Updated: Sep 28, 2023, 18:44 IST

ଗୋଟି ଗୋଟିକି ସବୁ ଖୋଲିଲେ ମୁଁହ ଦେଖନ୍ତୁ କେମିତି ଫସାଇଦେଲେ ବାହାରକୁ ନେଇ - Exclusive

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ପ୍ରତ୍ୟେକ ଦିନ ଅନେକ ପ୍ରକାର ଖବର ସାମ୍ନାକୁ ଆସିଥାଏ। ତେବେ ଆଜିକାଲି ସମସ୍ତ ଲୋକ ଇଣ୍ଟର୍ନେଟ ଏବଂ ସୋସିଆଲ ମିଡିଆ ସହ ଜଡିତ ଅଛନ୍ତି।
Special report
ବର୍ତ୍ତମାନର ଡିଜିଟାଲ ଦୁନିଆରେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଆଉ ଏସବୁ ଘଟଣା ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ମଧ୍ୟ ଅତି ସହଜରେ ଦେଖିପାରୁଛନ୍ତି। 
ବନ୍ଧୁଗଣ ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନେ ସୋସିଆଲ ମିଡିଆ ମାଧ୍ୟମରେ ନିଜର ମନୋରଞ୍ଜନ କରିପାରୁଛନ୍ତି। ଆଉ କିଛି ଲୋକ ଏପରି ବି ଅଛନ୍ତି ଯେଉଁ ମାନେ ସୋସିଆଲ ମିଡିଆ ମାଧ୍ୟମରେ ଲୋକ ମାନଙ୍କ ମନୋରଞ୍ଜନ କରାଇ ଅତି ସହଜରେ ଫେମସ ହୋଇ ପାରୁଛନ୍ତି।
Special report
ତେବେ ବନ୍ଧୁଗଣ ବର୍ତ୍ତମାନ ଠକାମୀ କୁ ନେଇ ଏକ ଘଟଣା ସାମ୍ନାକୁ ଆସିଛି। ଯାହାକି ଅଭିନୟ କରିବା ପାଇଁ ସୁଯୋଗ ଦେବାକୁ କହି ଠକିଦେଲେ ଯୁବକ। 
ଦେଢ଼ ଲକ୍ଷ୍ୟ ଟଙ୍କା ଠକାମୀର ଶିକାର ହେବା ପରେ ଏଫଆଇଆର କପି ଧରି ମହିଳା ଥାନାରେ ଯୁବତୀ। ଜୟଦେବ ବିହାରରେ ରହୁଥିବା ରିଙ୍କୁ ନାୟକ ଓରଫ ଭୁବନ ନାୟକଙ୍କ ନାଁରେ ହୋଇଛି ଅଭିଯୋଗ।
Special report
ଯୁବତୀଙ୍କୁ ଅଭିଯୋଗ ଅନୁସାରେ ବାଥରୁମରେ ଗାଧେଇବାର ଭିଡିଓ ରଖିଛନ୍ତି ଯୁବକ। ସେଥିପାଇଁ ଯୁବତୀ ଜଣଙ୍କ ମୁହଁ ଖୋଲିବାକୁ ଡରୁଥିଲେ। ପରେ ଯୁବକ ଅଧିକ ହଇରାଣ କରିବାରୁ ବାଧ୍ୟ ହୋଇ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଯୁବତୀ।  
ଅଭିଯୋଗ ଅନୁଯାୟୀ, ସିରିଏଲରେ କାମ ଦେବାକୁ କହି ଯୁବକ ଜଣକ ଡାକିଥିଲେ । ସୁଟିଂ ସେଟ୍ ବାଥରୁମରେ ଅଭିନେତ୍ରୀଙ୍କ ଭିଡିଓ ସୁଟ୍ କରିଥିଲେ। ବିଭିନ୍ନ ସମୟରେ ଅଭିନେତ୍ରୀଙ୍କୁ ଟଙ୍କା ମଧ୍ୟ ମାଗୁଥଲେ।
ଟଙ୍କା ନଦେଲେ ଭିଡିଓ ଭାଇରାଲ କରାଇଦେବାକୁ କହି ଧମକ ଦେଉଥିଲେ ଯୁବକ। ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି ଅଭିନେତ୍ରୀ। ତେବେ ବନ୍ଧୁଗଣ ବର୍ତ୍ତମାନ ଦେଖିବାକୁ ବାକି ରହିଲା ଅଭିନେତ୍ରୀ ଜଣଙ୍କୁ କେବେ ନ୍ୟାୟ ମିଳୁଛି।

Advertisement