May 4, 2024, 20:12 IST

ଘର ସଫା କରୁଥିବା ବେଳେ ପଛରୁ ଆସି.. ଭାଉଜ ସହ ଦିଅର କରିଦେଲା ଏମିତି କାଣ୍ତ..

Uu

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଦିଅର ଭାଉଜ ଙ୍କ ଏକ ଅଜବ ପ୍ରକାର ପ୍ରେମ କାହାଣୀ ବିଷୟ ରେ ଆମେ ଆଜି ଆପଣ ମାନଙ୍କୁ କହିବାକୁ ଯାଉଛୁ।ନିଜ ସ୍ଵାମୀ ପରିବାର ଥାଉ ଥାଉ ଶେଷ ରେ ଦିଅର ସହିତ ଫେରାର ହୋଇ ଯାଇଛନ୍ତି ମହିଳା।
ଏଭଳି ଘଟଣା ଦେଖିବାକୁ ମିଳିଛି ଚିରୁ ଜିଲ୍ଲା ରେ।ସେଠାରେ ଗତ ମାର୍ଚ୍ଚ ମାସ ରେ ଥାନା ରେ ଏକ ଲିଖିତ ଅଭିଯୋଗ କରା ଯାଇ ଥିଲା।ଯାହାକୁ ନେଇ ଏବେ ସେ ଅଞ୍ଚଳ ରେ ଖୁବ୍ ଚର୍ଚ୍ଚା କରା ଯାଉଛି।
Uu
ସୂଚନା ଅନୁସାରେ ସେଠାରେ ଗତ ୯ ବର୍ଷ ତଳେ କାଞ୍ଚନ ନାମକ ଜଣେ ଝିଅ ଗିରିଧାରୀ ଙ୍କୁ ବିବାହ କରି ଥିଲେ।ବିବାହ ପରେ ଉଭୟ ଙ୍କ ଭିତରେ ସବୁବେଳେ ଝଗଡ଼ା ଲାଗି ରହିଥିଲା।ତାଙ୍କ ସ୍ଵାମୀ ତାଙ୍କୁ ସମୟ ଦେଇ ପାରୁ ନଥିଲେ।
ଗିରିଧାରୀ ଅଧିକାଂଶ ସମୟ ନିଜ କାମ ପାଇଁ ବାହାରେ ରହୁ ଥିଲେ।ଘରେ କାଞ୍ଚନ ଏକୁଟିଆ ରହୁଥିଲେ।ଏହି ସମୟ ରେ ସେ ତାଙ୍କ ବଡ ଶ୍ୱଶୁର ଙ୍କ ପୁଅ ମନୋଜ କୁ ପ୍ରେମ କରିବାକୁ ଲାଗିଲେ।ମନୋଜ ମଧ୍ୟ ଭାଉଜ ଙ୍କୁ ଖୁବ୍ ପସନ୍ଦ କରିଥିଲେ।
କାଞ୍ଚନ ଓ ମନୋଜ ଙ୍କ ର ଗୋଟିଏ ଝିଅ ମଧ୍ୟ ହୋଇ ସାରି ଥିଲା।ଏ କଥା କେହି ଜାଣି ନ ଥିଲେ। ହଟାତ ଦିନେ କାଞ୍ଚନ ଙ୍କ ପରିବାର ଲୋକେ ଏ କଥା ଜାଣି ଥିଲେ।ଏହା ପରେ ସେମାନେ କାଞ୍ଚନ ଓ ମନୋଜ ନିଜ ଝିଅ କୁ ନେଇ ଫେରାର ହୋଇ ଗଲେ।
Hu
କାଞ୍ଚନ ଙ୍କ ବାପ ଘର ଲୋକ ଓ ଶାଶୁ ଘର ଲୋକେ ମନୋଜ ଙ୍କୁ ମାରି ଦେବା ପାଇଁ ଧମକ ଦେଲେ।ଏଥିରେ କାଞ୍ଚନ ଓ ମନୋଜ ନିଜ ଝିଅ କୁ ନେଇ ପାଞ୍ଚ ଦିନ ପର୍ଯ୍ୟନ୍ତ କ୍ଷେତ ରେ ଲୁଚି ରହିଥିଲେ।ଶେଷ ରେ ସେମାନେ ଥାନା ର ଦ୍ବାରସ୍ଥ ହେଲେ।
କାଞ୍ଚନ ଓ ତାଙ୍କ ଦିଅର ମନୋଜ ମିଶି ଥାନାକୁ ଯାଇ ଥିଲେ।ସେଠାରେ ସେ ଡି ଏସ ପି ଙ୍କୁ ସବୁ କଥା ଜଣାଇ ଥିଲେ।ସେ ଏବେ ମନୋଜ ଙ୍କ ସହିତ ସୁଖ ରେ ରହିବାକୁ ଚାହୁଁଛନ୍ତି ବୋଲି କହି ଥିଲେ।
ଏକଥା ତାଙ୍କ ପରିବାର ଲୋକେ ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।ନିଜ ଝିଅ ର ଏଭଳି କାମ ଦେଖି ସେମାନେ ମୁଣ୍ଡ ତଳକୁ କରି ଘର କୁ ଚାଲି ଯାଇ ଥିଲେ।ଯାହାକୁ ନେଇ ଏବେ ସେଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Advertisement