Apr 3, 2024, 12:40 IST

ଭଉଣୀ ଭଉଣୀ କହିଲା ଆଉ ମୋ ସହ ସେ*କ୍ସ୍ କଲା..ବର୍ଷେ ଯାଏଁ ମୋ ଶରୀର ଉପୋଭୋଗ କରି ଏବେ କହୁଚି ବାହା ହେବିନି

Gh

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ପ୍ରେମ ପ୍ରତାରଣା ଭଳି ଅନେକ ଖବର ଶୁଣୁ ଥିବେ। ହେଲେ କେବେ ଶୁଣିଛନ୍ତି କି ନିଜ ଘର ର ଡ୍ରାଇଭର କୁ ପ୍ରେମ କରି ବସିଛନ୍ତି ଜଣେ ମହିଳା।ଆମେ ଆଜି ଆପଣ ମାନଙ୍କୁ ସେଭଳି ଏକ ଘଟଣା ବିଷୟ ରେ କହିବାକୁ ଯାଉଛୁ।
ବିବାହ କରିବାର ପ୍ରତିଶ୍ରୁତି ଦେଇ ଶେଷ ରେ ମହିଳା ଙ୍କୁ ଠକି ଦେଇଛନ୍ତି ଡ୍ରାଇଭର ଜଣକ।ଯାହାକୁ ନେଇ ଏବେ ସାରା ରାଜ୍ୟ ରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଏଭଳି ଘଟଣା ଦେଖିବାକୁ ମିଳିଛି ଆମ ରାଜଧାନୀ ଭୁବନେଶ୍ଵର ରେ।
Hn
ସୂଚନା ଅନୁସାରେ ସେଠାରେ ଜଣେ ମହିଳା ତାଙ୍କ ସ୍ବାମୀ ଙ୍କ ସହିତ ଖୁବ୍ ଖୁସୀ ରେ ରହୁଥିଲେ।ହେଲେ ସେ ପରେ ଜାଣିବାକୁ ପାଇଥିଲେ ତାଙ୍କ ସ୍ବାମୀ ଙ୍କ ର ଅନ୍ୟ ମହିଳା ଙ୍କ ସହିତ ସମ୍ପର୍କ ରହିଛି।ସେଥିପାଇଁ ସେ ତାଙ୍କ ସ୍ଵାମୀ ଙ୍କୁ ଛାଡ ପତ୍ର ଦେଇ ଥିଲେ।
ଏହା ପରେ ତାଙ୍କ ଘର ର ଡ୍ରାଇଭର ଜଣକ ତାଙ୍କୁ ନିଜ ଭଉଣୀ କହି ନିଜ ଘରକୁ ନେଇ ଯାଇ ଥିଲେ।ସେଠାରେ କିଛି ଦିନ ରହିବା ପରେ ଡ୍ରାଇଭର ଜଣକ ଉକ୍ତ ମହିଳା ଙ୍କ ପ୍ରତି ଖରାପ ନଜର ଦେଇ ଥିଲେ।ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖି ଥିଲେ।
ତାଙ୍କୁ ବିବାହ କରିବେ ବୋଲି ପ୍ରତିଶୃତି ଦେଇ ସବୁଦିନ ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିଥିଲେ।ମହିଳା ଜଣକ କେବେ ସ୍ବପ୍ନ ରେ ସୁଦ୍ଧା ଭାବି ନ ଥିଲେ ସେହି ଡ୍ରାଇଭର ପ୍ରେମିକ ଜଣକ ତାଙ୍କ ସହିତ ଏଭଳି କିଛି କରିବ।
7b
ଏହାର କିଛି ଦିନ ପରେ ଡ୍ରାଇଭର ଓ ତାଙ୍କ ମାଆ ତାଙ୍କୁ ଘରୁ ବାହାର କରି ଦେଇ ଥିଲେ।ତାଙ୍କ ର କିଛି ଫଟୋ କୁ ଭାଇରାଲ କରି ଦେବେ ବୋଲି କହିଥିଲେ।ଉଭୟ ମା ପୁଅ ମହିଳା ଙ୍କୁ ଏ ନେଇ ଟଙ୍କା ମାଗୁଛନ୍ତି।
ଏହା ପରେ ମହିଳା ଜଣକ ଥାନା ରେ ଅଭିଯୋଗ କରିଛନ୍ତି।ତାଙ୍କ କହିବା ଅନୁଯାୟୀ ମୋର କିଛି ଭିଡିଓ ଓ ଫଟୋ କୁ ନେଇ ସେମାନେ ମୋତେ ଧମକ ଦେଉଛନ୍ତି।ମୋତେ ନ୍ୟାୟ ଦରକାର।
ଉଭୟ ମାଆ ପୁଅ ଙ୍କୁ ଗିରଫ କରା ଯାଉ।ଏବେ ଦେଖିବାକୁ ବାକି ରହିଲା ଡ୍ରାଇଭର ଓ ତାଙ୍କ ମାଆ ଙ୍କୁ ପୋଲିସ କେବେ ଗିରଫ କରୁଛି।ମହିଳା ଙ୍କୁ ନ୍ୟାୟ ଦିଆ ଯାଉ ବୋଲି ଏବେ ସବୁ ଠାରେ କୁହା ଯାଉଛି।

Advertisement