Sep 14, 2023, 10:53 IST

ସାରା ରାତି ସାଙ୍ଘାତିକ ଦୁଷ୍କର୍ମ ଦେଖନ୍ତୁ ଏବେ ଏବେ ଆସିଲା ବଡ ଖବର ସବୁ ସହିଲେ ଏବେ ମୁଁହ ଖୋଲିଲେ

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଖବର ସତରେ ବହୁତ କଷ୍ଟଦାୟକ ଅଟେ । ଲୋକମାନେ ଏମିତି କାମ କିଭଳି କରିପାରନ୍ତି । ଏହି ଘଟଣା ଘଟିଛି ଭୁବନେଶ୍ୱର ସହରରେ । ଏହି ସହରରେ ଘଟିଛି ଏହି ଅଭାବନୀୟ ଘଟଣା ।
୨୦୨୦ ମସିହାରେ ଜଣେ ଯୁବକ ଜଣେ ଯୁବତୀଙ୍କୁ ପୁରୀ ଅସ୍ତରଙ୍ଗ ରୁ ଭୁବନେଶ୍ଵରକୁ ଆଣିଥିଲେ ଚାକିରୀ ଦେବେ ବୋଲି । ଆଉ ଏହି ଯୁବକ ଜଣକ ଚାକିରୀ ଦେବେ ବୋଲି କହି ମହିଳାଙ୍କ ସହିତ ଦୁ-ଷ୍କ-ର୍ମ କରିଥିଲେ ।
ଏହି ଦୁ-ଷ୍କ-ର୍ମ ଖବର ଭୁବନେଶ୍ଵରରେ ଛାତି ଥରାଇ ଦେଇଥିଲା । ରାଜ୍ୟ ରାଜଧାନୀ ଥରି ଉଠିଥିଲା । ରାତି ଯେତେ ଅଧିକ ପାଉଥିଲା ସେତେ ଅଧିକ ହିଂସ୍ର ହୋଇ ଯାଉଥିଲା ଏହି ଯୁବକ ଜଣକ । ଏହି ଯୁବକ ଜଣକ ହିଂସ୍ର ହୋଇ ରାତିସାରା ସେହି ମହିଳା ଜଣଙ୍କର ଦେହକୁ ଉପଭୋଗ କରୁଥିଲେ ।  
Special report
ଆଉ ସେ ଭୁଲି ଯାଇଥିଲେ କି ସେ ତାଙ୍କୁ ଚାକିରୀ ଦେବା ପାଇଁ ଆଣିଥିଲେ । ଚାକିରୀ ଦେବେ ବୋଲି କହି ଏହି ଯୁବକ ଜଣକ ଯୁବତୀଙ୍କ ସହ ରାତିସାରା ଦୁ-ଷ୍କ-ର୍ମ କରିଥିଲେ । ଯୁବତୀ ଜଣକ ରାତିରେ ପାଣି ପିଇବାକୁ ମାଗିଥିଲେ କିନ୍ତୁ ଏହି ଯୁବକ ଜଣକ କାମନା ଭୋକରେ ଏତେ ବ୍ୟାକୁଳ ଥିଲା
ଯେ ସେ ଯୁବତୀଙ୍କ ଚିତ୍କାର କି ପାଣି ପିଇବା କଥା ଶୁଣି ନଥିଲା । ସତରେ ଏହି ଯୁବକ ଜଣକ ବହୁତ ହିଂସ୍ର ଅଟନ୍ତି । ଏହି ଘଟଣା ପରେ ଯୁବତୀ ଜଣଙ୍କୁ ଦୁ-ଷ୍କ-ର୍ମ କରିବାର ପରଦିନ ପ୍ରତିଶ୍ରୁତି ଦେଇଥିଲେ ଏହି ଯୁବକ ଜଣକ । ଆଉ ଏବେ ସେହି ଯୁବକ ଜଣକ ତାଙ୍କୁ ପ୍ରତାରଣା ଦେଇଛନ୍ତି । 
ଏହି ଯୁବକ ଜଣକ ଏଭଳି କାମ କରିବା ପରେ ଏହି ଯୁବତୀ ଜଣଙ୍କୁ ବିବାହ ପ୍ରତିଶ୍ରୁତି ଦେଇଥିଲେ ଆଉ ସେ ବିବାହ ବି କରିଥିଲେ । ଆଉ ଏହାପରେ ସେହି ଯୁବକ ଜଣକ ଯୁବତୀ ଜଣଙ୍କୁ ଛାଡ଼ି ଦେଇଥିଲେ ।
ସେହି ଯୁବକ ଜଣକ ଯୁବତୀଙ୍କ ଗର୍ଭରେ ଏକ ସନ୍ତାନ ବି ଦେଇଥିଲେ । ଏବେ ଏହି ଯୁବକ ଜଣକ ମହିଳାଙ୍କ ସୁନା ଗହଣା ଆଦି ସବୁ ନେଇ ଫେରାର ହୋଇ ଯାଇଛନ୍ତି । ଅସ୍ତରଙ୍ଗ ଥାନାରେ ଏହି ଅଭିଯୋଗ ଦିଆଯାଇଛି କିନ୍ତୁ ଏହାର କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ।ଦେଖାଯାଉ କେବେ ଏହି ମହିଳାଙ୍କୁ ନ୍ୟାୟ ମିଳୁଛି ।

Advertisement