Updated: Dec 22, 2023, 16:48 IST

ନିଜର ଗୋଟେ ବୋଲି ଝିଅ କୁ କୋଟି କୋଟି ଟଙ୍କା ଖର୍ଚ୍ଚ ରେ ପଢ଼ାଉଛନ୍ତି ରୋହିତ, ଲୋକେ କହିଲେ ହଁ ବସି ବସି ପଇସା ପାଉଛି

Sharma

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ଧୀରୁ ଭାଇ ଅମ୍ବାନୀ ଇଣ୍ଟର ନ୍ୟାସନାଲ ସ୍କୁଲ ବିଷୟ ରେ ଆଗରୁ ଅନେକ କଥା ଶୁଣି ଥିବେ।ଏହି ସ୍କୁଲ ଟି ୨୦୦୩ ମସିହା ରେ ଆରମ୍ଭ କରା ଯାଇଥିଲା।ଏହା ପରେ ଏହି ସ୍କୁଲ ଟି ରେ ଏବେ ଅନେକ ପିଲା ପାଠ ପଢୁଛନ୍ତି।
ହେଲେ ଆପଣ ମାନେ ଜାଣି ଛନ୍ତି କି ଏହି ବିଦ୍ୟାଳୟ ଟି ରେ ବର୍ଷ କୁ କେତେ ଟଙ୍କା ଖର୍ଚ୍ଚ ହୁଏ।ଆଜି ଆମେ ଏହି ବିଦ୍ୟାଳୟ ବିଷୟ ରେ ଆପଣ ମାନଙ୍କୁ କିଛି କହିବାକୁ ଯାଉଛୁ।ଏହା ମୁମ୍ବାଇ ର ଏକ ପ୍ରସିଦ୍ଧ ବିଦ୍ୟାଳୟ।
Rohit Sharma
ଜଣେ ସାଧାରଣ ମଣିଷ ନିଜ ପିଲା ମାନଙ୍କୁ ଏହି ସ୍କୁଲ ରେ ପାଠ ପଢ଼ାଇବା ସମ୍ଭବ ପର ନୁହେଁ।ଏହାର କାରଣ ହେଉଛି ଏହି ସ୍କୁଲ ରେ ପାଠ ପଢ଼ାଇବା ପାଇଁ ମାସ କୁ ଲକ୍ଷାଧିକ ଟଙ୍କା ର ଆବଶ୍ୟକତା ରହିଛି।ବଲିଉଡ ର ଅନେକ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ପିଲା ମାନେ ଏହି ବିଦ୍ୟାଳୟ ରେ ପାଠ ପଢନ୍ତି।
ଏହା ଛଡ଼ା ଏବେ ମଧ୍ୟ କିଛି କଳାକାର ମାନଙ୍କ ପିଲା ମାନେ ପାଠ ପଢୁଛନ୍ତି।ସେମାନଙ୍କ ମଧ୍ୟରୁ ଐଶଯ୍ୟା ରାୟ ଙ୍କ ଝିଅ ଆରାଧ୍ୟା,ରୋହିତ ଶର୍ମା ଙ୍କ ଝିଅ ସମାଇରା ଓ ଶାହରୁଖ ଙ୍କ ପୁଅ ଅବରାମ ଅନ୍ୟତମ।
ଏହି ବିଦ୍ୟାଳୟ ଟି ହେଉଚି ଭାରତ ର ପ୍ରସିଦ୍ଧ କୋଟି ପତି ମୁକେଶ ଅମ୍ବାନୀ ଙ୍କ ବାପା ଧିରୁ ଭାଇ ଅମ୍ବାନୀ ଙ୍କର୍।ସେ ୨୦୦୩ମସିହା ରେ ଏହି ବିଦ୍ୟାଳୟ ର ଆରମ୍ଭ କରିଥିଲେ।
ଏହା ପର ଠାରୁ ଏହି ବିଦ୍ୟାଳୟ ରେ ପିଲା ମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି।ସ୍କୁଲ ଟି ମଧ୍ୟ ଦେଖିବାକୁ ବହୁତ ବଡ।ଅତ୍ୟାଧୁନିକ ଉପାୟ ରେ ଏହି ବିଦ୍ୟାଳୟ ଟି ତିଆରି କରା ଯାଇଛି।ସେଥିପାଇଁ ଏହି ବିଦ୍ୟାଳୟ କୁ କରିବା ପାଇଁ ମୁକେଶ ଅମ୍ବାନୀ ଓ ତାଙ୍କ ବାପା ଙ୍କୁ ବହୁତ ଅର୍ଥ ଖର୍ଚ୍ଚ କରିବା ପାଇଁ ପଡ଼ି ଥିଲା।
ଯେଉଁ ପିଲା ଏହି ବିଦ୍ୟାଳୟ ରେ ପଢ଼ିବ ସେମାନେ ମାସ କୁ ଏକ ଲକ୍ଷ ଟଙ୍କା ଦେବାକୁ ପଡିବ।ଏହି ବିଦ୍ୟାଳୟ ଟି ୧.୩ ଲକ୍ଷ ବର୍ଗ ଫୁଟ ପରିମିତ ଅଞ୍ଚଳ କୁ ନେଇ ତିଆରି ହୋଇଛି।
Rohit Sharma
୭ ମହଲ ବିଶିଷ୍ଟ ଏଠାରେ ଘର ରହିଛି।ଖେଳିବା ପାଇଁ ୯,୫୦୦ କିଲୋ ମିଟର ର ପଡିଆ ରହିଛି।ଫୁଟବଲ୍ ଖେଳିବା ପାଇଁ ଗୋଟିଏ ମିନି ଷ୍ଟାଡିୟମ ମଧ୍ୟ ରହିଛି।ପାଠ ପଢା ଠାରୁ ଆରମ୍ଭ କରି ଖେଳିବା ଯାଏଁ ପିଲା ମାନଙ୍କୁ କୌଣସି ଅସୁବିଧା ହୁଏ ନାହିଁ।

Advertisement