Updated: Aug 31, 2023, 16:15 IST

ରାକ୍ଷୀ ପୂର୍ଣ୍ଣିମା ରେ ରାହୁଲ ଙ୍କ ହାତରେ ରାକ୍ଷୀ ବାନ୍ଧି ରାହୁଲ ଙ୍କୁ ଧରମ ଭାଇ କରିଦେଲେ ପାକିସ୍ତାନୀ ସୀମା ହାଇଦର ! ଖୁସି ରେ ହସିଲେ ମୋଦୀ ଆଉ ୟୋଗୀ

Modi ii

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ରକ୍ଷା ବନ୍ଧନ ହେଉଛି ଭାଈ ଭଉଣୀ ଙ୍କ ମଧ୍ୟରେ ଏକ ପବିତ୍ର ବନ୍ଧନ। ଭଉଣୀ ପାଇଁ ଭାଇ ସବୁ ଦୁଃଖ କଷ୍ଟ ସହି ଭଉଣୀ କୁ ସୁରକ୍ଷା ପ୍ରଦାନ କରିଥାଏ।
ଆପଣ ମାନେ ସୀମା ହାଇଦର ଙ୍କୁ ବେଶ ଭଲ ଭାବରେ ମଧ୍ୟ ଜାଣିଥିବେ। ସେ ପାକିସ୍ତାନ ର ସୀମା ପାର କରି ଭାରତ ଆସିଛନ୍ତି। ଆଉ ଏବେ ଚାରିଆଡ଼େ କେବଳ ତାଙ୍କରି ସମ୍ପର୍କରେ କଥା ମଧ୍ୟ ହେଉଛନ୍ତି।
Viral
ହେଲେ ଆପଣ ମାନେ ଜାଣିଛନ୍ତି କି ସୀମା ହାଇଦର ଆଜି ରାକ୍ଷୀ ପୂର୍ଣ୍ଣିମା କୁ ଖୁବ୍ ଧୁମଧାମରେ ପାଳନ କରିଛନ୍ତି। ସେ ଓକିଲ ଏପି ସିଂ ଙ୍କୁ ତାଙ୍କର ଭାଇ କରିଛନ୍ତି ଓ ତାଙ୍କୁ ବିଧି ଅନୁସାରେ ରାକ୍ଷୀ ମଧ୍ୟ ବାନ୍ଧିଛନ୍ତି। ଏପି ସିଂ ମଧ୍ୟ ସୀମା ଙ୍କ ଏଭଳି ବ୍ଯବହାର ପାଇଁ ବେଶ ଖୁସୀ ଅଛନ୍ତି। ଆଉ ସେ ହୃଦୟରୁ ସୀମା ଙ୍କୁ ନିଜର ଭଉଣୀ ବୋଲି ମାନିଛନ୍ତି। ଏପି ସିଂ ଙ୍କ ହାତରେ ରାକ୍ଷୀ ବାନ୍ଧିବା ପରେ ସୀମା ହାଇଦର ବେଶ ଖୁସୀ ଅଛନ୍ତି।
ସୀମା ଙ୍କୁ ଏପି ସିଂ ଅନେକ ଖାଇବା ପିଇବା ସାମଗ୍ରୀ ଦେବା ସହ ସୀମା ଙ୍କ ପାଇଁ ଓ ତାଙ୍କର ପିଲା ମାନଙ୍କ ପାଇଁ ଲୁଗା ପଟା ମଧ୍ୟ ନେଇ ଯାଇଥିଲେ। ସେମାନେ କହିଛନ୍ତି କି ତାଙ୍କର ଏହି ଭାଇ ଭଉଣୀର ସମ୍ପର୍କ ସବୁ ଦିନ ପାଇଁ ଏଭଳି ଭାବରେ ରହିବ।
ସୀମା ରାକ୍ଷୀ ବାନ୍ଧିଥିବା ସମୟରେ ତାଙ୍କ ନିକଟରେ ତାଙ୍କର ସ୍ୱାମୀ ସଚିନ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ସେ ମଧ୍ୟ ବହୁତ ଖୁସୀ ଅଛନ୍ତି। କାରଣ ତାଙ୍କ ସ୍ତ୍ରୀ ସମସ୍ତ ଭାରତୀୟ ପର୍ବ ପର୍ବାଣୀ କୁ ବେଶ ଭଲରେ ପାଳନ କରୁଛନ୍ତି।
Sima
ସୀମା ଏତେ ଖୁସୀ ଅଛନ୍ତି ଯେ ସେ ତାଙ୍କର ଭାଇ ଙ୍କ ପାଇଁ ଏକ ଗୀତ ଗାଇ ଶୁଣାଇ ଥିଲେ। ଆଉ ସେହି ଗୀତ ମଧ୍ୟ ଖୁବ୍ ମଧୁର ଥିଲା। ସୀମା ଙ୍କ ଏହି ରାକ୍ଷୀ ବାନ୍ଧିବା ପରେ ଏବେ ଏହା ଚର୍ଚ୍ଚା ହେବାରେ ଲାଗିଛି କି ସୀମା ଙ୍କୁ କଣ ସତରେ ଭାରତର ନାଗରିକତ୍ବ ମିଳି ଯିବ? ତେବେ ଏହି ସମ୍ପର୍କରେ ଶୁଣିବା ପରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ।

Advertisement