Dec 5, 2023, 22:58 IST

ରାମଦୋଳି ରେ ବସି ରିଲସ କରୁ କରୁ ଫସିଗଲା ଯୁବତୀ ଙ୍କ ମୁଣ୍ଡ ଆଉ ତା ପରେ...

Special Report

ନମସ୍କାର ପାଠକ ବନ୍ଧୁ।କଟକ ବାଲିଯାତ୍ରା ରେ ଘଟିଛି ଏକ ଅଘଟଣ। ରାମ ଦୋଳି ରେ ବସି ଯୁବତୀ ଜଣକ ରିଲ୍ସ କରୁଥିଲେ।ଏହି ସମୟ ରେ ତାଙ୍କ ମୁଣ୍ଡ ରାମ ଦୋଳି ରେ ଲାଗି ଯାଇଥିଲା।ଅଳ୍ପ କେ ବଞ୍ଚି ଯାଇଥିଲେ ଯୁବତୀ ଜଣକ।
Special Report
ରିଲ୍ସ କରି ସୋସିଆଲ ମିଡିଆରେ ଭାଇରାଲ ହେବାର ନିଶା ଆଜି ତାଙ୍କ ଜୀବନ ନେଇ ଯାଇଥାନ୍ତି।ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଟକ ବାଲିଯାତ୍ରା ରେ।ରାମ ଦୋଳି ରେ ବସିବାକୁ କାହାର ଇଚ୍ଛା ନ ଥାଏ।
ହେଲେ ଆଜିର ଯୁବ ପିଢ଼ି ସୋସିଆଲ ମିଡିଆରେ ରେ ଭାଇରାଲ୍ ହେବା ପାଇଁ କିଛି ବି କରି ଦେଉଛନ୍ତି।ସୂଚନା ଅନୁସାରେ ବର୍ତ୍ତମାନ କଟକ ରେ ବାଲିଯାତ୍ରା ଚାଲୁ ଅଛି।ଏହି ବାଲି ଯାତ୍ରା କୁ ଦେଖିବା ପାଇଁ ସେଠାକୁ ଅନେକ ଲୋକ ଆସୁଛନ୍ତି।
Special Report
ଏହି ସମୟ ରେ ଗୋଟିଏ ଅଘଟଣ ଘଟି ଯାଇଛି।ଜଣେ ଯୁବତୀ ବାଲିଯାତ୍ରା ରେ ରାମ ଦୋଳି ରେ ବସିବାକୁ ଯାଇଥିଲେ।ସେଠାରେ ତାଙ୍କର ଇଛା ହୋଇ ଥିଲା ରିଲ୍ସ କରିବେ।
ସେଥିପାଇଁ ସେ ରାମ ଦୋଳି ରେ ବସି ନିଜ ଫୋନ୍ ଧରି ଭିଡିଓ ଆରମ୍ଭ କରି ଦେଇଥିଲେ।ଏହି ସମୟ ରେ ତାଙ୍କ ମୁଣ୍ଡ ରାମ ଦୋଳି ର ଡବା ଭିତରେ ଅଟକି ଯାଇ ଥିଲା।ତାଙ୍କୁ ବଞ୍ଚାଇବାକୁ କିଛି ଲୋକ ଉପରକୁ ଯାଇ ଥିଲେ।
ତାଙ୍କ ଚୁଟି ସବୁ କାଟି ବାକୁ ପଡି ଥିଲା।ଏହି ସମୟ ରେ ସେଠାରେ ଲୋକ ଙ୍କ ର ଭିଡ ଦେଖିବାକୁ ମିଳି ଥିଲା।ଏବେ ସମସ୍ତେ କହୁଛନ୍ତି କି ବର୍ତ୍ତମାନ ର ଯୁବ ପୀଢ଼ି ମାନେ ସାମାନ୍ୟ ଫେମସ ହେବା ପାଇଁ ନିଜ ଜୀବନ କୁ ବାଜି ଲଗାଇ ଦେଉଛନ୍ତି।
ଯୁବତୀ ଜଣକ ଭାବି ଥିଲେ ଏଠାରେ ଭିଡିଓ କରି ମୁ ସୋସିଆଲ ମିଡିଆରେ ଅଧିକ ଭାଇରାଲ୍ ହେବି।ହେଲେ ତାଙ୍କ ସବୁ ସ୍ବପ୍ନ ଭାଙ୍ଗି ଯାଇ ଥିଲା।ଏହା ପରେ ତାଙ୍କ ର ସବୁ ଚୁଟି କାଟିବାକୁ ପଡ଼ି ଥିଲା।ଶେଷ ରେ ତାଙ୍କ ଜୀବନ ବଞ୍ଚି ଯାଇଥିଲା।ସାମାନ୍ୟ ଘଟଣା ରୁ ବଡ ଘଟଣା ଟି ଏ ଘଟି ଯାଇଥିଲା।

Advertisement