Updated: Jan 13, 2024, 09:26 IST

ରାମ ମନ୍ଦିର ପାଇଁ ଗାଈ କଲା ୨୦ ବର୍ଷର ତପସ୍ୟା ଦେଖନ୍ତୁ ଏହି ଦୃଶ୍ୟ ଆପଣଙ୍କ ହୃଦୟ ମଧ୍ୟ କହିବ ଜୟ ଶ୍ରୀରାମ

Ram mamdir

ନମସ୍କାର ପାଠକ ବନ୍ଧୁ।ଶହ ଶହ ବର୍ଷ ଧରି ଅପେକ୍ଷା କରି ଥିବା ରାମ ଭକ୍ତ ଙ୍କ ସ୍ବପ୍ନ ପୁରଣ ହେବାକୁ ଯାଇଛି।ଆଉ ମାତ୍ର ଦିନ କେଇଟା ପରେ ରାମ ମନ୍ଦିର ର ପ୍ରତିଷ୍ଠା ହେବାକୁ ଯାଉଛି।ଆପଣ ମାନେ ସମସ୍ତେ ଜାଣି ଥିବା ଆସନ୍ତା ଜାନୁୟାରୀ ୨୨ ତାରିଖ ରେ ଅଯୋଧ୍ୟା ଠାରେ ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି।
Ram mandir
ଯାହାକୁ ନେଇ ଏବେ ସାରା ଦେଶ ରେ ଚର୍ଚ୍ଚା କରା ଯାଉଛି।କେବଳ ମନୁଷ୍ୟ କାହିଁକି ପଶୁ ପକ୍ଷୀ ମଧ୍ୟ ଏହି ମନ୍ଦିର ପ୍ରତିଷ୍ଠା କୁ ଅପେକ୍ଷା କରି ରହି ଥିଲେ।ଆମେ ଆଜି ସେଭଳି ଜଣେ ରାମ ଭକ୍ତ ଙ୍କ ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
ଭାରତ ର କୋଣ ଅନୁକୋଣ ରେ ରହିଛନ୍ତି ରାମ ଙ୍କ ଭକ୍ତ।ରାମ ମନ୍ଦିର ପ୍ରତିଷ୍ଠା ପାଇଁ କିଏ ବା କଣ ନ କରିଛି।ତେବେ ଆମେ ଆଜି ଏଭଳି ଜଣେ ଭକ୍ତ ଙ୍କ ବିଷୟ ରେ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।
ସେହି ଭକ୍ତ ଜଣକ ହେଉଚି ଗୋଟିଏ ଗାଈ।ସେ ଦୀର୍ଘ କୋଡ଼ିଏ ବର୍ଷ ହେଲାଣି ରାମ ଙ୍କ ପାଇଁ ଅପେକ୍ଷା କରି ରହିଥିଲା।ତାହାର ନାମ ହେଉଚି ସରୋଜା।ଆଜି ତାର ସ୍ବପ୍ନ ପୂରଣ ହେବାକୁ ଯାଉଛି।ସେ ପ୍ରତିଦିନ ରାମ ମନ୍ଦିର ହେବା ସ୍ଥାନ ରେ ପରିକ୍ରମା କରୁ ଥିଲେ।ଏହି ଭକ୍ତ ଙ୍କୁ ଯେ କେହି ଦେଖିଲେ ଚକିତ ହୋଇ ଯିବ।
Ram lala
ସରୋଜା ନାମ ଧାରି ଏହି ଭକ୍ତ ମଣିଷ ନୁହଁନ୍ତି।ହେଲେ ମଣିଷ ରୂପେ ଭଗବାନ ଙ୍କ ଭକ୍ତ ହୋଇ ଛନ୍ତି। ଏହା ଗୋଟିଏ ଗାଈ ର ନାମ।ସେ ସବୁଦିନ ପ୍ରଭୁ ରାମ ଙ୍କ ପାଖରେ ପରିକ୍ରମା କରୁଚି।ରାମ ଙ୍କ ଭକ୍ତ ହୋଇ ସେ ଏବେ ସାରା ଦେଶ ରେ ପରିଚିତ ହୋଇଛି।ଏହା ଛଡ଼ା ଶ୍ୟାମା ଏକାଦଶି ଦିନ ସେ ରାମ ଙ୍କ ପାଇଁ ଉପବାସ ରଖନ୍ତି।
ସେଦିନ ସେ କିଛି ବି ଖାଇ ନ ଥାଏ।ଭଗବାନ ଙ୍କ ପାଦ ତଳେ ସେପରି ପଡ଼ି ରହିଥାଏ।ସେହି ଗାଈ ଜନ୍ମ ଦିନ ମଧ୍ୟ ସେହି ଦିନ।ସେ ଅଯୋଧ୍ୟା ର ରଙ୍ଗ ମହଲ ରେ ଜନ୍ମ ହୋଇ ଥିଲେ।ଆଜି ସେ ରାମ ଙ୍କ ଭକ୍ତ ରୂପେ ପରିଚିତ।
ଗତ ୨୨ ବର୍ଷ ଧରି ସେ ପ୍ରତିଦିନ ରାମ ମନ୍ଦିର ପରିକ୍ରମା କରେ।ଏହା ପରେ ରାମ ଙ୍କ ମୁହଁ କୁ ଚାହିଁ ସେ କଣ କଥା ହୁଏ।ଏହା ପରେ ସେ ପୁଣି ନିଜ ଘର କୁ ଫେରି ଯାଏ।ଆଉ ମାତ୍ର ଏଗାର ଦିନ ରହିଲା ରାମ ମନ୍ଦିର ପ୍ରତିଷ୍ଠା ହେବାକୁ।
ସବୁ ଅପେକ୍ଷା ର ଅନ୍ତ ଘଟାଇ ଶେଷ ରେ ସମସ୍ତ ଙ୍କ ଆଶା ପୂର୍ଣ୍ଣ ହେବାକୁ ଯାଉଚି।ଯାହାକୁ ନେଇ ସାରା ଦେଶ ର ଲୋକ ମାନେ ବହୁତ ଖୁସି ଅଛନ୍ତି।ଏବେ ଦେଖିବାକୁ ବାକି ରହିଲା କିଭଳି ଭାବେ ସାରା ଦେଶ ଏହି ପର୍ବ କୁ ପାଳନ କରୁଚି।

Advertisement