Updated: Aug 23, 2023, 20:30 IST

ନିଜ ଭିଣେଇ ସହ ଅନୈତିକ ସମ୍ପର୍କ ରଖିଥିଲେ ୩ ଜଣ ଶାଳୀ ହେଲେ ଯେତେବେଳେ ସ୍ତ୍ରୀ ଜାଣିଲା ସତ ତାପରେ..

Viral news

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ସମୟରେ ଆସି ଯାଇଛି ଏକ ବଡ଼ ଖବର। ଟଙ୍କା ପାଇଁ ଭିଣୋଇ ଙ୍କୁ ମାଡ଼ି ବସିଥିଲେ ତିନି ଜଣ ଶାଳୀ। କହିଲେ କି ତାଙ୍କ ଦେହକୁ ଉପଭୋଗ କରି ତାଙ୍କୁ ଟଙ୍କା ଦେବା ପାଇଁ।
ସାମାନ୍ୟ ଟଙ୍କା ପାଇଁ ନିଜ ଇଜ୍ଜତ କୁ ବାଜିରେ ଲଗାଇ ଦେଇଥିଲେ ତିନି ଜଣ ଶାଳୀ। ନିଜକୁ ମଧ୍ଯ ଉଲଗ୍ନ କରି ତାଙ୍କ ଦେହ ଦେଖାଇଲେ ଆଉ ଫଟୋ ମଧ୍ଯ ଉଠାଇଲେ। ଏଭଳି କରି ବ୍ଲାକ ମେଲ କରି ଚାଲିଲେ।
Viral
ଆଉ ଶେଷରେ ଧମକ ଦେଇଥିଲେ କି ଯଦି ସେମାନେ ଟଙ୍କା ନଦେବେ ତେବେ ସେ ତାଙ୍କର ନାମରେ ରେ-ପ୍ କେସ ଦେଇଦେବେ। ଭିଣୋଇ ସହ ରୋମାନ୍ସ କରିବା ପାଇଁ ଓ ଶାରୀରିକ ସମ୍ପର୍କ ରଖିବା ପାଇଁ ପାଗଳ ହୋଇ ଯାଇଥିଲେ ତିନି ଜଣ ଶାଳୀ।
ଏଭଳି ଭାବରେ ଶାଳୀ ମାନଙ୍କର ବ୍ଲାକ ମେଲ ର ଶିକାର ହୋଇଛନ୍ତି। ଏବେ ଏହି ଭିଣୋଇ ଜଣକ। ଆଉ ଧମକ ଦେଇ ଲକ୍ଷ ଲକ୍ଷ ଟଙ୍କା ଓ ସୁନା ଲୁଟି ନେଇଛନ୍ତି ଶାଳୀ ମାନେ।
ଶେଷରେ ରେ-ପ୍ କେସ ରେ ଫସାଇ ଦେବେ ବୋଲି କହି ତିନି ତିନି ଜଣ ଶାଳୀ କରିଛନ୍ତି ଏଭଳି କିଛି କାମ। ଏହି ଘଟଣାଟି ହେଉଛି ଅନୁଗୁଳ ଜିଲ୍ଲା ପଡ଼ତରା ଗ୍ରାମରେ। ଏହି ଗ୍ରାମର ରିନା ନାୟକ ଆସି ଜିଲ୍ଲା ନିରୀକ୍ଷକ ଅଧିକାରୀ ଙ୍କ ଦ୍ବାରସ୍ଥ ହୋଇ ଥିବାର ଦେଖିବାକୁ ମିଳିଛି। ସୁଚନା ଅନୁସାରେ ତାଙ୍କର ସ୍ୱାମୀ ବଳରାମ ନାୟକ ଙ୍କୁ ତାଙ୍କର ନିଜର ତିନିଜଣ ଶାଳୀ ବ୍ଲାକ ମେଲ କରିବା ନେଇ ଥାନାରେ ଅଭିଯୋଗ କରିଥିଲେ।
Viral
ବଳରାମ ଙ୍କୁ ତାଙ୍କର ଶାଳୀ ମାନେ ଧମକ ଚମକ ଦେଇ ବ୍ଲାକ ମେଲ କରି ଆସୁଥିଲେ। ଟଙ୍କା ନଦେଲେ ତାଙ୍କୁ ଏବଂ ତାଙ୍କର ଛୁଆ ଙ୍କୁ ମାରିଦେବେ ବୋଲି କହି ମଧ୍ୟ ଧମକ ଦେଉଥିଲେ। ପରେ ବଳରାମ ତାଙ୍କର ଓ ତାଙ୍କ ପରିବାର କୁ ଆଖି ଆଗରେ ରଖି ତିନିଜଣ ଶାଳୀ ଙ୍କୁ ଲକ୍ଷ ଲକ୍ଷ ଟଙ୍କା ଓ ସୁନା ଦେଇଥିଲେ। ତେବେ ଏହି ଘଟଣା ସମ୍ପର୍କରେ ରୀନା ନାୟକ ଜାଣିବା ପରେ ଥାନାରେ ଏନେଇ ଏତଲା ଦେବାକୁ ଯାଇଥିଲେ।

Advertisement