Dec 27, 2023, 11:02 IST

ହେ ଭଗବାନ ଆଖି ପିଛୁଲାକେ ହେଲା ଅଘଟଣ : ସମୁଦ୍ର ମଝିରେ ବୁଡିଗଲା ଯାତ୍ରୀବାହି କାର....

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ପ୍ରାୟତଃ ସମୟରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ୍ ହେବାର ଦେଖିଥିବେ। ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ସବୁ ଭିଡିଓ ଖୁବ୍ ଭାଇରାଲ୍ ହୋଇଥାଏ।
Special Report
କାରଣ ଆଜିକାଲି ଘରେ ଘରେ ଲୋକମାନେ ସୋସିଆଲ ମିଡିଆର ବହୁଳ ମାତ୍ରାରେ ବ୍ଯବହାର କରୁଛନ୍ତି। ସେଥିପାଇଁ ଏକ ସାଧାରଣ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଶୀଘ୍ର ଭାଇରାଲ୍ ହୋଇ ଯାଉଛି।
ଏବେ ଆମେ ଆପଣଙ୍କୁ ସେଭଳି ଏକ ଭିଡିଓ ଦେଖେଇବାକୁ ଯାଉଛୁ ଏହି ଭିଡିଓ ଦେଖିବା ପରେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଏହି ଭିଡିଓ ରେ ଦେଖିବାକୁ ମିଳିଛି କି ପାଣି ଭିତରେ ହିଁ ମହିନ୍ଦ୍ରା ଥର କାର ଚାଲୁଛି।
ଟ୍ରାଫିକ ଆଡେଇବାକୁ ଯାଇ ଏଭଳି ରିକ୍ସ ନେଇଛନ୍ତି ଏହି କାର ମାଲିକ ଜଣକ। ଆଉ ଏଥିପାଇଁ ସେ ଏବେ ଫାଇନ ମଧ୍ୟ ଗଣିଛନ୍ତି। ସେ ଦେଇଛନ୍ତି ମୋଟା ଅଙ୍କର ଜୋରିମାନା ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି।
Special Report
ହିମାଳୟର ଚନ୍ଦ୍ରାନଦୀ ରେ ଏହି ଥର ଚାଲୁଥିବା ଦେଖିବାକୁ ମିଳିଛି। ଜଣେ ପର୍ଯ୍ୟଟକ ଟ୍ରାଫିକ ଏଡାଇବାକୁ ଯାଇ ଏଭଳି ଗାଡ଼ିକୁ ନଦୀ ଭିତରେ ହିଁ ଚଳାଉ ଥିଲେ। ଆଉ ଏହାକୁ ସେଠାରେ ଉପସ୍ଥିତ ଥିବା କିଛି ଲୋକ ଦେଖିଥିଲେ।
ବଡ଼ ଦିନ ଥିବାରୁ ବ୍ୟକ୍ତି ଜଣକ ଏଭଳି କିଛି ରିକ୍ସ୍ ନେଇଥିଲେ। ଏହାକୁ ନେଇ ସୋସିଆଲ ମିଡ଼ିଆ ଖୁବ୍ ଭିଡିଓ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି। ଭିଡିଓ କୁ ଅନେକ ନାପସନ୍ଦ କରିବା ସହ,
ଏହାକୁ କଡ଼ା ସମାଲୋଚନା ମଧ୍ଯ କରିଛନ୍ତି। ଭିଡିଓ ଭାଇରାଲ୍ ହେବାପରେ ସଂପୃକ୍ତ ଗାଡ଼ି ବାଲା ଙ୍କ ନାମରେ ଚାଲାଣ କଟା ଯାଇଛି। ଟ୍ରାଫିକ ଆଇନ ଉଲଙ୍ଘନ କରି ଥିବାରୁ ତାଙ୍କୁ ଜୋରିମାନା ହୋଇଛି।
ହଠାତ୍ ଏଭଳି ଦୃଶ୍ୟ ଦେଖିବା ପରେ ନଦୀ ପାଖରେ ପୋଲିସ ଫୋର୍ସ ମଧ୍ଯ ମୃତୟନ କରାଯାଇ ଥିଲା। ତେବେ ଏହି ଭିଡିଓ ଦେଖିବା ପରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନା

Advertisement