Apr 6, 2024, 19:17 IST

ଏତେ ବଡ଼ ଦୁ-ର୍ଘ-ଟ-ଣା ଘଟାଇ ହସୁଛନ୍ତି ଡ୍ରାଇଭର ଦେଖନ୍ତୁ ଏହି ଭିଡିଓ ରେ ମିଡ଼ିଆ ସାମ୍ନାରେ କଣ କହିଲେ

Vv

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି।
Bb
ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ।
ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ତେବେ ବନ୍ଧୁଗଣ ବର୍ତମାନ ଏକ ଅଘଟଣ ର ଖବର ସାମ୍ନାକୁ ଆସିଛି। ବନ୍ଧୁଗଣ ଦେହ ହାତ ବିନ୍ଧୁଥିଲା, ବେଶି ନୁହେଁ ଗୋଟେ ପେଗ୍ ପିଇଥିଲେ। 
ଫଳରେ ଗଛ ଦେଖାଗଲା, ଆଉ ଆଖିପିଛୁଳାକେ ଆମ୍ବ ଗଛ ଶାଖାରେ ପିଟି ହୋଇଗଲା ଟ୍ରକ। ଆଉ ଆମ୍ବ ଗଛ ତଳେ ବିଶ୍ରାମ ନେଉଥିବା ଯୁବକ ଉପରେ ମାଡ଼ିଗଲା ଟ୍ରକ୍। ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ଯୁବକକୁ ନକଟସ୍ଥ ମେଡିକାଲରେ ଭର୍ତି କରିଥିଲେ।
Gg
ଏଭଳି ଅଘଟଣ ଘଟିଛି କଳାହାଣ୍ଡି ଜିଲ୍ଲା ଥୁଲମୂଳ ରାମପୁର ବ୍ଲକ, ଗୁଣପୁର ପଞ୍ଚାୟତ ଅନ୍ତର୍ଗତ କିରିକିଚା ଗାଁରେ। ସୂଚନା ଅନୁଯାୟୀ, ମଦ୍ୟପାନ କରି ଜଣେ ଟ୍ରକ ଡ୍ରାଇଭର ଗାଡି ଚଳାଉଥିବା ସମୟରେ କିରିକିଚା ଗାଁ ର ରାସ୍ତା କଡରେ ଥୁବା ଏକ ଆମ୍ବ ଗଛର ସାଖାକୁ ପିଟି ଦେଇଥିଲେ। 
ଯାହାଫଳରେ ଆମ୍ବ ଗଛର ମୂଳରେ ବିଶ୍ରାମ ନେଉଥିବା ସନ୍ତୋଷ ମାଝୀ ଉପରେ ପଡି ଯାଇଥିଲା। ତେବେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଏହାପରେ ତାଙ୍କୁ ନିକଟସ୍ଥ ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଛି।
ତେବେ ଡାକ୍ତରଖାନାରେ ଗଣପତି କନ୍ସଷ୍ଟ୍ରକସନ ର କୌଣସି କର୍ମୀ ପହଂଚି ନଥିବା ବେଳେ ପରିବାର ପକ୍ଷରୁ ସନ୍ତୋଷ ମାଝିଙ୍କ ସ୍ୱାସ୍ଥ୍ୟବସ୍ଥା ର ପଦକ୍ଷେପ ନେବାକୁ ଦାବି କରିଛନ୍ତି।

Advertisement