Mar 17, 2024, 12:02 IST

ସୁନ୍ଦରୀ ଝିଅ ହୋଇ ଆସିଲେ ଆଉ ପରେ...ଅଚାନକ ପୁରା ଘଟଣା ର ପରଦା ଫାସ କରିଦେଲେ..

Ggg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।
Hh
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। 
ବନ୍ଧୁଗଣ ସରକାରୀ ହସ୍ପିଟାଲରେ ସାଧାରଣ ରୋଗୀ ବେଶରେ ଆସିଲେ ଉପଜିଲ୍ଲପାଳ ମ୍ୟାଡାମ୍। ଓଢଣୀରେ ନିଜ ମୁହଁ ଲୁଚାଇ ରୋଗୀଙ୍କ ସହ ଧାଢିରେ ଛିଡାହୋଇ ହସ୍ପିଟାଲରେ। ଏବଂ ଡାକ୍ତର ଓ ଅନ୍ୟାନ କର୍ମଚାରୀମାନଙ୍କ ସ୍ଥିତି ପଚାରିଥିଲେ।
Hh
ଡାକ୍ତର ରୋଗୀଙ୍କୁ ଉଚିତ ବ୍ୟବହାର ପ୍ରଦର୍ଶନ କରୁନଥିବା ବେଳେ ଡାକ୍ତରଖାନାରେ ଅଧିକାଂଶ କର୍ମଚାରୀ ଉପସ୍ଥିତ ରହୁନାହାନ୍ତି।ବାରମ୍ବାର ଏପରି ଅଭିଯୋଗ ହେବା ପରେ ମୁଣ୍ଡରେ ଓଢ଼ଣୀ ଟାଣି ସ୍ଥିତି ପରଖିବାକୁ ପହଞ୍ଚିଲେ ଉପଜିଲ୍ଲାପାଳ ମାଡ଼ାମ।
ଘଟଣା ପଛର ପ୍ରକୃତ ସତ୍ୟାସତ୍ୟ ନିଜେ ଯାଞ୍ଚ କରିବା ପରେ ଡ୍ୟୁଟିରେ ଖିଲାପ କରିଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କହିଛନ୍ତି ଏସଡିଏମ୍‌ ମ୍ୟାଡାମ୍। ଆଜି ଉତ୍ତରପ୍ରଦେଶ ଫିରୋଜାବାଦରୁ ଆସିଛି ଏଭଳି ଦୃଶ୍ୟ।

Advertisement