Nov 19, 2023, 11:10 IST

ସିଙ୍ଗଡ଼ା ରେ ଥିଲା ମଲା ଝିଟିପିଟି, ତାହା ଖାଇ ଗୁରୁତର ହେଲେ ବାପ ଝିଅ,ଦୋକାନୀ କହିଲା ଭୁଲ୍ ରେ ତେଲ ରେ ଭାଜି ଦେଲି

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଆମ ସମସ୍ତଙ୍କୁ ଘର ଖାଦ୍ୟ ଏତେ ଭଲ ଲାଗି ନ ଥାଏ।ସବୁବେଳେ ବାହାର ଖାଦ୍ୟ ଆମକୁ ପସନ୍ଦ ଲାଗି ଥାଏ।ହେଲେ ସେହି ବାହାର ଖାଦ୍ୟ ଆମ ପାଇଁ କେତେ କ୍ଷତି କାରକ ତାହା ଆମେ ସମସ୍ତେ ଜାଣିଛୁ।
Special report
ଏବେ ଗୋଟିଏ ଛୋଟ ଝିଅ ଟି ସେହି ବାହାର ଖାଦ୍ୟ ଖାଇ ତାହାର ସ୍ବାସ୍ଥ୍ୟ ବସ୍ଥା ଗୁରୁତର ହୋଇ ଯାଉଛି।ଝିଅ ଟି ର ବାପା ତା ପାଇଁ ବଜାର ରୁ ସିଙ୍ଗଡ଼ା ନେଇ କରି ଆସି ଥିଲେ।ସେ ସିଙ୍ଗଡ଼ା ଦେଖି ବହୁତ ଖୁସି ହୋଇ ଯାଇଥିଲା।
ପ୍ରଥମେ ଏହି ସିଙ୍ଗଡ଼ା କୁ ଛୋଟ ଝିଅ ଟି ଖାଇ ଦେଇଥିଲା।ଏହା ପରେ ତାହାର ବାପା ଖାଇ ଥିଲେ।ଯେତେବେଳେ ସେ ସିଙ୍ଗଡ଼ା କୁ ଖାଇ ଥିଲେ।ସେଥିରୁ ଏକ ବଡ ଝିଟିପିଟି ବାହାରି ଥିଲା।ସେ ଝିଟିପିଟି ଟି ସେଥିରେ ମରି ଯାଇଥିଲା।
ଏହା ପରେ ବାପ ଝିଅ ଉଭୟ ସେହି ଠାରେ ପଡ଼ି ଯାଇଥିଲେ।ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ମେଡିକାଲ ରେ ଭର୍ତି କରା ଯାଇଥିଲା।ଏବେ ଉଭୟ ବାପ ଝିଅ ସୁସ୍ଥ ଅଛନ୍ତି।
Special report
ହେଲେ ଦୋକାନୀ ର ଏଭଳି କାମ ପାଇଁ ତାଙ୍କୁ କଠିନ ରୁ କଠିନ ଦଣ୍ଡ ଦିଆ ଯିବା ଦରକାର ବୋଲି ଲୋକ ମାନେ କହିଛନ୍ତି।ସେଥିପାଇଁ ଝିଅ ଟି ର ମା ସେହି ଦୋକାନୀ ବିରୋଧ ରେ ଥାନା ରେ ଅଭିଯୋଗ କରିଛନ୍ତି।
ଦୋକାନୀ ସିଙ୍ଗଡ଼ା ତିଆରି କରିବା ସମୟ ରେ ନିଜ ଅନ୍ୟମନସ୍କ ଯୋଗୁଁ ଏଭଳି ଘଟିଛି।ଏହା ପରେ ପୋଲିସ ଏବେ ଘଟଣା ର ତଦନ୍ତ ଆରମ୍ଭ କରିଛି।ଉକ୍ତ ଦୋକାନୀ ଙ୍କୁ ଏ ବିଷୟ ରେ ପଚରା ଉଚରା ଚାଲିଛି।ସେ ଦୋକାନୀ ଜଣକ ନିଜର ଭୁଲ କୁ ମାନି ନାହାନ୍ତି।
ତାଙ୍କ କହିବା ମୁତାବକ ସେ ସିଙ୍ଗଡ଼ା ତାଙ୍କ ଦୋକାନ ର ନୁହେଁ।ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ର ଭାପୁର ଅଞ୍ଚଳ ରେ।ଏହା ପରେ ଏବେ ଉଭୟ ବାପ ଝିଅ ଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ରହିଛି।

Advertisement