Updated: Oct 3, 2023, 10:46 IST

ରାତିରେ ଭୂତ ଆସି କରି ଯାଉଛି ସବୁ କାମ ଦେଖନ୍ତୁ ଶେଷରେ ସବୁ ସତ ଖୋଲିଲେ ମହିଳା ରାତିରେ ତାଙ୍କ ସହ ହେଉଛି ଏମିତି

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଘଟଣା ଜାଣିପାରିବେ ଯାହା ଆପଣଙ୍କ ମନରେ ଭୟ ସୃଷ୍ଟି କରିବ । ଆଉ ଆପଣ ଏହି କଥା ଶୁଣି ଆଶ୍ଚର୍ଯ୍ୟ ବି ହୋଇଯିବେ । ଆପଣମାନେ କେବେ ଶୁଣିଛନ୍ତି କି କେହି କେବେ ଭୂତକୁ ଭଲପାଇଛି ବୋଲି । ଆପଣ ଏହା ହୁଏତ ଫିଲ୍ମରେ ଦେଖିଥିବେ ।
କିନ୍ତୁ ଏବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ପ୍ରଥମ ଦେଖାରେ ହିଁ ସେହି ମହିଳା ଜଣକ ସେହି ଭୂତକୁ ଭଲପାଇ ବସିଥିଲେ । ଆଉ ଧିରେ ଧିରେ ତାଙ୍କ ଭିତରେ ସମ୍ପର୍କ ବଢିଥିଲା ଆଉ ସେ ତାଙ୍କୁ ବିବାହ ମଧ୍ୟ କରିଥିଲେ ।
Special report
କିଛିଦିନ ତାଙ୍କ ସମ୍ପର୍କ ଭଲରେ କଟିଲା କିନ୍ତୁ ତାପରେ ଜଣେ ମହିଳା ଭୂତ ସହିତ ରହିବାକୁ ଚାହିଁଲେ ନାହିଁ । ଆଉ ତାକୁ ଛାଡ଼ପତ୍ର ଦେବାକୁ ଭାବିଲେ । କିନ୍ତୁ ଏହି ଭୂତ ତାଙ୍କୁ ଆଉ ଛାଡ଼ିବନି ବୋଲି କହୁଛି । ଏହି ଭୂତ ସବୁ ସମୟରେ ତାଙ୍କ ପାଖାପାଖି ରହୁଛି । 
ଆଉ ରାତି ସମୟରେ ତାଙ୍କ ସହିତ ଜୋର୍ ଜବରଦସ୍ତ ଶାରିରୀକ ସମ୍ପର୍କ ରଖୁଛି । ଏହି କଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ ଅଟେ । ଆପଣମାନେ ତ ଭୂତକୁ ନେଇ ଅନେକ କାହାଣୀ ଶୁଣିଥିବେ । କିଛି ଲୋକ କୁହନ୍ତି କି ସେମାନେ ଭୂତ ଦେଖିଛନ୍ତି ଆଉ ଭୂତ ସହ କଥା ହୋଇଛନ୍ତି ।
Special report
କିନ୍ତୁ ଜଣେ ମହିଳା ଭୂତ ସହ ପ୍ରେମରେ ପଡ଼ିଥିଲେ । ଏହି ମହିଳା ଜଣକ ଜଣେ ସୈନିକର ଭୂତ ସହ ପ୍ରେମରେ ପଡ଼ିଥିଲେ । ଏହି ଘଟଣା ହେଉଛି ୨୦୨୧ ମସିହାରେ ଜଣେ ଗାୟିକା ଯାହାଙ୍କ ନାମ ହେଉଛି ବୋକାର୍ଡ ।
ସେ ତାଙ୍କ ଘରେ ଜଣେ ସୈନିକ ଭୂତକୁ ଦେଖିବାକୁ ପାଇଥିଲେ । ମହିଳା ଜଣକ ଭୂତର ପ୍ରେମରେ ପଡ଼ିଥିଲେ । ଆଉ ସେମାନେ ବିବାହ କରିଥିଲେ । ସେହି ଭୁତ ସବୁବେଳେ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ । ଆଉ ଏହି ଭୂତ ଏବେ ତାଙ୍କୁ ଛାଡ଼ିବାକୁ ଚାହୁଁ ନାହିଁ ସେ ସବୁବେଳେ ତାଙ୍କ ସହିତ ରହୁଛନ୍ତି ।
ମହିଳା ଜଣକ ଯାହା ସହିତ ଡେଟରେ ଯାଆନ୍ତି ସେହି ଭୂତ ତାଙ୍କ ସହିତ ଯାଏ । ଆଉ ମହିଳା ଜଣକ ଯେଉଁ ସ୍ଥାନକୁ ଯାଆନ୍ତି ଭୂତ ତାଙ୍କ ସହିତ ରହିଥାଏ । ମହିଳା ଏବେ ଏହି ଦାବି କରିଛନ୍ତି ଆଉ ଏହାକୁ ଲୋକମାନେ ବିଶ୍ବାସ କରିଛନ୍ତି ।

Advertisement