Apr 3, 2024, 18:16 IST

ଭଲ ପାଇ ଶାରୀରିକ ସମ୍ପର୍କ ରଖିଲା ଗ-ର୍ଭ-ବ-ତୀ କଲା ଏବେ କହୁଛି ୧୦ ଲକ୍ଷ ନେଇକି ତୋ ବାଟରେ ଯା

Bb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
Hh
ବନ୍ଧୁଗଣ ପ୍ରଥମେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ତାହା ପୁଣି ଶା-ରି-ରୀ-କ ସଂପର୍କରେ ପରିଣତ ହେଲା। ଏ ସଂପର୍କରେ ଯୁବତୀଙ୍କ ପରିବାର ଲୋକ ଜାଣିବା ପରେ ତାଙ୍କ ନିକଟରେ ପହଞ୍ଚିଥିଲେ।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ହିନ୍ଦୋଳ ବ୍ଲକ ବାଲିମି ଥାନା ଅନ୍ତର୍ଗତ କାଟିଲା ଗ୍ରାମରେ। ସୂଚନା ଅନୁଯାଇ କାଟିଲା ଗ୍ରାମର ଜ୍ୟୋତିରଞ୍ଜନ ସାମଲ ନାମକ ଏକ ଯୁବକ ସେହି ଗ୍ରାମର ଜଣେ ଯୁବତୀଙ୍କୁ ଭଲ ପାଇ ଆସିଥିଲେ। 
ଆଉ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଏତେ ନିବିଡ ହେଇଗଲା ଯେ ଉଭୟ ଶା-ରି-ରୀ-କ ସଂପର୍କ ରଖିଥିଲେ। ଯାହାଫଳରେ ଯୁବତୀ ଜଣଙ୍କ ପ୍ରେଗନେଣ୍ଟ ମଧ୍ୟ ହେଇଯାଇଥିଲେ।
Bb
ଏହି କଥା ଯୁବକ ଜାଣିବା ପରେ ଯୁବତୀ ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଘରୁ ନେଇ ପଳେଇ ଆସିବା ସହିତ ଯୁବତୀଙ୍କର ଗ-ର୍ଭ-ପା-ତ କରିଥିଲେ। ଗ-ର୍ଭ-ପା-ତ କରିବା ସହିତ କାକାଟପୁର ଅସ୍ତରଙ୍ଗର ଏକ ଭଡ଼ା ଘରେ ଉଭୟ ଏକ ମାସ ରହିଥିଲେ। 
ଏ ସଂପର୍କରେ ଯୁବତୀଙ୍କ ପରିବାର ଲୋକେ ଜାଣିବା ପରେ ତାଙ୍କ ନିକଟରେ ପହଞ୍ଚିଥିଲେ। ପ୍ରେମିକ ଅଭିନୟ କରି କହିଥିଲା ଚଣ୍ଡୀ ମନ୍ଦିରକୁ ବିବାହ କରିବାକୁ ଯିବା ଆଉ ତା'ପରେ ପ୍ରେମିକ ପାଣି ପିଇବା ବାହାନାରେ ସେଠାରୁ ଫେରାର ହେଇଯାଇଥିଲା।
ଏହାଫଳରେ ନିରାଶ ହୋଇ ପ୍ରଥମେ ଲାଲବାଗ ଥାନା ଓ ପରେ ବାଲିମି ଥାନା ହିନ୍ଦୋଳରେ ପୀଡ଼ିତା ଏବଂ ତାଙ୍କ ବାପା ଏନେଇ ଅଭିଯୋଗ କରିବା ସହିତ ନ୍ୟାୟ ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି।

Advertisement