Jan 30, 2024, 07:51 IST

ରାତି ହେଲେ ହାୱଡା ବ୍ରିଜରେ କାନ୍ଦୁଛି କିଏ !! ଜାଣନ୍ତୁ ସାମ୍ନାକୁ ଆସିଲା ବଡ ସତ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ହାଓଡା ବ୍ରିଜ କେବେ ବୁଲିବାକୁ ଯାଇଛନ୍ତି କି, ହାଓଡା ବ୍ରିଜ ପଛରେ ଲୁଚି ରହିଥିବା ସତ ବିଷୟରେ ଜାଣିଛନ୍ତି କି। ଏହି ବ୍ରିଜର ଇତିହାସକୁ ଦେଖିଲେ ବ୍ରିଜଟି ୧୯୮୨ରେ ନିର୍ମାଣ କରାଯାଇଥିଲା। ୧୯୮୩ ଫେବୃଆରୀ ୧ରେ ଏହା ଖୋଲାଯାଇଥିଲା।
Special report
ସେହି ସମୟରେ କୋଲକାତା ଓ ହାଓଡା ମଝିରେ କୌଣସି ବ୍ରିଜ ନଥିଲା। ଲୋକଙ୍କର ଗମନାଗମନର ସୁବିଧା ଏପାଇଁ ଏହି ବ୍ରିଜ ନିର୍ମାଣ କରଯାଇଥିଲା। ତେବେ ବନ୍ଧୁଗଣ ହାଓଡା ବ୍ରିଜରେ କୌଣସି ନଟ ବୋଲ୍ଟ ଲାଗି ନାହିଁ ଏହା କେବଳ ଏକ ପିଲରରେ ଝୁଳନ୍ତା ଅବସ୍ଥାରେ ରହିଛି। 
ଠିକ ରାତି ବାରଟା ହେଲେ ଏହି ବ୍ରିଜ ବନ୍ଦ କରିଦିଆ ଯାଏ କୁହାଯାଏ ରାତି ବାରଟା ହେଲେ ଏହି ବ୍ରିଜରେ କାହାର ବ୍ୟାକୁଳ ଶବ୍ଦ ଶୁଭାଯାଏ। ତେବେ ଏହି ବ୍ୟାକୁଳ ଶବ୍ଦ କାହାରୁ ଆଉ କିଏ କାହିଁକି ଏଭଳି ଚିତ୍କାର କରୁଛି କେହି ବି ଜାଣି ନାହାନ୍ତି।
Special report
ସେଠାକାର ଲୋକଙ୍କ କହିବା ଅନୁସାରେ ଏହି ବଡ ଏବଂ ଅଦ୍ଭୁଦ ବ୍ରିଜ ନିର୍ମାଣ ବେଳେ ଅନେକ ଲୋକଙ୍କ ନରବଳି ଦିଆ ଯାଇ ଏହି ବ୍ରିଜ ନିର୍ମାଣ କରାଯାଇଛି। ଯାହାଫଳରେ ରାତି ହେଲେ ସେହି ସବୁ ଅତୃପ୍ତ ଆତ୍ମା ଏଭଳି ଚିତ୍କାର କରିଥାନ୍ତି। 
ତେବେ ବନ୍ଧୁଗଣ ବାସ୍ତବରେ ରାତି ବାରଟା ହେଲେ ବ୍ରିଜ ବନ୍ଦ ହେବାର କାରଣ ହେଉଛି ସେହି ସମୟରେ ଇଂରେଜ ମାନେ ଏହି ବ୍ରିଜ ନିର୍ମାଣ କରିଥିଲେ। ଆଉ ସେମାନେ ହିଁ କହିଥିଲେ ରାତି ବାରଟା ହେଲେ ଏହି ବ୍ରିଜ ବନ୍ଦ କରିଦେବା ପାଇଁ ।
Special report
ସେମାନେ ଚେତାବନୀ ଦେଇ କହିଥିଲେ ଯେ, ଠିକ ବାରଟା ହେଲେ ଏହି ବ୍ରିଜ ବନ୍ଦ କରାଯିବ ନହଲେ ଏହି ବ୍ରିଜ ଭାଙ୍ଗି ଗଳି ପଡିବ। କିନ୍ତୁ କାହାକୁ ଏ କଥା ସଠିକ ଭାବରେ ଜଣା ନାହିଁ ଯେ, ରହି ବ୍ରିଜଟି ରାତି ବାରଟାରେ ବନ୍ଦ କରାଯିବା କଥା ନା ଦିନ ବାରଟାରେ। 
ସେଥିପାଇଁ ଯେତେବେଳେ ବାରଟା ବାଜୁଛି କିଛି ସମୟ ପାଇଁ ବ୍ରିଜକୁ ବନ୍ଦ କରିଦିଆ ଯାଉଛି। କୁହାଯାଏ ହାଓଡା ବ୍ରିଜର ଏକ ଚାବି ମଧ୍ୟ ରହିଛି ଯାହା ମାଧ୍ୟମ ଭାଗ ବ୍ରିଜରୁ ଖୋଲା ଯାଇପାରିବ ହେଲେ ସେହି ଚାବି ଇଂରେଜ ମାନଙ୍କ ପାଖରେ ଅଛି।
ଏହି ବ୍ରିଜକୁ ଏଭଳି ଭାବରେ ଡିଜାଇନ କରଯାଇଥିଲା ଯେତେବେଳେ କୌଣସି ବଡ ଜାହାଜ ଏହି ବ୍ରିଜ ବାଟ ଦେଇ ଯିବ ସେତେବେଳେ ବ୍ରିଜଟି ମଝିରୁ ଖୋଲା ଯାଇପାରିବ। ହେଲେ ଲୋକଙ୍କ କହିବା ଅନୁସାରେ ଏବେ ଯାଏଁ ଇଂରେଜ ମାନେ ଭାରତୀୟଙ୍କୁ ସେହି ଚାବି ଫେରାଇ ନାହାନ୍ତି।

Advertisement