Updated: Aug 13, 2023, 17:54 IST

ଯେତେବେଳେ ଚିରା ଫଟା ଡ୍ରେସ୍ ପିନ୍ଧି ବାହାରକୁ ବୁଲି ବାହାରିଲେ ଶାହରୁକ୍ ଙ୍କ ଝିଅ, ଘେରିଗଲେ ବସ୍ତି ଟୋକା ଆଉ ତାପରେ ଯାହା କଲେ

Viral news

ନମସ୍କାର ପାଠକ ବନ୍ଧୁ।ବଲିଉଡ ର ନାମ କରା ଅଭିନେତା ମାନଙ୍କ ମଧ୍ୟ ରେ ଶାହାରୁଖ ଖାଁ ଅନ୍ୟତମ।ସେ ଅନେକ ବର୍ଷ ଧରି ବଲିଉଡ ରେ ଅଭିନୟ କରି ସାରିଲେଣି।ଆଜି ମଧ୍ୟ ତାଙ୍କୁ ଲୋକେ କିଙ୍ଗ ଖାଁ ନାମ ରେ ଜାଣି ଛନ୍ତି।
Viral news
ଲୋକ ମାନେ ତାଙ୍କ ଅଭିନୟ କୁ ବହୁତ ପସନ୍ଦ କରନ୍ତି।ଏହି ଅଭିନେତା ଜଣକ ତାଙ୍କ ପ୍ରଶଂସକ ମାନଙ୍କୁ ବହୁତ ଭଲ ପାଆନ୍ତି।ସମ୍ମାନ ମଧ୍ୟ ଦିଅନ୍ତି।ବର୍ତ୍ତମାନ ସମୟ ରେ ଶାହରୁଖ ଖାଁ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ରେ ଅଛନ୍ତି।
ତାଙ୍କ ଝିଅ ପାଇଁ ସେ ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି।ଆମେ ତାଙ୍କ ଝିଅ ଙ୍କ ବିଷୟ ରେ ଏପରି କିଛି କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ।ଶାହରୁଖ ଖାଁ ତାଙ୍କ ଝିଅ କୁ ଖୁବ୍ ଭଲ ସଂସ୍କାର ଦେଇଛନ୍ତି।
Sahrukh
ତାଙ୍କ ଝିଅ ର ନାମ ହେଉଛି ସୁହାନା ଖାଁ।ସୁହାନା ନିଜ ପିତା ଭଳି ସମସ୍ତଙ୍କୁ ଭଲ ବ୍ୟବହାର ଦେଖାଇ ଥାନ୍ତି।ଏହି କିଛି ଦିନ ତଳେ ସେ ରାସ୍ତା ରେ ଯାଉଥିଲେ।ତାଙ୍କ ପାଖରେ ଦୁଇ ଜଣ ଭିକାରୀ ମହିଳା ଟଙ୍କା ମାଗିଥିଲେ।ସେତେ ବେଳେ ସୂହାନା ତାଙ୍କ ପର୍ଷ ରୁ ୫୦୦ ଟଙ୍କା ଦୁଇଟା ବାହାର କରି ଦେଇଥିଲେ।
ଯାହାକୁ ଦେଖି ସେଠାକାର ଉପସ୍ଥିତ ଲୋକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ଏହା ପର ଠାରୁ ସେମାନେ ଶୁହାନା ଖାଁ ଙ୍କୁ ତାଙ୍କ ବାପା ଶାହରୁଖ ଖାଁ ଙ୍କ ସହିତ ତୁଳନା କରିଛନ୍ତି।
ଆଉ ତାଙ୍କ ର ଏହି ବ୍ୟବହାର କୁ ଲୋକ ମାନେ ଖୁବ୍ ପସନ୍ଦ କରିଛନ୍ତି।ସୁହାନା ହେଉଛନ୍ତି ଗୋଟେ ସରଳ ହୃଦୟ ର ବ୍ୟକ୍ତି।ଶାହରୁଖ ଓ ଗୌରୀ ତାଙ୍କୁ ଖୁବ ଭଲ ସଂସ୍କାର ଦେଇଛନ୍ତି।ସୂହାନା ଙ୍କ ଛଡା ଶାହରୁଖ ଙ୍କ ଦୁଇଟି ପୁଅ ମଧ୍ୟ ଅଛି।
Sahrukh
ଏହି କିଛି ଦିନ ତଳେ ସୁହାନା ଏକ ଜମି କିଣି ଥିଲେ।ଯେଉଁଥିପାଇଁ ପାଇଁ ତାଙ୍କ ବାପା ତାଙ୍କୁ ସୋସିଆଲ ମିଡିଆରେ ଖୁବ୍ ପ୍ରଶଂସା କରିଥିଲେ।ଏହା ପରେ ତାଙ୍କର ଏକ ୱୈବ ସିରିଜ ମଧ୍ୟ ରିଲିଜ ହୋଇ ଥିଲା। ଶୁଣା ଯାଉଚି ଯେ ଖୁବ୍ ଶୀଘ୍ର ସୁହାନା ବଲିଉଡ ରେ ପ୍ରବେଶ କରିବେ।ଓ ଲୋକ ଙ୍କ ପାଇଁ ଭଲ ଭଲ ଫିଲ୍ମ କରିବେ ବୋଲି ଆଶା କରା ଯାଉଚି।

Advertisement