Apr 23, 2024, 16:02 IST

ପ୍ରେମିକା ମୁହଁରେ ଲଙ୍କା ଗୁଣ୍ଡ ମାରି ଦେଖନ୍ତୁ ପ୍ରେମିକ କରିଦେଲା କେମିତି ଅବସ୍ଥା ଯିଏ ଦେଖିବ ସିଏ କାନ୍ଦି ପକାଇବ

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଆଜି କାଲିକା ଦୁନିଆରେ ଅନେକ ପ୍ରକାରର ଘଟଣା ଘଟୁଛି । ଜଣେ ଯୁବତୀ ମନରେ ଅନେକ କଥା ଭାବି ଗୋଟେ ପୁଅକୁ ଭଲ ପାଇଥାଏ । ତାକୁ ଜୀବନର ସାଥୀ କରିଥାଏ କିନ୍ତୁ ବେଳେବେଳେ ଏଭଳି କିଛି କାମ ବହୁତ କଷ୍ଟ ଦେଇଥାଏ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ଜଣେ ପ୍ରେମିକା ଉପରେ ଅତ୍ୟାଚାର ହୋଇଛି । 
Gh
ପ୍ରେମିକା ଜଣକ ଉପରେ ନିଜ ପ୍ରେମିକ କରିଛି ଅକଥନୀୟ ନିର୍ଯାତନା । ଏହି ଯୁବକ ଜଣକ ହେଉଛନ୍ତି ଆୟନ୍ । ଆୟନ ଆଉ ସେହି ଯୁବତୀ ପରସ୍ପରକୁ ଭଲ ପାଉଥିଲେ । ଯୁବତୀ ଜଣଙ୍କର ମାଆ ବିବାହ ପାଇଁ ରାଜି ହେଲେ ନାହିଁ କି ସେ ଚାହୁଁ ନଥିଲେ ତାଙ୍କ ଝିଅ ସେହି ଯୁବକଙ୍କ ସହିତ ରହୁ ବୋଲି
କିନ୍ତୁ ଏହି ଯୁବତୀ ଜଣକ ପ୍ରେମରେ ଏତେ ନିଶାରେ ଥିଲେ ଯେ ମାଙ୍କ କଥା ନମାନି ସେ ସେହି ଯୁବକଙ୍କ ସହିତ ରହିଥିଲେ । ସେମାନେ ଗୋଟିଏ ଘରେ ଏକାଠି ରହିଥିଲେ । ସେମାନେ କିଛିଦିନ ଭଲରେ ରହିଥିଲେ କିନ୍ତୁ ଏହି ଏକ ମାସ ହେବ ଏହି ଆୟନ ତାର ପ୍ରେମିକାକୁ ଅକଥନୀୟ ନିର୍ଯାତନା ଦେଉଛି । ଏହି ଯୁବକ ଜଣକ ପ୍ରେମିକା ଜଣଙ୍କର ଆଖିରେ ଲଙ୍କା ଗୁଣ୍ଡ ପକାଇ ଦେଉଛି । 
ଆଉ ତାର ଓଠକୁ ଅଠା ଦେଇ ଚାପି ଦେଇଥିଲା । ଏହି ଯୁବକ ଜଣକ ଅତି ନିର୍ମମ ଭାବରେ ତାର ପ୍ରେମିକା ଜଣଙ୍କୁ ଅତ୍ୟାଚାର ଦେଉଛି । ବହୁତ ଯନ୍ତ୍ରଣା ହୋଇଥିବ ଏହି ଯୁବତୀ ଜଣଙ୍କୁ । ଏବେ ଏହି ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି ।
Gh
ଆଉ ଯୁବକ ଜଣଙ୍କର ଘର ମଧ୍ୟ ଭଙ୍ଗା ଯାଇଛି । ଏଭଳି ଘଟଣା ମଧ୍ୟପ୍ରଦେଶରେ ଘଟିଛି । ଏହି ଅଭିଯୁକ୍ତ ଜଣକ ଏକ ମାସ ହେଲା ବନ୍ଦୀ କରି ଯୁବତୀ ଜଣଙ୍କୁ ଏଭଳି ଆଖିରେ ଲଙ୍କାଗୁଣ୍ଡ ଆଉ ଓଠକୁ ଅଠା ଲଗାଇ ଚାପି ଦେଇ ଶାରିରୀକ ନିର୍ଯ୍ୟାତନା ଦେଉଥିଲା । 
ଏହାପରେ ଏହି ଘଟଣାକୁ ନେଇ ଯୁବକ ଜଣକ ନାଁରେ ଥାନାରେ ଅଭିଯୋଗ ଦେଇଥିଲେ ଯୁବତୀ । ଆଉ ଏହି ଅଭିଯୋଗ ଆଧାରରେ ପୋଲିସ ଏହି ଯୁବକ ଜଣଙ୍କୁ ଗିରଫ କରିଛି । ଆଉ ତାଙ୍କ ଘର ଭାଙ୍ଗି ଅଠା, ପାଇପ ଆଦି ଜବତ କରିଛି ।
ଏହି ପୀଡିତା ଜଣକ ଏବେ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ।ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଯୁବକ ଜଣକ ସରକାରୀ ଜମିରେ ଘର କରିଥିଲା। ଆଉ ଯୁବତୀ ଜଣଙ୍କର ବାମ ଆଖି ନଷ୍ଟ ହୋଇଯାଇଛି ବୋଲି ସୂଚନା ମିଳିଛି ।

Advertisement