Sep 10, 2023, 16:20 IST

ଝିଅ ସାରା ର ଶୁଭମନ ପ୍ରେମ ଦେଖି ଦୁଃଖୀ ହେଲେ ସଚିନ, କହିଲେ ଏଇ ବର୍ଷ ଯେମିତି ହେଲେ ତାକୁ ବାହା କରିଦେବି

Viral

ନମସ୍କାର ପାଠକ ବନ୍ଧୁ।ସଚିନ ତେନ୍ଦୁଲକର ଙ୍କୁ ବର୍ତ୍ତମାନ ସମୟ ରେ କିଏ ବା ନ ଜାଣେ।ସେ ଭାରତୀୟ କ୍ରିକେଟ ଦଳ ର ଆଗ ଧାଡ଼ି ର ବ୍ୟାଟସ ମ୍ୟାନ ଥିଲେ।ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବଡ ଲୋକ ଯାଏଁ ସମସ୍ତେ ତାଙ୍କୁ ଜାଣି ଛନ୍ତି।କୁହା ଯାଏ ଯେ ଭାରତୀୟ କ୍ରିକେଟ ଦଳ କୁ ଆଗକୁ ନେବାରେ ତାଙ୍କର ଭୂମିକା ବେଶ୍ ଗୁରୁତ୍ଵ ପୂର୍ଣ୍ଣ।
ତାଙ୍କ ପରିବାର ବିଷୟ ରେ ସବୁବେଳେ ସୋସିଆଲ ମିଡ଼ିଆ ରେ ଖୁବ୍ ଚର୍ଚ୍ଚା ହୋଇ ଥାଏ।ନିଜେ କ୍ରିକେଟ ଖେଳିବା ସହିତ ସେ ଅନ୍ୟ ମାନଙ୍କୁ ମଧ୍ୟ କ୍ରିକେଟ ଖେଳିବା ପାଇଁ ପରାମର୍ଶ ଦିଅନ୍ତି।ତାଙ୍କର ଏଭଳି କାମ ପାଇଁ ତାଙ୍କୁ ସମସ୍ତେ ପ୍ରଶଂସା କରନ୍ତି।
Sara
ଆପଣ ମାନେ ଜାଣି ଥିବେ ଯେ ଭାରତୀୟ କ୍ରିକେଟ ଦଳ ର ବ୍ୟାଟସମ୍ୟାନ୍ ଶୁଭମନ ଗିଲ ଙ୍କ ସହିତ ସଚିନ ତେନ୍ଦୁଲକର ଙ୍କ ଝିଅ ସାରା ତେନ୍ଦୁଲକର ଙ୍କ ସମ୍ପର୍କ ରହିଛି।ଏବେ ସୋସିଆଲ ମିଡ଼ିଆ ରେ ତାଙ୍କ ବିଷୟ ରେ ଖୁବ୍ ଚର୍ଚ୍ଚା ହେଉଚି।ଅନେକ ସ୍ଥାନ ରେ ଉଭୟ ଙ୍କୁ ସାଙ୍ଗ ହୋଇ ଦେଖିବାକୁ ମିଳିଚି।
ଦୀର୍ଘ ବର୍ଷ ହେଲାଣି ସେମାନେ ପରସ୍ପର କୁ ପ୍ରେମ କରୁଛନ୍ତି।ଓ ଖୁବ୍ ଶୀଘ୍ର ସେମାନଙ୍କ ବିବାହ ହେବ।ଏବେ ଶୁଣା ଯାଉଚି କି ସଚିନ ତେନ୍ଦୁଲକର ମଧ୍ୟ ଏହି ପ୍ରସ୍ତାବ କୁ ସ୍ବୀକାର କରିଛନ୍ତି।ସେ ତାଙ୍କ ଝିଅ ସାରା ତେନ୍ଦୁଲକର ଙ୍କୁ ବହୁତ ଭଲ ପାଆନ୍ତି।
ସାରା ଏବେ ବିଦେଶ ରେ ରହି ପାଠ ପଢ଼ୁ ଛନ୍ତି।ଏହି କିଛି ଦିନ ତଳେ ଶୁଭମନ ଗିଲ ଙ୍କ ଜନ୍ମ ଦିନ ହୋଇ ଥିଲା।ଏହି ଜନ୍ମ ଦିନ ଅବସର ରେ ଶୁଭମନ ଗିଲ ଙ୍କୁ ସଚିନ ତେନ୍ଦୁଲକର ଅଭିନନ୍ଦନ ଜଣାଇଥିଲେ।ଓ ତାଙ୍କୁ ଖୁବ୍ ଭଲ ପାଇବା ଦେଇଥିଲେ।
ଏହାକୁ ଦେଖି ସଚିନ ତେନ୍ଦୁଲକର ଙ୍କ ଫ୍ୟାନସ ମାନେ କହୁଛନ୍ତି କି ସଚିନ ତେନ୍ଦୁଲକର ଶୁଭମନ ଗିଲ ଙ୍କୁ ଜ୍ବାଇଁ କରିବା ପାଇଁ ରାଜି ହୋଇ ଯାଇଛନ୍ତି।କିନ୍ତୁ ଏହା କେତେ ଦୂର ସତ କି ମିଛ ତାହା ଏ ଯାଏଁ ଜଣା ପଡି ନାହିଁ।
Viral
ସୂଚନା ଅନୁସାରେ ଗତ କିଛି ଦିନ ହେବ ସୋସିଆଲ ମିଡ଼ିଆ ରେ ଶୁଭମନ୍ ଗିଲ ଓ ସାରା ତେନ୍ଦୁଲକର ଙ୍କୁ ନେଇ ଅନେକ କଥା ଶୁଣିବାକୁ ମିଳୁଚି।ସେମାନେ ପରସ୍ପର କୁ ଏବେ ଡେଟ କରୁଛନ୍ତି।ଖୁବ୍ ଶୀଘ୍ର ବିବାହ କରିବେ।ଏଥିପାଇଁ ପ୍ରଥମେ ପ୍ରଥମେ ସଚିନ ତେନ୍ଦୁଲକର ରାଜି ହୋଇ ନ ଥିଲେ।କିନ୍ତୁ ଏବେ ସେ ସମ୍ପୂର୍ଣ୍ଣ ରୂପେ ରାଜି ଅଛନ୍ତି।

Advertisement