Feb 4, 2024, 13:06 IST

ରାଣୀ ପଣ୍ଡାଙ୍କୁ ଟାର୍ଗେଟ କରି ମନ ଇଛା କହି ପକାଇଲେ ରାଣୀ ପ୍ରିୟଦର୍ଶିନୀ ସାହୁ ଦେଖନ୍ତୁ ଏହି ଭିଡିଓ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Special report
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁ ନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହୋଇଯାଉଛି। ତେବେ ବନ୍ଧୁଗଣ ଯେତେବେଳେ କୌଣସି ଗରିବ ଲୋକ ଉପରେ ବିପଦ ପଡେ ସେତେବେଳେ ରାନୀ ପଣ୍ଡା ଯାଇ ପହଞ୍ଚି ଥାଆନ୍ତି।
Special report
କିନ୍ତୁ ଲୋକ ମାନେ ରାଣୀ ପଣ୍ଡାକୁ ଆଜି ବି ବିବାଦୀୟ ଅଭିନେତ୍ରୀ ବୋଲି କୁହନ୍ତି। ବିବାଦରେ ରାଣୀ ପଣ୍ଡା ସବୁବେଳେ ଘେରୀ ରୁହନ୍ତି ବୋଲି ଲୋକେ ତାଙ୍କୁ ବିବାଦୀୟ ଅଭିନେତ୍ରୀ କୁହନ୍ତି। 
କିନ୍ତୁ ରାଣୀ ପଣ୍ଡା ଯେତେବେଳେ କୌଣସି ବ୍ୟକ୍ତି ଅସୁବିଧାରେ ପଡନ୍ତି ସେତେବେଳେ ଆଗ ଯାଇ ରାଣୀ ପଣ୍ଡା ପହଞ୍ଚଥାନ୍ତି। ରାଣୀ ପଣ୍ଡାକୁ ସାରା ଓଡିଶା ପସନ୍ଦ କରେ। ତେବେ ବନ୍ଧୁଗଣ ବର୍ତ୍ତମାନ ରାନୀ ପ୍ରିୟଦର୍ଶିନୀଙ୍କୁ ଏକ ଗଣମାଧ୍ୟମ ସାକ୍ଷାତକାରରେ ଦେଖିବାକୁ ମିଳୁଛି।
Special report
ଯେଉଁଥିରେ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ଟାର୍ଗେଟ କରି ଏମିତି କିଛି କହିଲେ ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ। ରାନୀ ପ୍ରିୟଦର୍ଶନୀ କହିଲେ ପବ୍ଲିସିଟି ପାଇଁ ଦୁଷ୍କର୍ମ ଅଭିଯୋଗ ଠାରୁ ଆରମ୍ଭ କରି ବ୍ଳାଉଜ ଖୋଲିବାରେ ମାହିର ରାନୀ ପଣ୍ଡା। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। 
Special report
ତେବେ ବନ୍ଧୁଗଣ ଏହି ମଣିଷ କେତେବେଳେ ସେହି କଳାକାରର ନାଚ ଦେଖି ପ୍ରଶଂସା କରେତ ପୁଣି କେତେବେଳେ ଭରା ସଭାରେ ଚପଲ ଫପାଡିଥାଏ। ଏସବୁକୁ ମୁଣ୍ଡପାତି ସହିନିଏ ଜଣେ କଳକାର।
ଏବଂ କିଛି ମାସ ତଳେ ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ ଯାତ୍ରା ମଂଚରେ ଆଇଟମ୍ ନମ୍ବର କରୁଥିବା ବେଳେ ଜଣେ ମହିଳା ଦର୍ଶକ ତାଙ୍କ ଉପରକୁ ଚପଲ ଫୋପାଡ଼ି ଥିଲେ। ଏହା ପରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲେ ରାଣୀ ପ୍ରିିୟଦର୍ଶିକି।

Advertisement