Updated: Jan 20, 2024, 21:19 IST

ଦୁଃଖରେ ଭାଙ୍ଗି ପଡ଼ିଲେ ସାନିଆ ମିର୍ଜା ଦେଖନ୍ତୁ ସ୍ଵାମୀ କଲେ ଏହି ଅଭିନେତ୍ରୀଙ୍କୁ ଦ୍ଵିତୀୟ ବିବାହ

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ସୋସିଆଲ ମିଡିଆରେ ଆପଣମାନେ କ୍ରିକେଟ ଜଗତ ଆଉ କ୍ରିକେଟରମାନଙ୍କୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଥିବେ ।
ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ କ୍ରିକେଟର ଶ୍ରୀ ମଲିକଙ୍କ ବିଷୟରେ ଆସିଥିବା ଖବର ଜାଣିପାରିବେ । ଆପଣମାନେ ସମସ୍ତେ କ୍ରିକେଟର ସୟ ମଲିକଙ୍କୁ ତ ଜାଣିଥିବେ । ସେ ଭଲ ଖେଳ ଖେଳିଥାଆନ୍ତି । 
Viral
କ୍ରିକେଟର ସୟ ମଲିକ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ଅଦକାରା ସନା ଯାବେଦଙ୍କୁ ବିବାହ କରିଛନ୍ତି । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି । ଲୋକମାନେ ଏହି କଥାକୁ ନେଇ ଅନେକ କଥା କହୁଛନ୍ତି ।
ଏବେ ଏହି କ୍ରିକେଟର ଏବଂ ତାଙ୍କ ସ୍ତ୍ରୀଙ୍କ ଫଟୋ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ଲୋକମାନେ ଏହି ଘଟଣା ସଂପର୍କରେ ଏବେ କଥା କହୁଛନ୍ତି । କ୍ରିକେଟର ସୟ ମଲିକ ଏହି ଫଟୋ ସେୟାର କରିଛନ୍ତି । ଏବେ ଏହି ଫଟୋ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ। 
କ୍ରିକେଟର ଜଣକ ଏହି ବିବାହ ଫଟୋ ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଏବେ ଏହି ଫଟୋକୁ ନେଇ ଅନେକ ଲୋକ ଅନେକ ପ୍ରକାରର କମେଣ୍ଟ ଦେବା ସହିତ ତାଙ୍କର ବିବାହ ପାଇଁ ଶୁଭେଚ୍ଛା ଜଣାଉଛନ୍ତି ।
Viral news
ପ୍ରଂଶସକମାନେ ତାଙ୍କର ବିବାହକୁ ନେଇ ଖୁସି ହୋଇ ଶୁଭକାମନା ଜଣାଇଛନ୍ତି । ଏହି କ୍ରିକେଟର ଜଣକ ଦ୍ଵିତୀୟ ବିବାହ କରିଛନ୍ତି ପୂର୍ବରୁ ତାଙ୍କର ପ୍ରଥମ ପତ୍ନୀ ଥିଲେ । ତାଙ୍କର ପ୍ରଥମ ପତ୍ନୀ ହେଉଛନ୍ତି ସାନିଆ ମିର୍ଜା । 
ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଅଛି । ଭାରତର ଟେନିସ ଷ୍ଟାର ସାନିଆ ମିର୍ଜାଙ୍କୁ ସେ ବିବାହ କରିଥିଲେ ଆଉ ତାଙ୍କର ଏକ ପୁତ୍ର ମଧ୍ୟ ଅଛି । ଏହି କ୍ରିକେଟର ଜଣକ ଏବେ ଦ୍ଵିତୀୟ ବିବାହ କରିଛନ୍ତି । ଆଉ ଏହି ଫଟୋ ସବୁ ସେ ସେୟାର କରିଛନ୍ତି ।
ବିବାହ ପାଇଁ ସମସ୍ତେ ତାଙ୍କୁ ଶୁଭେଚ୍ଛା ଆଉ ଶୁଭକାମନା ଜ୍ଞାପନ କରିଛନ୍ତି । କେହି କେହି ଲୋକ କହିଛନ୍ତି କି ଭାରତର ଟେନିସ ଷ୍ଟାର ସାନିଆ ମିର୍ଜା ଏବଂ କ୍ରିକେଟର ସୟ ମଲିକଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଯାଇଛି । କିନ୍ତୁ ଏହାର ସତ୍ୟତା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

Advertisement