Updated: Mar 18, 2024, 20:04 IST

ରାଣୀ ପଣ୍ଡାଙ୍କୁ ମନ ଇଛା ଏମିତି କହିବା ପରେ ନିଶା ମହାରଣାଙ୍କୁ ଆଇନା ଦେଖାଇଦେଲେ ଗଜପତି ଦେଖନ୍ତୁ କଣ କହିଲେ

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ଅଭିନେତା ଆଉ ଅଭିନେତ୍ରୀଙ୍କ ବିଷୟରେ ଆସିଥିବା ଖବର ଆପଣମାନେ ଜାଣି ପାରୁଛନ୍ତି ।
ଏବେ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନେଇ କିଛି ଖବର ଆସିଛି । ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଅଭିନେତା ରାଣୀ ପଣ୍ଡା ବହୁତ ସୁନ୍ଦର ଅଭିନୟ କରନ୍ତି । 
ଜଣେ ୟୁଟ୍ୟୁବର ଯିଏ କି ଅନେକ ବାଇଟ ଦେଇଥାନ୍ତି ସେ ଅଭିନେତ୍ରୀ ରାଣୀ ପଣ୍ଡା ଏବଂ ଅଭିନେତ୍ରୀ ନିଶା ମହାରଣାଙ୍କୁ ନେଇ କିଛି କଥା କହିଛନ୍ତି । ସେ କହିଛନ୍ତି ନିଶା ମହାରଣା ଏଭଳି ହେବା ଉଚିତ୍ ନୁହେଁ । ସେ ଏତେ ଅଧିକ ହେବା ନୁହେଁ ।
ସେ ଯେଉଁ ଜାତି ଗୋତ୍ର କଥା କହୁଛନ୍ତି ସେ ଏମିତି ନ କହିବା ଭଲ । କ୍ଷୀର ବେଶି ଉତୁରିଲେ ଭଲ ନୁହେଁ ସେଥିପାଇଁ ନିଶା ମହାରଣା ଯେତିକି ଅଛନ୍ତି ସେ ବଦଳି ଯାଆନ୍ତୁ । ରାଣୀ ପଣ୍ଡା ଚୁପ୍ ଅଛନ୍ତି ତାହା ମାନେ ନୁହେଁ ସେ କିଛି କହିପାରିବେ ନାହିଁ ।
Viral
ଦର୍ଶକ ଯଦି ନ ଦେଖିବେ ଆଇଟମ ଗାର୍ଲ୍ କାମ ନାଚ କରିବେ । ଗଜପତି କହିଛନ୍ତି ଜାତି ଗୋତ୍ର ନିଜର ଠିକ୍ ନାହିଁ ଆଉ ସେ ଅନ୍ୟକୁ କହୁଛି । ରାଣୀ ପଣ୍ଡା ପୀୟୂଷ ତ୍ରିପାଠୀ ପାଖକୁ ଯାଆନ୍ତୁ ବା ଆଉ ଯୁଆଡେ ତାଙ୍କୁ କହିବାକୁ ନିଶା ମହାରଣା କିଏ ।
ନିଶା ମହାରଣା ଏତେ ଯେଉଁ କଥା କହୁଛନ୍ତି ତାଙ୍କୁ ଲୋକମାନେ ବନ୍ଦ କରିବା ଉଚିତ୍ । ନିଶା ମହାରଣା କହୁଛନ୍ତି ସରକାର କୁହନ୍ତୁ ସେ କେମିତି ପିନ୍ଧିବେ । ଏହା କେଉଁ ପ୍ରକାରର କଥା ଯାହା ଅଭିନେତ୍ରୀ ଜଣକ କହୁଛନ୍ତି । ଅଭିନେତ୍ରୀ ରାଣୀ ପଣ୍ଡା ଏବେ ଡିପ୍ରେଶନରେ ଅଛନ୍ତି । 
ଆଉ ସେ ଓଡ଼ିଶାବାସୀଙ୍କ ପାଇଁ ଚୁପ୍ ଅଛନ୍ତି । ସେ ସମାଜସେବା କରୁଛନ୍ତି । ରାଣୀ ପଣ୍ଡାଙ୍କୁ ନେଇ ନିଶା ମହାରଣା ଏତେ କଥା କହିବା ଠିକ୍ ନୁହେଁ । ଆଉ ତାଙ୍କୁ ଓଡ଼ିଶାବାସୀ ହିଁ ଚୁପ୍ କରିପାରିବେ । ନିଶା ମହାରଣା ଅଧିକ କଥା କହୁଛନ୍ତି ଯାହା କହିବା ଉଚିତ୍ ନୁହେଁ ।
ଅଭିନେତ୍ରୀ ରାଣୀ ପଣ୍ଡା ତାଙ୍କ ଜୀବନରେ ବହୁତ କଷ୍ଟ ସହିଛନ୍ତି । ୟୁଟ୍ୟୁବର ଗଜପତି କହିଛନ୍ତି ନିଶା ମହାରଣାର ସାହସ ନାହିଁ ରାଣୀ ପଣ୍ଡାଙ୍କ ସହିତ ଲଢ଼ିବା ପାଇଁ । ଆଉ ଲୋକମାନେ ସହି ପାରିବେ ନାହିଁ ରାଣୀ ପଣ୍ଡାଙ୍କ ସହିତ ଲାଗିଲେ । ଏଭଳି ଅନେକ କଥା ସେ କହିଛନ୍ତି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।

Advertisement