Updated: Mar 31, 2024, 19:47 IST

ସଭିଏଁ ଦଳ ଛାଡିବାର କଣ ଥିଲା ମୁଖ୍ୟ କାରଣ ଦେଖନ୍ତୁ ଉଠିଲା ଚର୍ଚ୍ଚା

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ରାଜନୀତିକୁ ନେଇ ଆସୁଥିବା ଖବର ଜାଣିପାରିବେ । ଆପଣମାନେ ସମସ୍ତେ ଅଭିନେତା ଅନୁଭବ ମହାନ୍ତିଙ୍କୁ ଜାଣିଥିବେ ।
ସେ ବିଜେଡି ଦଳର ରାଜନେତା ମଧ୍ୟ । ଆଉ ଏବେ ସେ ଦଳ ଛାଡ଼ି ଦେଇଛନ୍ତି ବୋଲି ଖବର ଆସୁଛି । ଆଉ ଏହି ଖବର ଭିତରେ ଅନେକ କିଛି କଥା ସାମ୍ନାକୁ ଆସିଛି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
Akash
ଏବେ କଥା ଆସୁଛି କି କାହା ଶକ୍ତି ଆଗରେ ହାରିଗଲେ ଅନୁଭବ ମହାନ୍ତି । କାହିଁକି ମନ ଦୁଃଖ କରି ବିଜେଡି ଦଳ ଛାଡ଼ିଲେ ? ତାଙ୍କୁ ମିଳିଥିବା ସୁଯୋଗ ପାଇଁ ସେ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । କିନ୍ତୁ କହିଲେ କି ସେ ଦଳରେ ଆଉ ରହିପାରିବେ ନାହିଁ ।
ଏବେ ପ୍ରଶ୍ନ ଆସୁଛି କି କାହା କଥା କହି ଦଳ ଛାଡ଼ିଦେଲେ ଅନୁଭବ ମହାନ୍ତି । ଚର୍ଚ୍ଚା ହେଉଥିଲା କି ବିଜେଡି ଦଳ ଅନୁଭବ ମହାନ୍ତିଙ୍କୁ ଅଣଦେଖା କରିଦେଇଛି । ସେଥିପାଇଁ ସମସ୍ତେ ଆଲୋଚନା କରୁଥିଲେ କି ଅନୁଭବ ଦଳ ଛାଡ଼ିଦେବେ । 
ଏହି ଚର୍ଚ୍ଚା ଏବେ ସତ ହୋଇଛି ଆଉ ଅନୁଭବ ମହାନ୍ତି ଦଳ ଛାଡ଼ି ଦେଇଛନ୍ତି । ଅନୁଭବ ମହାନ୍ତି କାହିଁକି ଦଳ ଛାଡ଼ିଲେ ଆଉ ଏହାର କାରଣ ସେ ଯାହା ଲେଖିଛନ୍ତି ତାଙ୍କ ଇସ୍ତଫା ପତ୍ରରେ ଏବେ ଏହାକୁ ନେଇ ପ୍ରଶ୍ନ ଆସୁଛି ।
Anubhab
ଅନୁଭବ ମହାନ୍ତି ମନ କଷ୍ଟ କରି ଏହି ଚିଠି ଲେଖିଛନ୍ତି । ଚାରି ବର୍ଷ ହେଲାଣି କିଛି ଅଦୃଶ୍ୟ ଶକ୍ତି କାମ କରୁଛି ଆଉ ସେ ଏଥିପାଇଁ ଦଳ ଛାଡିଛନ୍ତି ବୋଲି ସେ କହିଛନ୍ତି । ଆଉ ଏହି ଅଦୃଶ୍ୟ ଶକ୍ତିକୁ ନେଇ ସେ ଲେଖିଛନ୍ତି ।
ସେ କହିଛନ୍ତି ଚାରି ବର୍ଷ ହେଲା କିଛି ଅଦୃଶ୍ୟ ଶକ୍ତି କାମ କରୁଛି ଆଉ ଏଥିପାଇଁ ସେ ଅଣ ନିଶ୍ବାସୀ gou ପଡ଼ିଛନ୍ତି । ଏହି ଅଦୃଶ୍ୟ ଶକ୍ତି ଏବେ କଣ ଏହାକୁ ନେଇ ଚର୍ଚ୍ଚା ହେଉଛି । ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବାପାଙ୍କ ସମାନ ଭାବିଥାନ୍ତି ଆଉ ସେ ଜନ୍ମଭୂମି ପାଇଁ ଅନେକ କିଛି କରିବେ ବୋଲି ମଧ୍ୟ କହିଛନ୍ତି ।
ଆଉ ଏବେ ଏହି ଅଦୃଶ୍ୟ ଶକ୍ତିକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଏହାସହ ଅନୁଭବ ମହାନ୍ତି ତାଙ୍କ ଛାଡ଼ପତ୍ର ପାଇଁ ଦଳକୁ ସମୟ ଦେଇ ପାରୁନଥିଲେ । ଏଭଳି ଅନେକ କଥା ଏବେ ସାମ୍ନାକୁ ଆସିଛି ।

Advertisement