Sep 16, 2023, 12:01 IST

ସାମାନ୍ୟ ଶାରୀରିକ ସମ୍ପର୍କ ପାଇଁ ସ୍ତ୍ରୀ କୁ ପର କରିଦେଲା ସ୍ଵାମୀ, କହିଲା ଯଦି ନ ଦେବୁ ମୋ ଘରୁ ବାହାର

Special report

ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ଆଜିର ପୁରୁଷ ପ୍ରଧାନ ସମାଜ ରେ ମହିଳା ମାନେ ତାଙ୍କ ହାତ ର ଖେଳଣା ସଦୃଶ।ବିବାହ କରି ଶା-ରି-ରୀ-କ ସମ୍ପର୍କ ରଖି ପରେ ଛାଡି ଦେଉଛନ୍ତି।
Special report
ଆଜି ଆମେ ସେହିଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ।ଏହି ଘଟଣା ଟି ହେଉଛି ମୟୂରଭଞ୍ଜ ଜିଲ୍ଲା କୋତପଦା ଅଞ୍ଚଳ ର ନୋଟ ପଡ଼ା ଗାଆଁ ର।ଏଠାରେ ଜଣେ ଯୁବକ ଦିଲ୍ଲୀ ରେ ରହି କାମ କରନ୍ତି।ତାଙ୍କ ଘର ଓଡିଶା ରେ।ସେ ଯୁଆଡ଼େ ଯାଆନ୍ତି ଅନ୍ୟ ଝିଅ ମାନଙ୍କୁ ନିଜ ପ୍ରେମ ଜାଲ ରେ ଫସାଇ ଶା-ରି-ରୀ-କ ସମ୍ପର୍କ ରଖନ୍ତି।
 ସେ ଦୁଇଟି ଝିଅ ଙ୍କୁ ବିବାହ କରିଛନ୍ତି।ଜଣକୁ ଦିଲ୍ଲୀ ରେ ରଖୁ ଥିବା ବେଳେ ଜଣେ ପତ୍ନୀ ଙ୍କୁ ଗାଁ ରେ ରଖିଛନ୍ତି।ସୂଚନା ଅନୁସାରେ ଓଡ଼ିଶା ର ତୁଳସୀ ସିଂ ନାମକ ଜଣେ ଝିଅ ଦିଲ୍ଲୀ ର ଏକ ଘରୋଇ କମ୍ପାନୀ ରେ କାମ କରୁଥିଲେ।ସେଠାରେ ସୋମା ସିଂ ନାମକ ଅନ୍ୟ ଜଣେ ଯୁବକ କାମ କରୁଥିଲେ।
ଉଭୟ ପରସ୍ପର କୁ ଦେଖିଲା ପରେ ବିବାହ କରିଥିଲେ।ବିବାହ ପରେ ତୁଳସୀ ଜାଣି ନ ଥିଲେ କି ସେ ଆଗରୁ ବିବାହ କରିଛନ୍ତି।ସେଥିପାଇଁ ସେ ତାଙ୍କ ସ୍ଵାମୀ ଙ୍କ ସହିତ ଶା-ରି-ରୀ-କ ସମ୍ପର୍କ ରଖିଥିଲେ।ତୁଳସୀ ଏ ବିଷୟ ରେ ଜାଣିବା ପରେ ସୋମା ଙ୍କୁ ଏ ବିଷୟ ରେ ପଚାରିଲେ।
Special report
ସୋମା ଏ ବିଷୟରେ କିଛି ସମୟ ଚୁପ୍ ରହିଥିଲେ ।ଏହା ପରେ ସବୁ ସତ କଥା ମାନି ଯାଇଥିଲେ।ସେ କହିଲେ କି ମୁ ଦୁଇ ଜଣ କୁ ଖୁସୀ ରେ ରଖିବି।ସେ ଗାଁ ରେ ରହିବ।ତୁ ଦିଲ୍ଲୀ ରେ ରହିବୁ।ମୋ ଉପରେ ଭରଷା ରଖ।
ମୁ ତମ ଦୁଇ ଜଣ ଙ୍କ ସହିତ କୌଣସି ପ୍ରକାର ଭୁଲ ହେବାକୁ ଦେବୀ ନାହିଁ।ଏ କଥା ରେ ତୁଳସୀ ରାଜି ହୋଇ ଯାଇଥିଲେ।ସେ ସୋମା ଙ୍କ ସହିତ ଖୁସି ରେ ରହିବା ଆରମ୍ଭ କଲେ।ହେଲେ ସୋମା ପରବର୍ତ୍ତୀ ସମୟ ରେ ତୁଳସୀ ଙ୍କୁ ବାଡେଇବା ଆରମ୍ଭ କଲେ।
ଯାହାକି ସହି ପାରି ନ ଥିଲେ ତୁଳସୀ।ସେ ଏଥିପାଇଁ ଥାନା ର ଦ୍ବାରସ୍ଥ ହେଲେ।ପୋଲିସ ବାବୁ ଙ୍କ ନିକଟ ରେ ଏକ ଲିଖିତ ଅଭିଯୋଗ ତାଙ୍କ ସ୍ବାମୀ ଙ୍କ ବିରୋଧ ରେ କରିଛନ୍ତି।
ଏବେ ପୋଲିସ ଏହି ଘଟଣା କୁ ଗୁରୁତର ସହିତ ନେଇ ତଦନ୍ତ ଆରମ୍ଭ କରିଛି।ଖୁବ୍ ଶୀଘ୍ର ସେମାନେ ଏହାର ସମାଧାନ କରିବେ ବୋଲି ଆଶା କରାଯାଉଛି।

Advertisement