Updated: Aug 11, 2023, 16:01 IST

ପାକିସ୍ତାନୀ ସୀମା ହାଇଦର ଉପରେ ତିଆରି ଚାଲିଛି ଫିଲ୍ମ, ୩୦୦୦ କୋଟି ଟଙ୍କା ରେ ଅଭିନୟ କରିବେ ରଜନୀକାନ୍ତ

Sims

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ଗତ କିଛି ଦିନ ତଳେ ବଲିଉଡ ମୁଭି ବହୁତ କମ ଦେଖିବାକୁ ମିଳି ଥିଲା। କରୋନା ପରେ ଫିଲ୍ମ ତିଆରି ହେବା ପ୍ରାୟ ବନ୍ଦ ହୋଇ ଯାଇଥିଲା।ହେଲେ ଏବେ ଆପଣ ମାନେ ଜାଣିଲେ ଖୁସୀ ହେବେ ଯେ ଆସନ୍ତା ଅଗଷ୍ଟ ୧୧ ତାରିଖ ଦିନ ବଲିଉଡ୍ ରେ ଦୁଇ ଦୁଇ ଟି ମୁଭି ରିଲିଜ ହେବାକୁ ଯାଉଛି।
ପ୍ରଥମ ଫିଲ୍ମ ଟି ହେଉଛି ସନି ଦେବାଲ ଙ୍କ ଗଦ୍ଧର ୨ ଓ ଅନ୍ୟ ଟି ହେଉଛି ଓ ମାଇ ଗଡ୍ ୨।ଏହା ପୂର୍ବ ରୁ ଅଗଷ୍ଟ ୧୦ ତାରିଖ ଦିନ ରଜନୀ କାନ୍ତ ଓ ତମନ୍ନା ଭାଟିଆ ଙ୍କ ଫିଲ୍ମ ଜେଲଟ ରିଲିଜ ହୋଇ ସାରିଛି।ରଜନୀ କାନ୍ତ ଙ୍କ କ୍ୟାରିଅର ର ଏହା ୧୬୯ ତମ ମୁଭି ଅଟେ।
Viral news
ସେଥିପାଇଁ ସେ ଏହି ଫିଲ୍ମ କୁ ନେଇ ବହୁତ ଆଶାବାଦୀ ଅଛନ୍ତି।ଏହା ପରେ ଅଗଷ୍ଟ ୧୧ ତାରିଖ ରେ ବିଧୁ ବିନୋଦ ଚୋପ୍ରା ତାଙ୍କର ଏକ ଫିଲ୍ମ ର ଟିଜର ରିଲିଜ କରିବାକୁ ଯାଉଛନ୍ତି।ସେହି ଫିଲ୍ମ ଟି ହେଉଛି ଦ୍ୱାଦଶ ରେ ଫେଲ।ଏହି ଫିଲ୍ମ ଟି ୟୁପିଏସସି ପରୀକ୍ଷା ରେ ପିଲା ଙ୍କର ସଫଳତା କୁ ନେଇ ପ୍ରସ୍ତୁତ କରା ଯାଇଚି।
ପିଲା ମାନେ କିପରି କଠିନ ପରିଶ୍ରମ କରୁଛନ୍ତି।ଓ ଅନେକ ବାର ଫେଲ୍ ହେବା ସତ୍ବେ କିପରି ନିଜ ସାହାସ ବଳ ରେ ପରୀକ୍ଷା ରେ ପାସ କରୁଛନ୍ତି।ଏହି ବିଷୟ କୁ ନେଇ ଫିଲ୍ମ ଟି ର ବିଷୟ ବସ୍ତୁ ରହିଛି।ତାଙ୍କ ଦ୍ଵାରା ପ୍ରସ୍ତୁତ କରା ଯାଇଥିବା ଏହି ଫିଲ୍ମ ଟି ଅଧିକ ସଫଳତା ପାଇବ ବୋଲି ଆଶା କରା ଯାଉଚି।
ୟୁପିଏସସି ପରୀକ୍ଷା କୁ ଦୁନିଆ ର ସବୁଠୁ ମୁସ୍କିଲ ପରୀକ୍ଷା ବୋଲି କୁହା ଯାଇ ଥାଏ।କାହାଣୀ ଟିର ଆରମ୍ଭ ହେଉଛି ଦିଲ୍ଲୀ ର ମୁଖାର୍ଜୀ ନଗର ନାମକ ସ୍ଥାନ ରୁ।ସେଠାକାର ପିଲା ମାନେ ଏହି ପରୀକ୍ଷା ପ୍ରସ୍ତୁତି ପାଇଁ କଠିନ ପରିଶ୍ରମ କରି ଥାନ୍ତି।
Sima
ହେଲେ ଅନେକ ଥର ବିଫଳ ହେବା ପରେ ମଧ୍ୟ ହାର ମାନନ୍ତି ନାହିଁ।ସେପରି ପରିଶ୍ରମ କରି କରି ଶେଷ ରେ ସଫଳତା ପାଇଁ ଥାଆନ୍ତି।ଆଉ ସେମାନଙ୍କ କାହାଣୀ କୁ ନେଇ ଏକ ଫିଲ୍ମ ପ୍ରସ୍ତୁତ କରିଛନ୍ତି ବିଧୁ ବିନୋଦ ଚୋପ୍ରା।ଯାହାର ନାମ ସେ ରଖିଛନ୍ତି ଦ୍ୱାଦଶ ଫେଲ।
ଫିଲ୍ମ ଟିର ଏଭଳି ନାମ ଶୁଣିଲେ ସମସ୍ତଙ୍କ ର ଦେଖିବାକୁ ଇଛା ହେବ ବୋଲି ସେ କହିଛନ୍ତି।ଏହାର ଟିଜର ସେ ରିଲିଜ କରି ସାରିଛନ୍ତି।ଏହା ଛଡ଼ା ଗଦ୍ଧର୍ ୨ ଓ ଓ ମାଇ ଗଡ୍ ମଧ୍ୟ ଏହି ଦିନ ରିଲିଜ ହେବାକୁ ରହିଛି।ଯାହାକୁ ନେଇ ସମସ୍ତେ ବହୁତ ଖୁସି ଅଛନ୍ତି।

Advertisement