Updated: Apr 2, 2024, 21:47 IST

ବବି ପାଣ୍ଡିଆନଙ୍କୁ ଜବାବ ଦେଲେ ସିଦ୍ଧାନ୍ତ ମହାପାତ୍ର ଦେଖନ୍ତୁ କଣ କହିଲେ ସତ ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ତେବେ ବନ୍ଧୁଗଣ ବିଜେଡିରୁ ଦଳ ଛାଡି ବିଜେପିରେ ସାମିଲ ହୋଇଥିବା ପୂର୍ବତନ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ଭରସା କରିଛି ବିଜେପି। ବିଜେପି ତାଙ୍କୁ ଲୋକସଭା ନୁହେଁ ବରଂ ବିଧାନସଭା ପାଇଁ ପ୍ରାର୍ଥୀ କରିଛି।
Pandian 
ସିଦ୍ଧାନ୍ତଙ୍କୁ ଦଳ ଦିଗପହଣ୍ଡି ପାଇଁ ପ୍ରାର୍ଥୀ ଘୋଷଣା କରିଛି। ୧୧୨ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ଅନେକ ନେତାଙ୍କ ନାଁ ରହିଛି। ଯେଉଁମାନଙ୍କ ମଧ୍ୟରେ ସିଦ୍ଧାନ୍ତ ମଧ୍ୟ ରହିଛନ୍ତି। ସିଦ୍ଧାନ୍ତ ମହାପାତ୍ର ୨୦୦୯ରେ ବିଜେଡିରେ ସାମିଲ ହୋଇଥିଲେ।
ଆଉ ସେହି ବର୍ଷ ବ୍ରହ୍ମପୁର ଆସନରୁ ଲୋକସଭା ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ପରେ ୨୦୧୪ରେ ବି ସେ ଲୋକସଭା ନିର୍ବାଚନ ଲଢି ବିଜୟୀ ହୋଇଥିଲେ। 
ତେବେ ଦୁଇ ଦୁଇ ଥର ସାଂସଦ ହୋଇଥିବା ସିଦ୍ଧାନ୍ତଙ୍କୁ ଏଥର କିନ୍ତୁ ବିଜେପି ବିଧାୟକ ଭାବେ ନିର୍ବାଚନ ଲଢିବାକୁ ସୁଯୋଗ ଦେଇଛି । ସେପଟେ ବିଜେଡି ପ୍ରାର୍ଥୀ ଭାବେ ସିଦ୍ଧାନ୍ତଙ୍କ ବିରୋଧରେ ଲଢିବେ ପୂର୍ବତନ ଦିଗପହଣ୍ଡି ବିଧାୟକ ସୂର୍ଯ୍ୟପାତ୍ରଙ୍କ ପୁଅ ବିପ୍ଲପ ପାତ୍ର।
Viral
ସିଦ୍ଧାନ୍ତ ଗଣମାଧ୍ୟମ ଆଗରେ କହିଛନ୍ତି ସେ ସ୍ଵାଭିମାନୀ ଲୋକ ସିଏ ସ୍ୱାଭିମାନର ସହିତ ବଞ୍ଚିବେ ଏବଂ ସ୍ଵାଭିମାନୀ ସହିତ ମାରିବେ ବୋଲି କହିଛନ୍ତି। ଯେଉଁଠି ଭଲ ପାଇବା ଅଛି ଯେଉଁଠି ସମ୍ମାନ ଅଛି ସେଇଠି ସିଦ୍ଧାନ୍ତ ରୁହନ୍ତି ବୋଲି କହିଛନ୍ତି। 
ସିଦ୍ଧାନ୍ତ କହିଛନ୍ତି ସେ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଅଟଳ। ଏବଂ ସେ ଯେଉଁ ନିଷ୍ପତି ନେଇଛନ୍ତି ସେଇଟା ରଶ୍ମିତାଙ୍କ ପାଇଁ ଆଉ ଓଡ଼ିଶାବାସୀଙ୍କ ପାଇଁ ବୋଲି କହିଛନ୍ତି ସିଦ୍ଧାନ୍ତ।
ବିଜେଡି ଦଳ ଛାଡ଼ିବା ପରେ ୱାର୍ଡ ମେମ୍ବର ଜିତି ପାରିବେ କି ନାହିଁ ସେଇଟା ସମୟ ଆସିଲେ ଜଣାପଡିବ ବୋଲି କହିଛନ୍ତି ସିଦ୍ଧାନ୍ତ। ଏବଂ କ୍ୟାମେରା ଆଗରେ ଟିକେ ହସି ଦେଇ ବିଜେଡି ସରକାରଙ୍କୁ ସିଦ୍ଧାନ୍ତ କହିଛନ୍ତି, ଯାହାକୁ ବିଜେଡି ଶୂନ କହୁଛି ତା ପାଇଁ ୨୫ ବର୍ଷ ପାଇଁ ସରକାରରେ ବସିଥିଲେ।

Advertisement