Updated: Oct 17, 2023, 16:20 IST

ରାତିରେ ବୋଲର ଧରି ମାଡ଼ି ଆସିଲେ ସିଧା ଗାଈକୁ ଟେକି ନେଇ ଚାଲିଗଲେ ଦେଖନ୍ତୁ ସାମ୍ନାକୁ ଆସିଲା ସାଙ୍ଘାତିକ ଦୃଶ୍ୟ

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ବିଷୟରେ ସୂଚନା ପାଇପାରିବେ ।
Special report
ଏହି ଭିଡିଓ ଆପଣଙ୍କୁ ଏଭଳି କିଛି ଖବର ଜଣାଇବ ଯାହା ଆପଣଙ୍କ ମନରେ ଅନେକ ପ୍ରଶ୍ନ ଆଣିବା ସହ ଅନେକ କଥା ସୃଷ୍ଟି କରିବ । ଗୋ ଚୋରି ହେବା ଖବର ତ ଆପଣମାନେ ସମସ୍ତେ ଜାଣିଥିବେ । ଗୋ ଚାଲାଣ ମଧ୍ୟ ହୋଇଥାଏ । ଆଉ ଗୋ ଚାଲାଣକୁ ନେଇ ଅନେକ ଖବର ଆସିଥାଏ । 
ଗୋ ଚାଲାଣକୁ ନେଇ ଏବେ ସୋସିଆଲ ମିଡିଆରେ ଅନେକ ଖବର ଆସୁଛି । ଘରେ ଯଦି ଆପଣ ଦୁହଁଳିଆ ଗାଈ ରଖିଛନ୍ତି ତାହେଲେ ସାବଧାନ ହୋଇ ଯାଆନ୍ତୁ । ଗୋ ମାଫିଆ ମାତିଛନ୍ତି ଆଉ ଟେକି ନେଉଛନ୍ତି ଗାଇ । ବଡ ଗାଡ଼ିରେ ଆସୁଛନ୍ତି ଆଉ ଟେକି ନେଇ ପଳାଉଛନ୍ତି ।
Special report
ଏହିଭଳି ଘଟଣା କୌଣସି ବାହାର ରାଜ୍ୟରେ ଘଟି ନାହିଁ । ଏହିଭଳି ଘଟଣା ଦେଖିବାକୁ ମିଳିଛି ଆମ ଓଡ଼ିଶା ରାଜ୍ୟରେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲାରେ । ରାତି ଅଧରେ ବୋଲେରୋ ଗାଡ଼ିରେ ଗାଇକୁ ଉଠାଇ ନେଉଛନ୍ତି ଲୋକେ ।
ସିସିଟିଭି ଫୁଟେଜ ଦ୍ଵାରା ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିପାରିବେ । ସିସିଟିଭି ଦ୍ଵାରା ଲୋକମାନେ ଜାଣିପାରିବେ କି ବୋଲେରୋ ଗାଡ଼ିରେ ଗାଈ ନେଇ ଯାଉଛନ୍ତି । ଏହି ଗୋ ଚୋରି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି ।
Special report
ଗୋ ମାଫିଆ ମାନଙ୍କର ସମସ୍ତ ହରକତ ଏହି ସିସିଟିଭି ଫୁଟେଜରେ କଏଦ ହୋଇଛି । ସିସିଟିଭି ଫୁଟେଜ ଦ୍ଵାରା ଏହିସବୁ ରେକର୍ଡ ହୋଇଛି । ବୋଲେରୋ ଦ୍ଵାରା ଏହି ଗାଇମାନଙ୍କୁ ଚାଲାଣ କରାଯାଉଛି । ଏହି ଗୋ ଚାଲାଣ ବିଷୟରେ ହୁଏ ଶୁଣିଛି ସେ ଆଶ୍ଚର୍ଯ୍ୟ ହୋଇ ଯାଉଛି ।
ଖୋର୍ଦ୍ଧା ଜିଲ୍ଲା ଆଦର୍ଶ ଥାନା ଅନ୍ତର୍ଗତ ପୁବୁ ସାହି ଛକରେ ମାତିଛନ୍ତି ଗୋରୁ ମାଫିଆ । ପୁବୁ ସାହି ଛକରେ ରହିଛନ୍ତି ଅନେକ ଗୋରୁ । ଆଉ ଏହି ଗୋରୁମାନଙ୍କୁ ଗୋ ମାଫିଆ ଉଠାଇ ନେଇ ଯାଉଛନ୍ତି । ଏହି ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସୁଛି ।
ଏବେ ଏହି ଘଟଣାକୁ ନେଇ ଅନେକ ଚର୍ଚ୍ଚା ହେବା ସହ ଅନେକ କଥା ଆସୁଛି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ସିସିଟିଭି ଫୁଟେଜ ଦେଖିପାରିବେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଏବଂ ମୋବାଇଲ୍ ରୁ ମୋବାଇଲ୍ ଘୁରି ବୁଲୁଛି ।

Advertisement