Updated: Jan 22, 2024, 12:38 IST

ସିଂଙ୍ଘମ ଷ୍ଟାଇଲରେ ପୋଲିସ ଅଟକାଇଲା ଟ୍ରକ୍ ଆଉ ତା ପରେ ଦେଖି ନିଅନ୍ତୁ କଣ ହେଲା ନିଜ ଆଖିରେ - Exclusive

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟ ରେ ଟ୍ରକ୍ ଡ୍ରାଇଭର ମାନେ କିଭଳି ଦୁ-ର୍ଘ-ଟ-ଣା ଘଟାଉ ଛନ୍ତି।ମଦ୍ୟପାନ କରି ରାସ୍ତା ରେ ଏଭଳି ଭାବେ ଟ୍ରକ୍ ଚଳାଉଛନ୍ତି କି ସେମାନଙ୍କ ଦ୍ୱାରା ଅନେକ ଥର ଦୁ-ର୍ଘ-ଟ-ଣା ଘଟୁଛି।ଆଜି ଆମେ ସେହି ଟ୍ରକ୍ ଡ୍ରାଇଭର ଙ୍କ ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
Special report
ଜଣେ ପୋଲିସ ରାସ୍ତା ମଝିରେ ଗୋଟିଏ ଟ୍ରକ୍ କୁ ପିଛା କରୁଚି।ଅମାନିଆ ଟ୍ରକ୍ ଡ୍ରାଇଭର ମାନଙ୍କୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ ପୋଲିସ ଅନେକ ଚେଷ୍ଟା କରୁଥାଏ।ହେଲେ ସେମାନେ ଶୁଣନ୍ତି ନାହି।ସେହି ଡ୍ରାଇଭର ଜଣକ କାହା କଥା ନ ଶୁଣି ଗାଡ଼ି ଚଳାଉଛନ୍ତି।
ଆଗରେ ଅମାନିଆ ଟ୍ରକ୍ କୁ ଫଲୋ କରି ପଛେ ପଛେ ଯାଉ ଥିଲା ପୋଲିସ।ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆ ଆକାଉଣ୍ଟ ରେ ଦେଖିବାକୁ ମିଳୁଛି।ଏହି ଭିଡିଓ ରେ ଆପଣ ଦେଖିବେ ଜଣେ ଟ୍ରକ୍ ଡ୍ରାଇଭର ଜୋର୍ ରେ ଟ୍ରକ୍ ଚଳାଇ ନେଉଛନ୍ତି କାହା କଥା ମଧ୍ୟ ଶୁଣୁ ନାହାନ୍ତି।
ଯେଉଁଥି ପାଇଁ ପୋଲିସ ତାଙ୍କ ପଛେ ପଛେ ଯାଇଛି।ଟ୍ରକ୍ ପଛରେ ପୋଲିସ ମଟର ସାଇକେଲ ରେ ଗୋଡାଇଚି।ହେଲେ ଡ୍ରାଇଭର ଜଣକ ଏହାକୁ ଖାତିର ନ କରି ଚାଲି ଯାଇଛନ୍ତି।ଏଭଳି ଘଟଣା ଦେଖିବାକୁ ମିଳିଛି ପାରାଦ୍ଵୀପ ଠାରେ।
Special Report
ଏଭଳି ଟ୍ରକ୍ ଗୁଡ଼ିକ ଧାଡ଼ି ବାନ୍ଧି ଯିବା ଉଚିତ।ହେଲେ ନିଜେ କିପରି ଆଗକୁ ଯିବେ ତାହା ଭାବି ସେମାନେ ଧାଡ଼ି ରୁ ଅଲଗା ଯାଇ ଦୁର୍ଘଟଣା ଘଟାଉ ଛନ୍ତି।ସେମାନଙ୍କ ପାଇଁ ଅନେକ ଜୀବନ ଚାଲି ଯାଉଛି।ହେଲେ ତଥାପି ସେହି ଟ୍ରକ୍ ଡ୍ରାଇଭର ମାନେ ସଚେତନ ହେଉ ନାହାନ୍ତି।
ନିଜ ଇଚ୍ଛା କୁ ପୂରଣ କରିବା ପାଇଁ ସେମାନେ ଅନେକ ଙ୍କ ଜୀବନ କୁ ନେଇ ଯାଉଛନ୍ତି।ପୋଲିସ ଅନେକ ଟ୍ରକ୍ ର ଫାଇନ କାଟୁ ଛନ୍ତି।ହେଲେ ସେହି ଟ୍ରକ୍ ଡ୍ରାଇଭର ଙ୍କ ଉପରେ ଏହାର କୌଣସି।ପ୍ରଭାବ ପଡୁ ନାହି।ସେମାନେ ସେପରି ଧାଡ଼ି ଭାଙ୍ଗି ଗାଡ଼ି ଚଳାଉ ଛନ୍ତି।
ଏବେ ସମସ୍ତେ କହୁଛନ୍ତି କି ଏପରି କରୁଥିବା ଟ୍ରକ୍ ଡ୍ରାଇଭର ମାନଙ୍କ ଲାଇସେନ୍ସ କୁ ଏକ ବର୍ଷ ପର୍ଯ୍ୟନ୍ତ ବନ୍ଦ କରି ଦିଆ ଯାଉ।ଏହା କଲେ ସେମାନେ ସଚେତନ ହୋଇ ପାରନ୍ତି।ସେମାନଙ୍କ ପାଇଁ ଅନେକ ମୂଲ୍ୟବାନ ଜୀବନ ଚାଲି ଯାଉଛି।
ଏମାନଙ୍କୁ ଜଗିବା ପାଇଁ ଛକ ରେ ଷ୍ଟାଫ ମାନେ ଠିଆ ହେଉଛନ୍ତି।ହେଲେ ସେହି ଅମାନିଆ ଟ୍ରକ୍ ଡ୍ରାଇଭର ମାନେ କାହାକୁ ବି ଖାତିର କରୁ ନାହାନ୍ତି।ସେମାନଙ୍କ ଉପରେ କଠୋର ବ୍ୟବସ୍ଥା କରା ଯିବା ଉଚିତ।

Advertisement