Updated: Mar 4, 2024, 11:35 IST

ନିଜ ଝିଅ ସାରା ବିଷୟରେ କହିଲେ ତେନ୍ଦୁଲକର..ମୋ ଝିଅ ଯଦି ଛିଙ୍କି ଦେବ,କୋଟି କୋଟି ଟଙ୍କା ଗଳି ପଡ଼ିବ...

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Viral
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।
ବନ୍ଧୁଗଣ ସଚିନ ଗେହ୍ଲା ଝିଅ ସାରା ତେନ୍ଦୁଲକର। ବୟସ କମ କିନ୍ତୁ କୋଟି କୋଟି ଟଙ୍କାର ହେଉଛନ୍ତି ସେ ମାଲିକାଣୀ। ତେବେ ସାରା ତେନ୍ଦୁଲକର ଅନେକ କାରଣରୁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି।
Sara Tendulkar
କେତେବେଳେ ସୁଗ୍ମନକ୍ଲିକଙ୍କ ସହିତ ତାଙ୍କ ସଂପର୍କକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି ତ କେତେବେଳେ ସେ ତାଙ୍କ ଫୋଟକୁ ନେଇ ଚର୍ଚ୍ଚାରେ ଆସିଥାନ୍ତି। ତେବେ ସୋସିଆଲ ମିଡିଆରେ ସାରା ସବୁବେଳେ ସକ୍ରିୟ ରହିଥାନ୍ତି। ଇନଷ୍ଟଗ୍ରମାରେ ସାରା ଅନେକ ସମୟରେ ନିଜ ଫଟୋ ସେୟାର କରନ୍ତି ଯାହାକୁ ଦେଖି ତାଙ୍କ ଫ୍ୟାନ୍ସ ବହୁତ ଖୁସି ହୋଇଯାଆନ୍ତି। 
ଏମିତିକି ସାରା ତେନ୍ଦୁଲକରଙ୍କ ଫ୍ୟାନ୍ସ ଲକ୍ଷ ଲକ୍ଷ ରହିଛି। କହିବାକୁ ଗଲେ ବଲିଓଡ ହିରୋଇନଙ୍କ ଅପେକ୍ଷା ସାରାଙ୍କର ଅଧିକ ଫଲରସ ଅଛନ୍ତି। ସାରା କୌଣସି କାମ କରନ୍ତି ନାହିଁ କିନ୍ତୁ ସେ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି।
ମାତ୍ରା ସେ ୨୬ ବର୍ଷ ବୟସରେ କୋଟି କୋଟି ଟଙ୍କାର ମାଲିକାଣୀ ହୋଇ ପାରିଛନ୍ତି। ସାରା କୌଣସି ବଲିଓଡ ଫିଲ୍ମରେ କାମ କରୁନଥିଲେ ମଧ୍ୟ ସାରାଙ୍କ ଲୋକପ୍ରିୟତା ଅନ୍ୟ ଅଭିନେତାଙ୍କ ତୁଳନାରେ କୌଣସି କମ୍ ନୁହେଁ। ସାରା ବଲିଓଡ ଅଭିନେତ୍ରୀ ହୋଇନଥିଲେ ମଧ୍ୟ ତାଙ୍କ ସୌନ୍ଦର୍ଯ୍ୟ ପ୍ରଶଂସକ ମାନେ ଆକର୍ଷିତ ହୋଇଥାଆନ୍ତି। ସାରା ମାଡଲିଂ କରନ୍ତି।
ଶୁଣିବାକୁ ମିଳୁଛି ଯେ ସାରା ବଲିଓଡରେ ପାଦ ଦେବାକୁ ଯାଉଛନ୍ତି। ସାରା ପ୍ରସିଦ୍ଧ ବ୍ରାଣ୍ଡରେ ଏକ ମଡେଲର ଭାବେ ଡେଭ୍ୟୁ କରିଛନ୍ତି। ଏହା ବ୍ୟତୀତ ସେ ମେଡ଼ିସିନରେ ଅଧ୍ୟୟନ ସମାପ୍ତ କରିଥିଲେ। ସାରା ତାଙ୍କ ମାଙ୍କ ପଥ ଅନୁସରଣ କରିଛନ୍ତି। ସାରା ତେନ୍ଦୁଲକର ବିଦେଶରେ ରହି ପାଠ ପଢୁଥିଲେ। ସଚିନଙ୍କ ପତ୍ନୀ କହିବାକୁ ଗଲେ ଜଣେ ଡାକ୍ତର ଅଟନ୍ତି।
ସେ ଶିଶୁ ବିଶେଷଜ୍ଞ ଭାବରେ କାର୍ଯ୍ୟ କରୁଛନ୍ତି। ତାଙ୍କ ମାଙ୍କ ପରି ସାରା ମଧ୍ୟ ୟୁନିଭର ସିଟି ଲଣ୍ଡନରୁ ଡାକ୍ତରୀ ବିଜ୍ଞାନ ଅଧ୍ୟୟନ କରିଥିଲେ। ଏହା ପରେ ଏହାକୁ ବାଦ ଦେଲେ ସୋସିଆଲ ମିଡିଆରୁ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଶରତ।

Advertisement