Updated: Mar 10, 2024, 18:37 IST

ଚାଲିଥିଲା ଫିଲ୍ମ ସୁଟିଂ ହଠାତ୍ ପହଞ୍ଚିଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବଂ ପରିବାର ଆଉ ତା ପରେ

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତର ସବୁ ଖବର ଜାଣି ପାରୁଛନ୍ତି ।
ଆପଣମାନେ ଓଲିଉଡ ଜଗତର ଅଭିନେତା ଆଉ ଅଭିନେତ୍ରୀଙ୍କ ବିଷୟରେ ଆସିଥିବା ଖବର ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ଜାଣିଥିବେ ।
Viral
ଏହି ଅଭିନେତା ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ଅଭିନେତା ସିଦ୍ଧାନ୍ତ ମହାପାତ୍ର ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ତାଙ୍କର ଅଭିନୟ ମଧ୍ୟ ଜବରଦସ୍ତ ହୋଇଥାଏ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ନେଇ କିଛି ଖବର ଆସିଛି ।
ଆପଣମାନେ ଜାଣିଥିବେ କି ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ଝିଅ ଜନ୍ମ ହୋଇଥିବା ବେଳେ ତାଙ୍କର ଏକ ଫିଲ୍ମ୍ ଚାଲିଥିଲା । ଆପଣମାନେ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ବାହାଘର ବିଷୟରେ ତ ଜାଣିଥିବେ ।
ଅଭିନେତା ସିଦ୍ଧାନ୍ତ ମହାପାତ୍ର ଅଭିନେତ୍ରୀ ମାମା ମିଶ୍ରଙ୍କୁ ବିବାହ କରିଥିଲେ । ରକତେ ଲେଖିଛି ନାଁ ଫିଲ୍ମ୍ ସୁଟିଂ ସମୟରେ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ଝିଅ ଜନ୍ମ ହୋଇଥିଲା ।
Viral
ଅଭିନେତା ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ସନ୍ତାନମାନଙ୍କ କଥା ତାଙ୍କ ପିତାମାତା ମନେ ପକାଇଥାନ୍ତି । ଏହାସହ ଅଭିନେତା ସନ୍ତାନ ଫିଲ୍ମକୁ ନେଇ ମଧ୍ୟ କିଛି କଥା କହିଛନ୍ତି । ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ଅନେକ ସ୍ମୃତି କଥା ଅଛି ଆଉ ସେ ଏହା ଏହି ଭିଡିଓ ମାଧ୍ୟମରେ କହିଛନ୍ତି । ସେ ୧୬ ବର୍ଷ ତଳେ ବାପା ହୋଇଥିଲେ ।
ସନ୍ତାନ ଫିଲ୍ମରେ ତାଙ୍କର ଡିବି ଡିବି ଗୀତ ବହୁତ ଫେମସ ହୋଇଥିଲା । ଆଉ ଏହି ଗୀତ ବିଷୟରେ ତାଙ୍କୁ ପଚାରିବାରୁ ସେ ମଧ୍ଯ ଏହାକୁ ମନେ ରଖିଛନ୍ତି ବୋଲି କହିଛନ୍ତି । ଏହି ଗୀତ ବହୁତ ମନେପଡେ ବୋଲି ସେ କହିଛନ୍ତି ।
ଏହି ଫିଲ୍ମ୍ ପରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବଂ ଅଭିନେତ୍ରୀ ମାମା ମିଶ୍ରଙ୍କ ବିବାହ ହୋଇଥିଲା । ଆଉ ଏହାପରେ ତାଙ୍କର ଆଉ ଏକ ଫିଲ୍ମ୍ ସୁଟିଂ ବେଳେ ତାଙ୍କ ଝିଅର ଜନ୍ମ ହୋଇଥିଲା । ଏବେ ଏହି ଭିଡିଓ ଆପଣଙ୍କୁ ଅନେକ କଥା ଜଣାଇଛି ।

Advertisement