ ସେ ବାସୁଦେବପୁର ଥାନା ରେ ତାଙ୍କ ସ୍ତ୍ରୀ ଓ ଅନ୍ୟ ପୁରୁଷ ଙ୍କ ନାମ ରେ ଥାନା ରେ ଏତଲା ଦେଇଥିଲେ।ହେଲେ ପୋଲିସ ମାନେ ତାଙ୍କ ଅଭିଯୋଗ ଶୁଣି ନ ଥିଲେ।