ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଆଉ ଏକ ଭିଡିଓ ଆଉ ସେହି ଭିଡିଓ ରେ ଏଭଳି କିଛି ଦେଖିବାକୁ ମିଳିଛି ଯାହାକୁ ଦେଖି ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
ଏହି ଭିଡିଓ ରେ ଦେଖିବାକୁ ମିଳିଛି କି ଦୀପିକା ଏକ ସ୍କୁଟି କୁ ଧରି ନାଳ ରେ ପକାଇ ଦେଉଛନ୍ତି। ଆଉ ଜଣା ପଡ଼ିଛି କି ତାହା ଦିନେଶ ଙ୍କ ବାପା ଙ୍କ ସ୍କୁଟି ବୋଲି ଜଣା ପଡିଛି।

ଦିନେଶ ଙ୍କ ବାପା ଙ୍କ ଗାଡ଼ି କୁ ଦୀପିକା ଟାଣି ଟାଣି ନାଳରେ ପକାଇ ଦେଉଛନ୍ତି। ଭିଡିଓ ରେ ଦେଖିବାକୁ ମିଳିଛି କି ପ୍ରଥମେ ତାଙ୍କର କୋଳରେ ବସିଥିବା ତାଙ୍କର ପୁଅ କୁ ତଳେ ବସାଉ ଛନ୍ତି। ଆଉ ତା ପରେ ଆସି ଦିନେଶ ଙ୍କ ବାପା ଙ୍କ ଗାଡ଼ି କୁ ତଳେ ପକାଉଛନ୍ତି।

ଆଉ ତାହାପରେ ସେ ଏହି ଗାଡ଼ି କୁ ଘୋଷାଡି ଘୋଷାଡି ନାଳ ନିକଟକୁ ନେଇ ଯାଉଛନ୍ତି। ଏହି ଭିଡିଓ ଟି ଗତ ୨୩ ତାରିଖ ର ବୋଲି କୁହା ଯାଉଛି। ଦୀପିକା ଙ୍କୁ ଏହା ପଛର କାରଣ କହିଛନ୍ତି।
ସେ କହିଥିଲେ କି ଦିନେଶ ଙ୍କ ବାପା ତାଙ୍କରି କୁନି ପୁଅ କୁ ଖୁବ ଗାଳି ଗୁଲଜ କରିଥିଲେ। ଆଉ ସେହି ରାଗରେ ଦିନେଶ ସେଦିନ ଏଭଳି କାମ କରିଥିବା ନେଇ କହିଛନ୍ତି। ତାଙ୍କ ପୁଅ କୁ ଦିନେଶ ଙ୍କ ବାପା ଗାଳି କରି ଥିବାରୁ ସେ ରାଗିକି ତାଙ୍କର ଗାଡ଼ି କୁ ତଳେ ପକାଇ ଦେଉଛନ୍ତି।
ଏନେଇ ଏବେ ଦିନେଶ ଙ୍କ ବାପା ମଧ୍ଯ ଏବେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ପୋଲିସ ମଧ୍ୟ ଅଭିଯୋଗ କରିବା ପରେ ପୋଲିସ୍ ମଧ୍ୟ ଏହାର ଅଭିଯୋଗ ଆରମ୍ଭ କରି ଦେଇଛି।
ସେପଟେ ଦିନେଶ ଙ୍କ ପରିବାର ଲୋକେ କହିଛନ୍ତି କି ତାଙ୍କୁ ନ୍ୟାୟ ଦେବା ପାଇଁ। ଦିନେଶ ଓ ଦୀପିକା ଙ୍କ ମଧ୍ୟରେ ବିବାଦ ଥମିବାର ନାଁ ହିଁ ନେଉ ନାହିଁ। ଦିନକୁ ଦିନ ଏହି ବିବାଦ ମଧ୍ଯ ବଢ଼ି ଚାଲିଛି। ଏହାକୁ ନେଇ ଏବେ ସମସ୍ତେ ମଧ୍ୟ ଚିନ୍ତିତ ଅଛନ୍ତି।
କାରଣ ଦୀପିକା ନିଜ ନ୍ୟାୟ ପାଇଁ ଏବେ ମଧ୍ୟ ଲଢେଇ କରୁଛନ୍ତି। ଆଉ ଏବେ ଦେଖିବା ବାକି ରହିଲା କି ଆଗକୁ ଏହି ବିବାଦ କେଉଁ ମୋଡ଼ ନେବା ପାଇଁ ଯାଉଛି। ତେବେ ଆପଣ ଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।