Updated: Feb 11, 2024, 18:35 IST

ରାଣୀଙ୍କୁ ହରାଇ ମଣିଷ ଭଳି କାନ୍ଦିଲା ରାଣୀଙ୍କ ପୋଷା କୁକୁର ଦେଖନ୍ତୁ ଏହି ହୃଦୟ ବିଦାରକ ଦୃଶ୍ୟ

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।ତେବେ ବନ୍ଧୁଗଣ ମଣିଷ ବିଶ୍ବାସ ଘାତକ କରି ପାରେ କିନ୍ତୁ ପଶୁପକ୍ଷୀ ନୁହେଁ। ଜଣେ ମାଲିକାଣୀ ପାଇଁ ପଶୁ କାନ୍ଧୁଛି।
Viral
ପଶୁ ହେଲେ ବି ସେ ବୁଝି ସାରିଛି ଯେ ତାଙ୍କ ମାଲିକାଣୀ ତାଙ୍କୁ ସବୁଦିନ ପାଇଁ ଛାଡ଼ି ଚାଲିଯାଇଛି। ଆପଣ ମାନେ ଭିଡିଓଟିରେ ଦେଖିପାରୁଥିବେ ଗୋଟେ କୁକୁର କେମିତି ନିଜ ମାଲିକାଣୀ ରାଣୀ ମାଙ୍କୁ ଝୁରି ଝୁରି କାନ୍ଦୁଛି।
ସେହି କୁକୁରଟିର ନାଁ ହେଉଛି ମିଟୁ। ରାଣୀ ମାଙ୍କ ଗେହ୍ଲା କୁକୁର ହେଉଛି ମିଟୁ। ଆଉ ଏକ କୁକୁର ନାଁ ହେଇଛି ବ୍ଲାକି। ବ୍ଲାକୀ ବି ସକାଳୁ ଉଠି ଯାହାକୁ ଦେଖୁଛି ଖାଲି ଭୋକୁଛି।
Rani
"ଯେମିତି ଲାଗୁଛି ସେ ପଚାରୁଛି ରାଣୀ ମା କୁଆଡେ ଗଲେ ମତେ ଟିକେ ତାଙ୍କ ପାଖକୁ ନେଇଯାଅ"। ବ୍ଲାକୀ ଓ ମିଟୁ ଦୁହିଁଙ୍କ ପାଟିକୁ ଦାନ ଯାଉନି। ଜଣେ ଝୁରି ଝୁରି ଆଖିରୁ ଲୁହ ଗଡାଉଛି ତ ଅନ୍ୟ ଜଣେ ବୁଲି ବୁଲି ଭୋ ଭୋ ହୋଇ କାନ୍ଦୁଛି। ରାଣୀ ମାଆଙ୍କୁ ଖୋଜି ବୁଲୁଛନ୍ତି।
ପୂର୍ବତନ ବିଧାୟିକା ବି ସୁଜ୍ଞାନିକୁମାରୀ ଦେଓଙ୍କ ପରଲୋକରେ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି। ମଣିଷ ଠୁ ଆରମ୍ଭ କରି ପଶୁପକ୍ଷୀ ସମସ୍ତେ ରାଣୀ ମାଙ୍କୁ ଝୁରି ହେଉଛନ୍ତି।
ସୁଜ୍ଞାନିକୁମାରୀଙ୍କ ବିୟୋଗରେ ଲୁହ ଗଡ଼ାଉଛନ୍ତି ଯେଉଁଥିରୁ ବାଦ ପଡିନାହାଁନ୍ତି ରାଣୀ ମାଙ୍କ ମିଟୁ ଓ ବ୍ଲାକୀ। ଚେନ୍ନାଇର ଏକ ବଡ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ରାଣୀ ମାଙ୍କ ଦେହାନ୍ତ ହେଇଛି।
୮୭ ବର୍ଷ ବୟସରେ ଇହଧାମ ତ୍ୟା-ଗ କରିଛନ୍ତି ରାଣୀ ମା। ଖିଲିକୋଟ ରାଣୀଙ୍କ ବିୟୋଗରେ ଖାଲି ତାଙ୍କ ପରିବାର କି ଅଞ୍ଚଳ ନୁହେଁ ରାଜ୍ୟ ରାଜନୀତିରେ ବି ଶୋକର ଛାୟା ଖେଳି ଯାଇଛି।

Advertisement