ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ହୀରାକୁଦରେ ଦେଖା ଦେଇଛି ଭୟଙ୍କର ବାସୁକି ନାଗ। ଏଥର ଶେଷ ହେବ କଳିଯୁଗ ଓ ଶେଷ ହେବ ମାଳିକା ର ଭବିଷ୍ୟ ବାଣୀ। ଭୟରେ ମଧ୍ୟ ଥରି ଉଠିଲାଣି ହୀରାକୁଦ ଅଞ୍ଚଳ ବାସୀ ଙ୍କ ଛାତି।
କୁମ୍ଭୀର ଓ ବସୁକି ନାଗ କବଳରେ ଏବେ କଲବଲ ହେଉଛି ସାରା ଓଡ଼ିଶା। ଓଡ଼ିଶାରେ ଏବେ ଗୋଟେ ପରେ ଗୋଟେ ଭୟଙ୍କର ଯିବ ଆସି ଲୋକ ମାନଙ୍କୁ ଛଟପଟ କରି ମାରି ଦେଉଛନ୍ତି।
ଆଉ ମାଳିକା ରେ ବର୍ଣ୍ଣିତ ଥିବା ଭବିଷ୍ୟ ବାଣୀ ମଧ୍ୟ ସବୁ କିଛି ସତ ହେବାରେ ଲାଗିଛି। ବଉଳା କୁମ୍ଭୀର ମାନଙ୍କ ଆତଙ୍କ ଏବେ ପର୍ଯ୍ୟନ୍ତ ସରି ନାହିଁ। ହେଲେ ମହାବଳ ବସୁକି ନାଗର ଆତଙ୍କରେ ଥର ହର ହେଲେଣି ଓଡ଼ିଶା ବାସୀ।
ଏହି କଳିଯୁଗରେ ଏଭଳି ଭୟଙ୍କର ଯିବ ମାନେ ଆସି ମଣିଷ ମାନଙ୍କର ଜୀବନକୁ ବିନାଶ କରିବେ। ଆଉ ମନୁଷ୍ୟ ଜାତି ଦିନକୁ ଦିନ ମଧ୍ୟ ବିପଦରେ ପଡ଼ିବାରେ ଲାଗି ପଡିଛନ୍ତି। ମାଳିକା ରେ ଲେଖା ହୋଇଛି ଏଭଳି କଥା।
ସେହି ମାଳିକା ବଚନ ପାଇଁ କଳିଯୁଗ ଶେଷରେ ବାହାରିବ ବସୁକି ନାଗ ଆଉ ନେବ ଭୟଙ୍କର ରୁପ। ଫଣା ଟେକି ଗର୍ଜନ କରିବ ଆଉ ତାର ହୁଙ୍କାର ରେ ମଧ୍ୟ ଚତୁର୍ଦ୍ଦିଗ ପ୍ରକମ୍ପିତ ହେବ।
ସାତ ଦିନ ସାତ ରାତି ଅନ୍ଧାରର ଲାଭ ଉଠାଇ ଭୟଙ୍କର ଲୀଳା ରଚିବ। ଆଉ ତାହାରି ଭୟରେ ମଧ୍ଯ ସାରା ମାନବ ଜାତି ତ୍ରାହି ତ୍ରାହି ଡାକିବ। ଆଉ କଳିଯୁଗ ର ଶେଷ ସମୟରେ ହିଁ ବାହାରିବ ଏହି ବସୁକି ନାଗ। ବିଶ୍ଵ ରେ ତାଣ୍ଡବ ରଚିବା ପାଇଁ ବାହାରିବ।
ଏଭଳି ଦିନକୁ ଦିନ ମାଳିକା ବଚନ ସବୁ କିଛି ସତ ହେବାରେ ଲାଗିଛି। ସେଥିପାଇଁ ଏହାକୁ ମଧ୍ୟ ଲୋକମାନେ ଏବେ ବିଶ୍ବାସ କରିବାରେ ଲାଗି ପଡିଛନ୍ତି। ମାନବ ଜାତିର ଏଭଳି ଭାବରେ ବିନାଶ ହେବ ବୋଲି ମଧ୍ୟ ମାଳିକା ରେ ଏହା ଉଲ୍ଲେଖ କରାଯାଇଛି। ତେବେ ଆପଣ ମାନଙ୍କୁ କଣ ଲାଗୁଛି କି ଆଗକୁ କଣ ହେବ ତାହା ଆପଣ ଆମକୁ ନିଶ୍ଚିତ ଭାବରେ ଜଣାଇବାକୁ ଅନୁରୋଧ।