Updated: Oct 26, 2023, 08:39 IST

ସ୍ତ୍ରୀ ଙ୍କ ସହ ଝଗଡା କରି ରାସ୍ତା ମଝିରେ ସ୍ଵାମୀ କାଟିଦେଲେ ଦେଖନ୍ତୁ ଦେଖିଲା ମାତ୍ରେ ଧାଇଁ ପଳାଇଲେ ଲୋକେ - VIRAl VIDEO

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣଙ୍କ ମନରେ ଅନେକ କଥା ଆସିବ । ପରିବାରରେ ଝଗଡ଼ା ହେବା ଏକ ସାଧାରଣ କଥା । ଆଉ ପରିବାରରେ ସ୍ବାମୀ ଆଉ ସ୍ତ୍ରୀ ମଧ୍ୟରେ ଝଗଡ଼ା ହୋଇଥାଏ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ଜାଣିପାରିବେ ।
ସ୍ତ୍ରୀ ଆଉ ସ୍ବାମୀଙ୍କ ମଧ୍ୟରେ ଝଗଡ଼ା ହେବା ଏକ ସାଧାରଣ କଥା । କିନ୍ତୁ ଏହି ଝଗଡ଼ା ଏତେ ବଡ ରୂପ ନେଇଯାଇଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସ୍ବାମୀ ଆଉ ସ୍ତ୍ରୀ ମଧ୍ୟରେ ଝଗଡ଼ା ହେବା ପରେ ସ୍ବାମୀ ଜଣକ ନିଜ ଜୀବନ ହାରି ଦେଇଛନ୍ତି ।
ସ୍ତ୍ରୀ ସହିତ ଝଗଡ଼ା ହେବାରୁ ସ୍ବାମୀ ଜଣକ ନିଜର ଗଳା କାଟି ଦେଇଛନ୍ତି । ଏହି ସ୍ବାମୀ ଜଣକ ହାତରେ ବନ୍ଧୁକ, ଛୁରୀ ଧରି ବିଚ୍ ରାସ୍ତା ଉପରେ ବିଚ୍ ରାସ୍ତା ଉପରେ ହାଣିବା ପାଇଁ ଗୋଡାଇଲେ । ଏହି ବ୍ୟକ୍ତିଙ୍କୁ ଦେଖି ଏଣେତେଣେ ଲୋକମାନେ ଚିତ୍କାର କରି ଦୌଡ଼ୁଛନ୍ତି । 
Special report
ବ୍ୟକ୍ତିମାନେ ଏହାକୁ ଦେଖି ଛାନିଆ ହୋଇ ଯାଇଥିଲେ । ବ୍ୟକ୍ତିମାନେ ଲୋକମାନେ ଏହିସବୁ ଦେଖି ଭୟଭୀତ ହୋଇ ଯାଇଥିଲେ । ଆଉ ଏହିସବୁ କଥା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ ।
ଏହି ବ୍ୟକ୍ତି ଜଣକ ବିଚ୍ ରାସ୍ତା ଉପରେ ନିଜ ରକ୍ତ ବାହାରିବାକୁ ଖାତିର ନକରି ସେ ତାର ସ୍ତ୍ରୀକୁ ମାରିବାକୁ ଖୋଜୁଥିଲା ।ସାଧାରଣ ଲୋକମାନେ ଏହି ଘଟଣା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଆଉ ଏହି ଘଟଣା ଦେଖି ଲୋକମାନେ ଏଣେତେଣେ ପଳାଇ ଯାଇଥିଲେ । ଆଉ ଏହାର ଭିଡିଓ ମଧ୍ୟ କରିଥିଲେ ।
ଏହି ବ୍ୟକ୍ତି ଜଣଙ୍କର ଏଭଳି ଅବସ୍ଥା ଦେଖି ଲୋକମାନେ ତାଙ୍କୁ ପୋଲିସ ଥାନାରେ ଦେଇଥିଲେ । ପୋଲିସ ଏହି ବ୍ୟକ୍ତି ଜଣଙ୍କୁ ଥାନାକୁ ନେଇଥିଲେ । ଏହି ବ୍ୟକ୍ତି ଜଣଙ୍କର ପରିବାର ଲୋକେ କହିଥିଲେ କି ତାଙ୍କର ଦେହ ଭଲ ନାହିଁ । ଏହି ବ୍ୟକ୍ତି ଜଣଙ୍କର ମାନସିକ ଅବସ୍ଥା ଠିକ୍ ନଥିଲା ଆଉ ତାଙ୍କର ତାଙ୍କ ସ୍ତ୍ରୀ ସହିତ ଝଗଡ଼ା ହୋଇଥିଲା ।
ଆଉ ଏହି ଝଗଡ଼ାରେ ବ୍ୟକ୍ତି ଜଣକ ଉତ୍ୟକ୍ତ ହୋଇ ନିଜ ଗଳା କାଟି ଦେଇଥିଲେ । ଏହାପରେ ଏହି ବ୍ୟକ୍ତି ଜଣକ ଆଉ ଜଣଙ୍କୁ ଆଘାତ ଦେବା ପାଇଁ ବା ଆକ୍ରମଣ କରିବା ପାଇଁ ରାସ୍ତାରେ ଘୁରି ବୁଲୁଥିଲେ ।ଏହି ଘଟଣା କେଉଁ ଅଞ୍ଚଳର ତାହା ଜଣାପଡ଼ି ନାହିଁ ।

Advertisement