Apr 1, 2024, 11:54 IST

ଚଉଠି ରାତି ରେ ସ୍ବାମୀ କୁ ଦେଇ ଦେଲା କ୍ଷୀର ରେ ନିଶା.. ନିଶା ରେ ଥିବା ସ୍ବାମୀ ଆଗରେ ପ୍ରେମିକ ସହ କଲା ଶା-ରୀ-ରି-କ ସମ୍ପର୍କ..

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Hh
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ବନ୍ଧୁଗଣ ଅମନ୍ ନାମକ ଯୁବକ ସହିତ ପୂଜା ନାମକ ଯୁବତୀଙ୍କ ସହିତ ବିବାହ ହୋଇଥିଲା। କୁଆଡେ ବହୁତ ଦିନଧରି ଅମନଙ୍କ ବିବାହ ହେଇ ପାରୁନଥିଲା। 
Gh
ଯାହାଫଳରେ ପୁରା ପରିବାର ଚିନ୍ତିତ ହେବା ସହ ଅମନଙ୍କ ପାଇଁ କନିଆଟିଏ ଖୋଜା ଖୋଜି କରିଥିଲେ। ଯାହାର ଫାଇଦା ଉଠାଇଥିଲେ ଦୁଇଯୁନବ ଚରଣ ଓ ଲଖନ୍। ସେମାନେ ଅମନଙ୍କ ଘର ଲୋକଙ୍କୁ କୁହାକୁହି କରି ପୂଜା ପାଇଁ ପ୍ରସ୍ତାବ ପକେଇଥିଲେ।
ତାପରେ ଅମନର ଘର ଲୋକେ ପୂଜାକୁ ଦେଖିବା ପରେ ବାହାଘର କରିବା ପାଇଁ ରାଜି ହେଇଯାଇଥିଲେ। ଝିଅକୁ ଦେଖି ଝିଅ ବିଷୟରେ କିଛି ବୁଝାସୁଝା ନକରି ସିଧା ମନ୍ଦିର ନେଇ ଉଭୟଙ୍କ ବିବାହ କରିଦେଇଥିଲେ। 
ବାହାଘର ସରିବା ପରେ ପୂଜା ଶାଶୂଘରକୁ ଯାଇଥିଲା। ଆଉ ସୁଯୋଗ ଦେଖି ପୂଜା ସବୁ ସୁନାଗହଣା ସହ ଟଙ୍କାପତ୍ର ନେଇ ଫେରାର ହେଇଯାଇଥିଲା। ସେପଟେ ଅଧରାତି ହେଇଗଲା କିନ୍ତୁ ପୂଜାକୁ ଖୋଜି ଖୋଜି ଅମନ ନପାଇବାରୁ ଘର ଲୋକଙ୍କୁ ଜଣାଇଥିଲା।
ଘର ଲୋକ ଆସି ଦେଖିଲା ବେଳକୁ ସବୁ ଗହଣା ସହିତ ଟଙ୍କା ନେଇ ଫେରାର ହେଇଯାଇଛି ପୂଜା। ଏଭଳି ଏକ ଘଟଣା ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଥିବା ବେଳେ ବର୍ତ୍ତମାନ ଏହି ଖବରଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisement