Updated: Jan 21, 2024, 07:35 IST

ବିରୋଧୀ ଆଉ ସାଧାରଣ ଜନତା ଙ୍କ ତୀବ୍ର ପ୍ରତିକ୍ରିୟା ପରେ ମୁଁହ ଖୋଲିଲେ ସେବାୟତ : ହଁ ଗୁଆ ଆଉ ଚାଉଳ ରଖାଯିବ ଶ୍ରୀମନ୍ଦିର ରେ

Bshsh

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ କିଛି ଦିନ ତଳେ ଗାଁ ଗାଁ ରେ ଅର୍ପଣ ରଥ ଗଡି ଥିଲା।ଜଗନ୍ନାଥ ଙ୍କ ଫଟୋ କୁ ନେଇ ଗାଡ଼ି ରେ ରଖି ଗାଁ ଗାଁ ବୁଲାଇ ବାକୁ ପରାମର୍ଶ ଦେଇଥିଲେ ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଗାଁ ର ଲୋକ ମାନେ ଏହାକୁ ପୂଜା କରିବା ସହିତ ଘରୁ ଘରୁ ଚାଉଳ ଧୂପ ଦୀପ ସବୁ ଦିଆ ଯାଇଥିଲା।ଏହାକୁ ନେଇ ସେ ସମୟ ରେ ଖୁବ୍ ଚର୍ଚ୍ଚା କରା ଯାଉ ଥିଲା।ଆଜି ଆମେ ସେହି ବିଷୟ ରେ ପୁଣି ଥରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
ହେଲେ ଆପଣ ମାନେ ଥରେ ଭାବନ୍ତୁ ଏତେ ଚାଉଳ ଓ ଗୁଆ ନିଆ ଯାଇ କଣ ହୋଇ ଥିବ।ସେ ବିଷୟ ରେ ମନ୍ଦିର ର ଜଣେ ସେବକ ଙ୍କୁ ପଚରା ଯାଇଥିଲା।ସେ କହିଥିଲେ କି ଏ ଚାଉଳ ପ୍ରଭୁ ଜଗନ୍ନାଥ ଙ୍କ ଭକ୍ତ ମାନେ ବଡ ସ୍ନେହ ରେ ପଠାଇଛନ୍ତି।
Bdndjd
ତାକୁ ଆମେ କେବେ ବି ଫୋପାଡି ପାରିବୁ ନାହିଁ।ଏହି ଚାଉଳ ଉପରେ ଭଗବାନ ଙ୍କ ଆଶ୍ରିର୍ବାଦ ରହିଛି।ଏବେ ଏହି କଥା କୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଛି।କିଛି ଲୋକେ କହୁଛନ୍ତି କି ଏହି ଚାଉଳ କୁ ଫୋପାଡି ଦିଆ ଯାଇଛି।ଆଉ କିଛି କହୁଛନ୍ତି କି ଏହି ଚାଉଳ ର ଆଉ ନାହିଁ।
ତେବେ ଆମେ ଆଜି ସେହି ବିଷୟ ରେ ସତ୍ୟ କହିବୁ।ଏହି ଚାଉଳ କୋଇଲି ବୈକୁଣ୍ଠରେ ସେପରି ଭାବେ ପଡ଼ି ରହିଛି।ଏହାକୁ ପ୍ରଥମେ ଦେଖା ଯିବ କି ଏଥିରେ ଭଲ ଅନ୍ନ ହୋଇ ପାରୁଛି କି ନାହିଁ। ଯଦି ଏଥିରେ ଭଲ ଅନ୍ନ ହୋଇ ପାରିବ ତାହାଲେ ଏହାକୁ ଠାକୁରଙ୍କ ପାଖରେ ଅନ୍ନ ରୂପେ ବ୍ୟବହାର ହେବ।
Sjej
ଯଦି ଏହା ନ ହେଲା ତେବେ ଏହାକୁ ଖେଚେଡ଼ି କିମ୍ବା ଅନ୍ୟ କେଉଁଥିରେ ପକାଇ ରୋଷେଇ କରା ଯିବ।ତାଙ୍କର ଏହି କଥା କୁ ଶୁଣି ଅନେକ ଭକ୍ତ ମାନେ ଖୁସି ହୋଇ ଯିବେ।ଏହା ଛଡ଼ା ଏହି ଚାଉଳକୁ ଅଟା କରା ଯିବା ସହିତ ମୁରୁଜ ରୂପେ ମଧ୍ୟ ବ୍ୟବହାର ହୋଇ ପାରିବ।
ଏହି ଚାଉଳ କୁ ଆମେ ନଷ୍ଟ କରିବୁ ନାହୁ।ମହାପ୍ରଭୁ ଙ୍କ ପାଖରେ ଏହାକୁ ପୂଜା କରା ଯିବ।ତାଙ୍କ ଭକ୍ତ ମାନେ ଅନେକ ଭଲ ପାଇବା ଦେଖାଇ ପଠାଇ ଛନ୍ତି।ଆମେ ଏହାକୁ ଏପରି ନଷ୍ଟ କରିବା ଠିକ୍ ହେବ ନାହି।ଏହି ଚାଉଳ ଖେଚୁଡ଼ି ରୂପେ ବ୍ୟବହାର ହେବ।ଆମେ ତାହାକୁ କୋଇଲି ବୈକୁଣ୍ଠରେ ସାଇତି କରି ରଖିବୁ।ଯେପରି ଏହି ଚାଉଳ ର କୌଣସି ପ୍ରକାର ଅସୁବିଧା ନ ହୁଏ।ସେଥିପ୍ରତି ଦୃଷ୍ଟି ଦିଆ ଯିବ।

Advertisement