ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରାତି ଅଧରେ ହିଁ ଧରା ପଡି ଯାଇଥିଲା ଭାଉଜର କାରନାମା। ସ୍ୱାମୀ ଘରେ ନଥିବା ବେଳେ ଅଧ ରାତିରେ ପଡିଶା ଘରର ଦିଅର କୁ ଘର ଭିତରକୁ ଡାକିଥିଲା ଘରର ବୋହୂ।
ଆଉ ୪୦ ବର୍ଷର ଭାଉଜଙ୍କ ସହ ୨୦ ବର୍ଷ ର ଦିଅର ଙ୍କ ଚାଲିଥିଲା ଏକ ଘର ଭିତରେ ରାସଲୀଳା। ଏମିତି ସବୁଦିନ ଚାଲି ଆସୁଥିଲା ମାତ୍ର ଆଜି ଏହା ଧରା ପଡି ଯାଇଛି। ଯେତେବେଳେ ଘର ଲୋକ ଏହାକୁ ଧରି ପକାଇ ଥିଲେ ,
ସେତେବେଳେ ରାତି ପ୍ରାୟ ସମୟ ୨ ଟା ହୋଇଥିଲା। ସେହି ସମୟରେ ତାଙ୍କ ଘରେ ତାଙ୍କ ପୁଅ ମଧ୍ୟ ନଥିଲା। ଘରର ଅନ୍ୟ ସଦସ୍ୟ ମାନେ ମଧ୍ୟ ଖାଇ ସାରିବା ପରେ ନିଜ ନିଜ ଘରକୁ ଚାଲି ଯାଇଥିଲେ।
ଆଉ ଘରର ବୋହୂ ମଧ୍ୟ ନିଜ ବେଡରୁମ କୁ ଚାଲି ଯାଇଥିଲା ହେଲେ ସେଦିନ ରାତିରେ ନସୋଇ ସେ ଚେଇଁ ରହିଥିଲା। କାରଣ ପାଖରେ ସ୍ଵାମୀ ନଥିବାରୁ ସେ ପଡିଶା ଘରର ଦିଅର କୁ ନିଜ ରୁମ ଭିତରକୁ ଡାକି ଆଣିଥିଲା।
ସେହି ରାତିରେ ଭାଉଜର କହିବା ମୁତାବକ ଘରର ପଛ ରାସ୍ତା ଦେଇ ଘର ଭିତରକୁ ଆସିଥିଲା ପ୍ରେମିକ ଜଣକ ସେତେବେଳକୁ ସମୟ ପ୍ରାୟ ରାତି ଗୋଟେ ହୋଇ ଯାଇଥିଲା। ଆଉ ସେ ସିଧା ଆସି ଭାଉଜର ଘର ଭିତରେ ପଶି ଯାଇଥିଲା।
ଦିଅର ର ଆସିବା ବାଟକୁ ରୁମ୍ ଭିତରେ ହିଁ ଚାହିଁ ବସିଥିଲା ପ୍ରେମିକ ଜଣକ। ବୋହୂ ଜଣକ ଯାହାକୁ କି ଶାଶୂ ଘର ଲୋକେ ଘରର ଲକ୍ଷ୍ମୀ କରି ଘରକୁ ଆଣିଥିଲେ ସେ ପରପୁରୁଷ ସହ ମିଶି ଏଭଳି କାମ କରୁଥିଲା।
କେବଳ ଆଜି ନୁହେଁ ଏଭଳି ଅନେକ ଥର ସ୍ଵାମୀ ନଥିବା ବେଳେ ପଡିଶା ଘର ଏହି ଦିଅର କୁ ସ୍ତ୍ରୀ ଘର ଭିତରକୁ ଡାକିଛି। ହେଲେ ଅନେକ ଦିନ ଧରି ବୋହୂ କରୁଥିବା ଏହି ଚୋରା ପିରତି ଏବେ ସମସ୍ତଙ୍କ ସାମ୍ନା କୁ ଆସି ଯାଇଛି।
ଏବେ ଘର ଲୋକ ଏହାର ଭିଡିଓ ମଧ୍ୟ କରି ଦେଇଛନ୍ତି। ଏବଂ ସୋସିଆଲ ମିଡ଼ିଆ ରେ ଏହି ଭିଡିଓ ଟି ଖୁବ ଭାଇରାଲ୍ ହେବାରେ ଲାଗିଛି। ତେବେ ଏହି ଭିଡିଓ ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।