Updated: Mar 23, 2024, 21:02 IST

ସ୍କୁଲରେ ପାଠ ପଢ଼ାଉଛନ୍ତି ରୋବୋଟ ମ୍ୟାଡାମ ଦେଖନ୍ତୁ ଭାରତକୁ ମିଳିଲା କେଉଁପରି ସଫଳତା

Viral news

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଅନେକ ଅଞ୍ଚଳର ଖବର ମଧ୍ୟ ଆସିଥାଏ । ଏବେ ଏକ ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଭାରତର ଏକ ସ୍ଥାନରେ ଏଭଳି ସ୍କୁଲ ଅଛି ଯାହା ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଭାରତର କେରଳ ରାଜ୍ୟରେ ଏହି ସ୍କୁଲକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ସାରା ଦୁନିଆ ଏହି ସ୍କୁଲକୁ ଦେଖି ଆଶ୍ଚର୍ଯ୍ୟ ।
Viral
କେରଳ ରାଜ୍ୟର ଏହି ସ୍କୁଲରେ ପାଠ ପଢ଼ାଉଛନ୍ତି ଜଣେ ରୋବର୍ଟ । ପିଲାଙ୍କୁ ପାଠ ପଢ଼ାଉଛନ୍ତି ରୋବର୍ଟ ଶିକ୍ଷୟତ୍ରୀ । ପିଲାଙ୍କ ଜଟିଳ ପ୍ରଶ୍ନର ଉତ୍ତର ଦେଉଛି ରୋବର୍ଟ ଶିକ୍ଷୟତ୍ରୀ । ଭାରତର ଏହି ଟେକ୍ନୋଲୋଜି ବିଶ୍ୱରେ ଚହଳ ପକାଇଛି ।
ଭାରତର କେରଳ ରାଜ୍ୟରେ ଯାହା ଦେଖିବାକୁ ମିଳିଛି ତାହା ଆଉ କେଉଁଠାରେ ହୋଇ ନାହିଁ । କେରଳ ରାଜ୍ୟର ଗୋଟିଏ ସ୍କୁଲରେ ଦେଖିବାକୁ ମିଳିଛି କିଭଳି ଜଣେ ରୋବର୍ଟ ଶିକ୍ଷୟତ୍ରୀ ପାଠ ପଢ଼ାଉଛନ୍ତି । ସ୍କୁଲକୁ ଆସିଛନ୍ତି ରୋବର୍ଟ ମ୍ୟାଡାମ ।
Viral
କେରଳ ରାଜ୍ୟର ଗୋଟିଏ ସ୍କୁଲରେ ଦେଖିବାକୁ ମିଳିଛି କି ରୋବର୍ଟ ଶିକ୍ଷୟତ୍ରୀ ସ୍କୁଲରେ ପାଠ ପଢ଼ାଉଛନ୍ତି । ଭାରତୀୟ ଶିକ୍ଷକଙ୍କ ଭଳି ଶାଢ଼ୀ ପିନ୍ଧିଛନ୍ତି । ଆଉ ପିଲାଙ୍କ ଉପରେ ରଖୁଛନ୍ତି ନଜର । ଆଉ ଏବେ ଏହି ଖବର ପୁରା ପୃଥିବୀରେ ଚର୍ଚ୍ଚା ସାଉଁଟିଛି ।
ଆମ ଦେଶର ଶିକ୍ଷୟତ୍ରୀ ଜଣଙ୍କୁ ନେଇ ଏବେ ଚର୍ଚ୍ଚା ହେଉଛି । ଶ୍ରେଣୀଗୃହରେ ଏଆଇ ରୋବର୍ଟ ଶିକ୍ଷୟତ୍ରୀ ପାଠ ପଢ଼ାଉଛନ୍ତି । ଏହି ଶିକ୍ଷୟତ୍ରୀ ଜଣଙ୍କର ନାମ ଆଇରସ୍ । ସେ ପିଲାଙ୍କ କଥା ମଧ୍ୟ ବୁଝୁଛନ୍ତି ।
କେରଳ ରାଜ୍ୟର ପ୍ରଥମ ଶିକ୍ଷୟତ୍ରୀ ଯିଏ କି ଜଣେ ରୋବର୍ଟ । ଏହାକୁ ନିର୍ମାଣ କରିଛି ମେକରଲ୍ୟାପ ଏଣ୍ଡିକେଟ କମ୍ପାନୀ । ଶିକ୍ଷାଦାନ ସହ ପିଲାଙ୍କ ଗତିବିଧି ସହ ଏହା କାମ କରିଛି । ସେ ଜଟିଳ ପ୍ରଶ୍ନର ଉତ୍ତର ଅଳ୍ପ ସମୟରେ ଦେଉଛନ୍ତି ।
ଏହି ରୋବର୍ଟ ଶିକ୍ଷୟତ୍ରୀ ଜଣଙ୍କୁ ତିନୋଟି ଭାଷା ବିଷୟରେ ଜଣାଇ ଦିଆଯାଇଛି । ଏହି ରୋବର୍ଟ ଶିକ୍ଷୟତ୍ରୀ ଜଣଙ୍କର ଦୁଇଟି ଚକ ଲାଗିଛି । ଏହା ଆପେ ଆପେ ଗୋଟିଏ ସ୍ଥାନଟି ଆଉ ଗୋଟିଏ ସ୍ଥାନକୁ ଯାଇ ପାରୁଛି । ଏହି ରୋବର୍ଟ ଶିକ୍ଷୟତ୍ରୀ ସମସ୍ୟାର ସମାଧାନ କରିପାରୁ ଥିବାରୁ ତାଙ୍କୁ ଲୋକମାନେ ଭଲ ପାଉଛନ୍ତି ।

Advertisement