Updated: Apr 1, 2024, 18:33 IST

ଦେଖନ୍ତୁ କଣ ହେଲା ଏମିତି ଯେ ରାଗିଗଲେ ହିରୋ ସିଦ୍ଧାନ୍ତ ମହାପାତ୍ର ଦେଖନ୍ତୁ ଏହି Exclusive Visual

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ତେବେ ବନ୍ଧୁଗଣ ଆପଣମାନେ ଜାଣିଥିବେ ଶଙ୍ଖ ଛାଡି ପଦ୍ମ ଧରିଲେ ସିଦ୍ଧାନ୍ତ ମହାପାତ୍ର। 
Viral
ବିଜେଡି ଟିକେଟରେ ବ୍ରହ୍ମପୁରରୁ ଦୁଇ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ସିଦ୍ଧାନ୍ତ ମହାପାତ୍ର। ୨୦୦୯ ଓ ୨୦୧୪ ସାଧାରଣ ନିର୍ବାଚନରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଚନ୍ଦ୍ରଶେଖର ସାହୁଙ୍କୁ ପରାସ୍ତ କରିଥିଲେ।
ତେବେ ୨୦୧୯ ନିର୍ବାଚନରେ ବିଜେଡି ସିଦ୍ଧାନ୍ତ ମହାପାତ୍ରଙ୍କୁ ଟିକେଟ୍ ଦେଇନଥିଲା। ତେବେ ଆଜି ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ସିଦ୍ଧାନ୍ତ ପଦ୍ମ ଧରିଛନ୍ତି। ନିକଟରେ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ସିଦ୍ଧାନ୍ତ ଏହି ବଡ଼ ବୟାନ ଦେଇଥିଲେ। 
କହିଥିଲେ ଖାଲି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ନୁହେଁ, ସେଇଠି ସେ ଜନ୍ମ ହେଇଛନ୍ତି, ବଡ ହେଇଛନ୍ତି, ପାଠପଢିଛନ୍ତି। ଏବଂ ତାଙ୍କ ଗାଁ ସେଇଠି ଆଉ ତାଙ୍କ ଜମିବାଡ଼ି ସେଇଠି। ତେବେ କାହାର ପୈତୃକ ସମ୍ପତ୍ତି ନୁହେଁ ଜିଲ୍ଲା।
Sidhanta
ତେବେ ତାହା ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଖାଲି ନୁହେଁ ତାହା ତାଙ୍କର ମଧ୍ୟ ଜିଲ୍ଲା ବୋଲି କହିଛନ୍ତି ସିଦ୍ଧାନ୍ତ ମହାପାତ୍ର। ଆଉ ସିଦ୍ଧାନ୍ତ କହିଛନ୍ତି ସେ ଯେତିକି ସିନେମା କରିପାରୁଥିଲେ ଆଜିକା ଦିନରେ ସେ ସେତିକି ସିନେମା କରି ପାରୁନାହାନ୍ତି। କାରଣ ଲୋକଙ୍କ ପାଖକୁ ଗଲେ ଯେଉଁ ସମୟ ଦରକାର ହେବ ସେତିକି ସମୟ ହୁଏତ ସିଦ୍ଧାନ୍ତ ସିନେମାକୁ ପୁରାପୁରି ଦେଇପାରିବେ ନାହିଁ। 
ଏବଂ ସେ କହିଛନ୍ତି ସିନେମା ହେଉଛି ତାଙ୍କର ପେସା ଆଉ ରାଜନୀତି ହେଉଛି ତାଙ୍କର ନିଶା। ଭାରତୀୟ ଜନତା ପାର୍ଟି ହେଉଛି ଶୃଙ୍ଖଳିତ ପାର୍ଟି।
ତେଣୁକରି ଯେଉଁ ସମୟରେ ଯାହାକୁ ଯେଉଁ ନିର୍ଦ୍ଧେଶ ଆସିଛି ସେ ନିର୍ଦ୍ଧେସ ଅନୁସାରେ ସେମାନେ କାମ କରିଛନ୍ତି ବୋଲି ସିଦ୍ଧାନ୍ତ କହିଛନ୍ତି। ଯେଉଁପ୍ରକାରରେ ଓଡିଶାବାସୀଙ୍କ ପାଇଁ ସିଦ୍ଧାନ୍ତ ଉପଯୋଗୀ ହେଇପାରିବେ ସେ ନିଶ୍ଚିନ୍ତ ଭାବରେ ସେହି ଭୂମିକାରେ ଆସିବାକୁ ଚାହିଁବେ ବୋଲି କହିଛନ୍ତି।

Advertisement