ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ଜଣେ ଯୁବତୀ ଏଭଳି କିଛି କହିଛନ୍ତି ଯାହାକୁ ଶୁଣିବା ପରେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।

ସେ କହିଥିଲେ କି ତାଙ୍କ ଉପରେ ରାଗ ରଖା ଯାଇ ତାଙ୍କର ନଗ୍ନ ଭିଡିଓ କୁ ଭାଇରାଲ୍ କରାଯାଇ ଥିଲା। ସେ ଗାଧୋଉଥିବା ସମୟରେ ହିଁ ଏହି ଭିଡିଓ କୁ ସୁଟ୍ କରାଯାଇ ଥିଲା। ସ୍କାଇ ଲାଇଟ୍ ପଛରେ ଲୁଚି ତାଙ୍କର ଦେହକୁ ଦେଖିଥିଲେ।
ଆଉ ଏହାପରେ ତାକୁ ସମସ୍ତଙ୍କୁ ଦେଖାଇ ଦେଇଥିଲେ ମଧ୍ୟ। ଆଉ ଏହି ଭାଇରାଲ୍ ଫଟୋ କୁ ମଧ୍ୟ ତାଙ୍କର ସାଙ୍ଗ ମାନଙ୍କ ନିକଟକୁ ପଠାଇ ଥିଲେ। ସେଥିପାଇଁ ଏବେ ଯୁବତୀ ଜଣକ କଲେଜ୍ କି ଟିଉସନ୍ କେଉଁ ଆଡେ ମଧ୍ୟ ଆଉ ଯାଇ ପାରୁ ନାହାଁନ୍ତି।
କଲେଜ୍ ରେ ତାଙ୍କୁ ସମସ୍ତେ ଦେଖି କମେଣ୍ଟ ମଧ୍ୟ ମାରୁଛନ୍ତି। ତାଙ୍କୁ ଭିଡିଓ କଥା କହି ଚିଡାଉ ଛନ୍ତି। ଆଉ ଏଭଳି କିଛି ଅଭିଯୋଗ ଆଣିଛନ୍ତି କଲେଜ୍ ରେ ପାଠ ପଢ଼ୁଥିବା ଛାତ୍ରୀ।

ଏଭଳି ଏକ ସାଙ୍ଘାତିକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲାର, ସୋର ବ୍ଲକ୍ ପାଖ ଅଞ୍ଚଳରେ। ଯୁବତୀ ଜଣକ କହିଛନ୍ତି କି ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ତାଙ୍କ ସହ ଏଭଳି କରାଯାଇଛି।
ସେ କହିଛନ୍ତି କି ତାଙ୍କ ଉପରେ ରାଗ ରଖି ହିଁ ତାଙ୍କର ଘର ପାଖର ଲୋକ ତାଙ୍କ ସହ ଏଭଳି କିଛି କରିଛନ୍ତି। ସ୍କାଇଲାଇଟ ପଟେ ସୁଟିଂ କରି ପୀଡ଼ିତା ଙ୍କ ଖୋଲା ଦେହର ଭିଡିଓ ସେ ସମସ୍ତଙ୍କୁ ଦେଖାଇ ଦେଇଛନ୍ତି। ତେବେ ଆପଣ ମାନେ ଜାଣିଥିବେ କି ନାରୀ ପାଇଁ ସବୁ କିଛି ତାର ଲାଜ ହୋଇଥାଏ।
ଯାହା ଏବେ ପୂରା ଅଞ୍ଚଳରେ ମଧ୍ୟ ଖୁବ ଭାଇରାଲ୍ ହେବାରେ ଲାଗିଛି। ତାଙ୍କ ଘର ଲୋକ ମାନେ ମଧ୍ୟ ବାଟରେ ମୁଣ୍ଡ ଉଠାଇ ଚାଲି ପାରୁ ନାହାଁନ୍ତି। ନା କଲେଜ୍ ନା ଟିଉସନ୍ ସେମାନେ କୌଣସି ସ୍ଥାନକୁ ଯାଇ ପାରୁ ନାହାଁନ୍ତି।
ଘରେ ସେମିତି ହିଁ ଗୋଟିଏ କୋଣରେ ପଡି ରହୁଛନ୍ତି। ଆଉ କଲେଜ୍ ଯିବା ପରେ ତାଙ୍କୁ ଖୁବ କମେଣ୍ଟ ମଧ୍ୟ ଶୁଣିବାକୁ ମିଳୁଛି। ତାଙ୍କୁ ଜୀବନରୁ ମାରି ଦେବା ପାଇଁ ମଧ୍ୟ ଧମକ ଦିଆ ଯାଉଛି। ଆଉ ଏଥିପାଇଁ ସେ ନ୍ୟାୟ ଚାହୁଁଛନ୍ତି।