Updated: Aug 28, 2023, 12:46 IST

ଏହି ଝିଅ ସହ କଣ ଏମିତି କରିଦେଲେ ଯେ କିଙ୍ଗ ଖାଁ ଶାହରୁକ୍ ଙ୍କୁ ଅଧ ରାତି ରେ ଉଠେଇ ନେଇଗଲା ପୋଲିସ

Viral

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ବଲିଉଡ ର କିଙ୍ଗ ଖାନ୍ ଙ୍କୁ ଜାଣି ଥିବେ।କିଙ୍ଗ ଖାନ ଆଉ କେହି ନୁହନ୍ତି ସେ ହେଉଛନ୍ତି ଅଭିନେତା ଶାହରୁଖ ଖାଁ।ତାଙ୍କ ଅଭିନୀତ ଫିଲ୍ମ ଦର୍ଶକ ଙ୍କୁ ବହୁତ ଭଲ ଲାଗେ।

କେତେବେଳେ ନିଜ ଫିଲ୍ମ କୁ ନେଇ ଚର୍ଚ୍ଚା ରେ ଥାଆନ୍ତି ତ ପୁଣି କେତେବେଳେ ନିଜ ପରିବାର କୁ ନେଇ ଚର୍ଚ୍ଚା ରେ ଥାଆନ୍ତି।ପ୍ରତି ଟି କ୍ଷେତ୍ର ରେ ତାଙ୍କୁ ଅନେକ କଥା କୁହା ଯାଇଥାଏ।ଏବେ ସେମିତି ଏକ ଘଟଣା ବିଷୟ ରେ ଆମେ ଆପଣ ଙ୍କୁ କହିବାକୁ ଯାଉଛୁ।ଯାହାକୁ କି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବେ।

Viral

ଶାହରୁଖ ଖାଁ ଙ୍କୁ ଏବେ ବହୁତ ବଡ ଅସୁବିଧା ର ସମ୍ମୁଖୀନ ହେବାକୁ ପଡ଼ିଛି।ତାଙ୍କ ନାମ ରେ ଏକ ସଙ୍ଗୀନ ଅଭିଯୋଗ ଆସିଚି।କିଛି ଲୋକ ମାନେ ଥାନା ରେ ତାଙ୍କ ବିରୋଧ ରେ ଏତଲା ଦେଇଛନ୍ତି।ତାଙ୍କର ଆଗକୁ ଏକ ଫିଲ୍ମ ଆସିବାକୁ ଅଛି।ଏହି ଫିଲ୍ମ ଟି ହେଉଚି ଯବାନ।
Viral
ଯାହାକି ସେପ୍ଟେମ୍ବର ୭ ତାରିଖ ରେ ରିଲିଜ ହେବାକୁ ଯାଉଛି।ଏହା ପୂର୍ବ ରୁ ତାଙ୍କ ଫିଲ୍ମ ର ଟ୍ରେଲର ରିଲିଜ୍ ହୋଇଛି।କିଛି ଫଟୋ ମଧ୍ୟ ସେ ତାଙ୍କ ପ୍ରଶଂସକ ମାନଙ୍କୁ ଦେଖାଇଛନ୍ତି।କିଛି ଲୋକ ଏହାକୁ ବହୁତ ପସନ୍ଦ କରୁଛନ୍ତି।ସେମାନେ ଫିଲ୍ମ କୁ ଅପେକ୍ଷା କରି ରହିଛନ୍ତି।
ଆଉ କିଛି ଲୋକ ଏହାକୁ ଖୁବ୍ ବିରୋଧ କରିଛନ୍ତି।ସେମାନଙ୍କ କହିବା ଅନୁଯାୟୀ ଶାଗରୁଖ ଖାଁ ଏହି ଫିଲ୍ମ ମାଧ୍ୟମ ରେ ଆଜିର ଯୁବ ପିଢ଼ି ମାନଙ୍କୁ ଭୁଲ ଶିକ୍ଷା ଦେଉଛନ୍ତି।ଜୁଆ ଖେଳିବା ପାଇଁ ସେ ଅନ୍ୟ ମାନଙ୍କୁ କହୁଛନ୍ତି।
ସେଥିପାଇଁ ସେମାନେ ତାଙ୍କ ଘର ଆଗରେ ବିକ୍ଷୋପ କରୁଛନ୍ତି।କିଛି ଲୋକ ଥାନା ରେ ମଧ୍ୟ ତାଙ୍କ ବିରୋଧ ରେ ଅଭିଯୋଗ କରିଛନ୍ତି।ପୋଲିସ ତାଙ୍କ ଘର ନିକଟ ରେ ପହଞ୍ଚି ଲୋକ ଙ୍କୁ ବୁଝା ଶୁଝା କରିଥିଲେ।ଏହା ପରେ ଲୋକ ମାନେ ସେଠାରୁ ଯାଇଥିଲେ।
ସୂଚନା ଅନୁସାରେ ଶାହରୁଖ ଙ୍କ ଏହା ପୂର୍ବ ରୁ ପଠାନ ଫିଲ୍ମ ଆସିଥିଲା।ଯାହାକି ବହୁତ ହିଟ୍ ହୋଇଥିଲା।୧୦୦ କୋଟି ଟଙ୍କା ଆୟ କରିଥିଲା ଏହି ଫିଲ୍ମ ଟି ।ଏବେ ଦେଖିବାକୁ ବାକି ରହିଲା ତାଙ୍କର ଯବାନ ଫିଲ୍ମ ଟି କୁ ଲୋକ ମାନେ ସେହି ଭଳି ପସନ୍ଦ କରୁଛନ୍ତି କି ନାହିଁ।

Advertisement