Nov 13, 2023, 11:52 IST

ସ୍କୁଲ ଛାତ୍ରୀ କୁ ଜବରଦସ୍ତି ବଳାତ୍କାର କଲେ ୨ ଜଣ ଶିକ୍ଷକ , ଜଣେ ଗଣିତ ଆଉ ଜଣେ ଇତିହାସ ମାଷ୍ଟର. ପରେ ଯେବେ ସତ ସାମ୍ନା କୁ ଆସିଲା..

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ନବରଙ୍ଗପୁର ରେ ପୁଣି ଏକ ଲଜ୍ୟା ଜନକ ଘଟଣା ଦେଖିବାକୁ ମିଳିଛି। ଛାତ୍ରୀଙ୍କୁ ଗଣ-ଦୁ-ଷ୍କ-ର୍ମ କରିଥିବାର ଅଭିଯୋଗ କରାଯାଇଛି।
Special report
ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ର ରାଇଭରଙ୍ଗି ବ୍ଲକ୍ , ହାଟଭରଣ୍ଡି ଗ୍ରାମରେ। ପୀଡ଼ିତାଙ୍କୁ ଏବେ ଚିକିତ୍ସାଳୟ ରେ ଭର୍ତ୍ତି ମଧ୍ୟ କରାଯାଇଛି। ଏହି ମାମଲାରେ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଦୁଇ ଜଣକୁ ମଧ୍ଯ ଏନେଇ ଗିରଫ କରାଯାଇଛି।
ଯେଉଁ ମାନେ ଏହି ଘଟଣା ସହ ସଂପୃକ୍ତ ଅଛନ୍ତି ଆଉ ଏହି ଘଟଣା ର ଉତ୍ତରଦାୟୀ ଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲା କଂଗ୍ରେସ ଦାବୀ କରିଛି। ଆଉ ଏହି ଘଟଣାକୁ ମଧ୍ୟ ଖୁବ ଲଜ୍ୟା ଜନକ ଘଟଣା ବୋଲି କୁହା ଯାଇଛି।
ଯତ୍ନ ଦିନକୁ ଦିନ ଏହି ଘଟଣା ମାନ ଆମ ରାଜ୍ୟରେ ବଢ଼ିବାରେ ଲାଗିଛି। ଯାହାକି ଅତ୍ୟନ୍ତ ନିନ୍ଦନୀୟ ମଧ୍ୟ ଅଟେ। ଏହାକୁ ପ୍ରତ୍ୟେକ କ୍ଷେତ୍ରରେ କଡା ନିନ୍ଦା ମଧ୍ୟ କରାଯାଇଛି। ଏହି ଘଟଣା ଆମ ରାଜ୍ୟର ଅଧିକ ଘଟୁଥିବା ବେଳେ ଅଭିଯୁକ୍ତ ମାନେ ଫେରାର ହୋଇ ଯାଇଛନ୍ତି।
Special report
ଆଉ ସେଥିପାଇଁ ଦିନକୁ ଦିନ ଏଭଳି ସବୁ ଘୃଣ୍ୟ କାର୍ଯ୍ୟ ମଧ୍ୟ ବଢ଼ିବାକୁ ଲାଗିଛି ସେଥିପାଇଁ ଏହା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ନିହାତି ଦରକାର୍ ବୋଲି କଂଗ୍ରେସ କହିଛି।
ଏହି ଘଟଣା ମଧ୍ୟ ବିଧାନ ସଭାରେ ଉଠିବା ସହ ସରକାର ଙ୍କୁ ୧୫ ଦିନ ପର୍ଯ୍ୟନ୍ତ ସମୟ ମଧ୍ୟ ଦିଆ ଯାଇଛି। ଯଦି ଏହି ସମୟ ସୀମା ମଧ୍ୟରେ ଦୋଷୀ ମାନଙ୍କୁ କଠୋର ଶାସ୍ତି ନମିଳେ ତେବେ ନବରଙ୍ଗପୁର ରେ କଂଗ୍ରେସ ବନ୍ଦ୍ ଡାକରା କରିବ ବୋଲି ଏହା କହିଛି।
ଆଉ ଶିକ୍ଷକ ଦୁଇ ଜଣକୁ ଯଥା ଶୀଘ୍ର ତାଙ୍କ ଚାକିରୀ ରୁ ନିଲମ୍ବନ କରାଯାଉ ବୋଲି ମଧ୍ୟ ଏହା କୁହା ଯାଇଛି।। ଯଦି ତାଙ୍କୁ କଠୋର ରୁ କଠୋର ଶାସ୍ତି ନମିଳେ ତେବେ ଏଭଳି ଘଟଣା ଆହୁରି ଘଟିବାକୁ ଲାଗିବ।
ଏହି ଘଟଣା କୁ ଏବେ ଖୁବ୍ ନିନ୍ଦା ମଧ୍ୟ କରାଯାଉଛି। ଏହି ଘଟଣା ସଂପର୍କରେ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Advertisement