Updated: Sep 10, 2023, 09:09 IST

ସମୁଦ୍ର ଭିତରେ ଆଜିବି ଏମିତି ରହିଛି ସୁରକ୍ଷିତ ଦ୍ୱାରକା ଧାମ ! ଦେଖନ୍ତୁ କେମିତି ରହିଛି ଏହାର ସ୍ଥିତି

Viral videos

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ପ୍ରଭୁ କୃଷ୍ଣଙ୍କ ବିଷୟରେ ତ ଜାଣିଥିବେ । ପ୍ରଭୁ କୃଷ୍ଣଙ୍କୁ ଅନେକ ଲୋକ ବିଶ୍ୱାସ କରିଥାନ୍ତି । ପ୍ରଭୁ କୃଷ୍ଣ ତାଙ୍କ ମହିମା ମଧ୍ୟ ସବୁବେଳେ ଦେଖାଇଥାନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ କିଛି ଖବର ଜାଣିପାରିବେ ।
Dwaraka
ଏହି କଥା ହେଉଛି ୧୯୮୩ ମସିହା ବେଳର । ଆଉ ଏହିଦିନ ଆରବ ସାଗର ଭିତରକୁ କିଛି ବ୍ୟକ୍ତି ଯାଇଥିଲେ । ଆଉ ସେଠାରେ ସେମାନେ ଯାହା ଦେଖିଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ ।
ଆଉ ଏହି ଖବର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଏହି ସମୁଦ୍ର ଭିତରେ ସେମାନେ ଏଭଳି ଆଶ୍ଚର୍ଯ୍ୟ କରିଲା ଭଳି ଦୃଶ୍ୟ ଦେଖିଥିଲେ । ସମୁଦ୍ରର ୧୩୦ ଫୁଟ ଗଭୀର ଭିତରକୁ ଯାଇଥିବା ବେଳେ ଏହି ଦୃଶ୍ୟ ସେମାନେ ଦେଖିଥିଲେ।
ଆଉ କ୍ୟାମେରାରେ ଏହି ସବୁ ରେକର୍ଡ ହୋଇଥିଲା । 
ଏହି ବିଷୟରେ କାହାକୁ କିଛି ଜଣାନାହିଁ । ସମୁଦ୍ର ଭିତରେ ଆଜି ମଧ୍ୟ ଏଭଳି ଅନେକ ରହସ୍ୟ ଅଛି ଯାହା କେହି ଜାଣନ୍ତି ନାହିଁ । ସମୁଦ୍ର ଭିତରେ ଏକ ନଗରୀ ଥିଲା । ଏହି ଭିତରେ ଏକ ସହର ଥିଲା । ଏହିସବୁ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।
Dwaraka
ଆଉ ସେମାନେ ଏହିସବୁ ଦେଖି ସେଠାରୁ ଏକ ପଥର ନେଇ ଯାଇଥିଲେ । ଆଉ ଏହି ପଥର ମହାଭାରତ ଯୁଗର ବୋଲି ଜଣାପଡିଛି । ମହାଭାରତ ଯୁଗରେ ଏହି ବିଷୟରେ ଲେଖାଯାଇଛି । ଏହି ସମୁଦ୍ର ଭିତରେ ଦ୍ବାରିକା ନଗରୀ ଦେଖା ଯାଇଥିଲା । ଆଉ ଏହି ନଗରୀ ବହୁତ ସୁନ୍ଦର ଥିଲା ।
କୃଷ୍ଣ ଭଗବାନ ସମୁଦ୍ର ଉପରେ ଏକ ନଗରୀ ନିର୍ମାଣ କରିବାକୁ ବିଶ୍ଵକର୍ମା ଭଗବାନଙ୍କୁ କହିଥିଲେ । ଆଉ ସେଥିପାଇଁ କୃଷ୍ଣ ଭଗବାନ ସମୁଦ୍ର ତପସ୍ୟା କରିଥିଲେ । ଆଉ ଏହି ନଗରୀ ବହୁତ ସୁନ୍ଦର ଥିଲେ । ଏହାପରେ ପ୍ରଭୂ କୃଷ୍ଣ ମଥୁରା ଯାଇଥିଲେ । ମହାଭାରତ ଯୁଦ୍ଧରେ ପ୍ରଭୁ କୃଷ୍ଣ ଅର୍ଜୁନଙ୍କ ସହଯୋଗୀ ଥିଲେ ।
ଏହାପରେ ସେଠାରୁ ଦ୍ବାରିକା ନଗରୀ ଧ୍ଵଂସ ହୋଇଥିଲା । ଯାଦବ ବଂଶ ନିପାତ ହେବ ବୋଲି ଗାନ୍ଧାରୀ ଅଭିଶାପ ଦେଇଥିଲେ । ଆଉ ଏହି କଥା ଭଗବାନ କୃଷ୍ଣ ବି ଜାଣିଥିଲେ । ଏଭଳି ଅନେକ କଥା ଆଉ ଅନେକ ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । କିଭଳି ସମୁଦ୍ର ଭିତରେ ଏହି ନଗରୀ ଆସିଲା ସେହି ବିଷୟରେ ମଧ୍ୟ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ।

Advertisement