Feb 2, 2024, 16:24 IST

ରାଣୀ ପଣ୍ଡାଙ୍କୁ ଟାର୍ଗେଟ କରି ଧୋଇଦେଲେ ରାଣୀ ପ୍ରିୟଦର୍ଶିନୀ ସାହୁ ଦେଖନ୍ତୁ କହିଲେ ଏମିତି ସିଧା କଥା

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଯାତ୍ରା ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ ଙ୍କୁ ଭଲ ଭାବେ ଜାଣି ଥିବେ।ବର୍ତ୍ତମାନ ସମୟ ରେ ସେ ନିଜର ମନ୍ତବ୍ୟ ପାଇଁ ଚାରିଆଡ଼େ ଚର୍ଚ୍ଚା ରେ ରହୁଛନ୍ତି।ନିକଟରେ ଧଉଳି ଗଣନାଟ୍ୟ ର ବସ୍ ଓଲଟି ସେଥିରେ ବହୁ ଯାତ୍ରା କଳାକାର ମୃ-ତ୍ୟୁ ବରଣ କରିଥିଲେ।
Special report
ତାଙ୍କୁ ସାହାର୍ଯ୍ୟ କରିବା ପାଇଁ ଅନ୍ୟ ଯାତ୍ରା ଅଭିନେତା ଓ ଅଭିନେତ୍ରୀ ମାନେ ଯାଇ ଥିଲେ।ସେଠାରେ ସେମାନେ ଆହତ ବ୍ୟକ୍ତି ମାନଙ୍କୁ କିଛି ଟଙ୍କା ଦେବା ସହିତ ଗଣ ମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ଦେଖାଇ ଥିଲେ।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।
ବର୍ତ୍ତମାନ୍ ସମୟ ରେ ଏହାକୁ ନେଇ ରାଣୀ ପ୍ରିୟଦର୍ଶିନୀ ମୁହଁ ଖୋଲିଛନ୍ତି।ତାଙ୍କ କହିବା ମୁତାବକ ଯଦି କାହାକୁ ଆପଣ ମାନେ ସାହାର୍ଯ୍ୟ କରୁଛନ୍ତି ତେବେ ଦେଖାଇ ହୁଅନ୍ତୁ ନାହିଁ।କିଛି ଯାତ୍ରା କଳାକାର ମାନେ ଏହାକୁ ନେଇ ଏବେ ଚର୍ଚ୍ଚା ରେ ଅଛନ୍ତି।ମୁଁ ଦୀର୍ଘ ୧୫ ବର୍ଷ ହେଲାଣି ଏହି ଯାତ୍ରା ଦଳ ରେ ସାମିଲ ହୋଇଛି।
Special report
ମୋର ଯେତିକି ସକ୍ଷମ ମୁଁ ସେତିକି ସାହାର୍ଯ୍ୟ କରିବି।ଆଉ ଏହାକୁ ନେଇ ଗଣ ମାଧ୍ୟମ ଆଗରେ ଚର୍ଚ୍ଚା କରିବାର ଆବଶ୍ୟକତା ନାହିଁ।କେବଳ ମୁଁ ସେଠାକୁ ଯାଇ ନ ଥିଲି।ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ସେହି ସ୍ଥାନ କୁ ଯାଇ ଥିଲେ।
କିଛି କଳାକାର ମାନେ କ୍ୟାମେରା ସାମ୍ନା ରେ ନିଜ ମତ ଦେଇ ଥିବା ବେଳେ କିଛି କ୍ୟାମେରା ପଛରେ ରେ ରହି ଥିଲେ।ସେ ଆହୁରି ମଧ୍ୟ କହିଛନ୍ତି କି ଏଠାରେ କିଛି କଳାକାର ମାନେ ସମାଜ ସେବୀ ଦେଖେଇ ହେଉଛନ୍ତି।
Special report
ସମସ୍ତ ଙ୍କ ଆଗରେ ଖରାପ ଭାଷା ରେ ଗାଳି ଗୁଲଜ କରୁଛନ୍ତି।ପରେ ଭଲେଇ ହେଉଛନ୍ତି।ଗୁରୁ ଭାଇ ପ୍ରଥମେ ଠିକ୍ କହି ଥିଲେ।ଏଥିରେ ଖରାପ ମାଗିବାର କଣ ଅଛି।ଯେଉଁ କଥା ସତ ସେଇଟା ସତ।ଗଣ ମାଧ୍ୟମ ରେ ଏସବୁ କଥା ପ୍ରକାଶ କରିବା ଠିକ୍ ନୁହେଁ।
ଯାହାର ଇଚ୍ଛା ହେବ ଆସିବ ନ ହେଲେ ନାହିଁ।ସେଥିରେ ଆଉ କାହାର କହିବା ଉଚିତ ନୁହେଁ।ତମ ପାଖରେ ସେତିକି ଟଙ୍କା ଅଛି ତମେ ଦିଅ।ହେଲେ ଆଉ କାହାକୁ ଦେବା ପାଇଁ ବାଧ୍ୟ କରନି।
ରାଣୀ ପ୍ରିୟଦର୍ଶିନୀ ଏଭଳି କିଛି କହି ସିଧା ସଳଖ ଟାର୍ଗେଟ କରିଛନ୍ତି ରାଣୀ ପଣ୍ଡା ଙ୍କୁ।ତାଙ୍କର ଏହି କଥା କୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ଏପରି କାହାର ବ୍ୟକ୍ତି ଗତ କଥା ଉପରେ କଥା କହିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି।

Advertisement