Updated: Mar 4, 2024, 21:53 IST

ମୁଁହ ଖୋଲିଲେ ଚପଲରେ ମାଡ଼ ଖାଇଥିବା ଯୁବକଙ୍କ ବାପା ଦେଖନ୍ତୁ କଣ କହିଲେ - Exclusive

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ଅନେକ କିଛି ଯାହାକି ଓଲିଉଡ ଜଗତକୁ ନେଇ ଆସିଥାଏ ତାହା ଜାଣି ପାରୁଛନ୍ତି ।
ଆପଣମାନେ ଆଲବମ ଜଗତର ଅଭିନେତା ଆଉ ଅଭିନେତ୍ରୀଙ୍କୁ ତ ଜାଣିଥିବେ । ଆଲବମ୍ ଅଭିନେତ୍ରୀ ରୋମାଞ୍ଜଳୀଙ୍କୁ ତ ଆପଣମାନେ ସମସ୍ତେ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି। 
Romanjali
ଏବେ ନିକଟରେ ଏହି ଅଭିନେତ୍ରୀ ଜଣଙ୍କୁ ନେଇ ଆସିଥିବା ଖବର ତ ଆପଣମାନେ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ଜଣେ ବ୍ୟକ୍ତିଙ୍କୁ ନିଜ ପାଦରୁ ଚପଲ କାଢି ମାଡ ମାରିଥିଲେ । ଏହି ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଥିଲା ।
ଏବେ ଏହି ଅଭିନେତ୍ରୀ ଜଣଙ୍କୁ ନେଇ ଆଉ କିଛି ଖବର ଆସିଛି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଚପଲରେ ପିଟିଥିଲେ ଆଲବମ ଅଭିନେତ୍ରୀ । ସେହି ବ୍ୟକ୍ତି ଜଣଙ୍କର ବାପାଙ୍କୁ କହିଲେ ତାଙ୍କ ପୁଅଙ୍କୁ ଗୁଳି ମାରିବେ ବୋଲି ।
ଅଭିନେତ୍ରୀଙ୍କ ପରିବାର ଲୋକେ ଆଉ ପୂର୍ବତନ ସରପଞ୍ଚଙ୍କ ପରିବାର କଳି ଏବେ ଚର୍ଚ୍ଚାକୁ ଆସିଛି । ଅଭିନେତ୍ରୀ ରୋମାଞ୍ଜଳୀଙ୍କ ଭଉଣୀ ଅଭିଯୋଗ ଆଣିଛନ୍ତି କି ପୂର୍ବତନ ସରପଞ୍ଚଙ୍କ ପୁଅ ତାଙ୍କୁ ବ୍ଲାକମେଲ କରୁଛନ୍ତି ।
Romanjali
ତାଙ୍କୁ ଅନେକ କଥା କହିଥିଲେ । ପୂର୍ବତନ ସରପଞ୍ଚଙ୍କ ପୁଅ ଆଉ ଅଭିନେତ୍ରୀଙ୍କ ଭଉଣୀ ପରସ୍ପରକୁ ଦୀର୍ଘ ଦିନ ଧରି ଭଲ ପାଉଥିଲେ । ଅଭିନେତ୍ରୀଙ୍କ ଭଉଣୀକୁ ଗାଳି ଗୁଲଜ କରୁଥିଲେ ପୂର୍ବତନ ସରପଞ୍ଚଙ୍କ ପୁଅ । ସେଥିପାଇଁ ତାଙ୍କୁ ଅଭିନେତ୍ରୀ ରୋମାଞ୍ଜଳୀ ଏବଂ ତାଙ୍କ ଭଉଣୀ ଖୋଜୁଥିଲେ ।
ଅଭିନେତ୍ରୀଙ୍କୁ ଏହି ବିଷୟରେ ସରପଞ୍ଚ ପଚାରିଥିଲେ ଆଉ ସେତେବେଳେ ଅଭିନେତ୍ରୀ ରୋମାଞ୍ଜଳୀ କହିଥିଲେ ତାଙ୍କ ପୁଅ ଦେଖା ହେଲେ ସେ ତାଙ୍କୁ ଗୁଳି କରି ମାରିଦେବେ । ଆଉ ଏହାପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।
ତାପରେ ମାରପିଟ୍ ହୋଇଥିଲା । ପ୍ରେମ ବ୍ୟାପାରକୁ ନେଇ ଏଭଳି ଘଟଣା ଭୁବନ ଥାନା ଅନ୍ତର୍ଗତ ମୃଦଙ୍ଗା ପଞ୍ଚାୟତରେ ଘଟିଛି । ପେଠଶାଳିଆ ଛକ ନିକଟରେ ଏହି ଘଟଣା ଘଟିଥିଲା । ଏବେ ଏହି ଘଟଣାକୁ ନେଇ ଆସିଥିବା ଭିଡିଓ ଆପଣମାନେ ଦେଖିଥିବେ । ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ହେଉଛି ।

Advertisement